Odisha Link
Bridging the Missing Links in Odisha
Daily Archives

December 7, 2023

ତେଲେଙ୍ଗାନାରେ ରେଡ୍ଡୀ ସରକାର;…

ଓଏଲ୍‌ ବ୍ୟୁରୋ: ୨୦୨୪ ଫାଇନାଲ ନିର୍ବାଚନ ପୂର୍ବରୁ ମଧ୍ୟପ୍ରଦେଶ, ରାଜସ୍ଥାନ, ତେଲେଙ୍ଗାନା ଓ ଛତିଶଡର ବିଧାନସଭା ନିର୍ବାଚନର ଫଳାଫଳ ଆସିଯାଇଛି। ମଧ୍ୟପ୍ରଦେଶ, ରାଜସ୍ଥାନ ଓ ଛତିଶଗଡ଼ରେ ଭାରତୀୟ ଜନତା ପାର୍ଟି ବିଜୟୀ ହୋଇଥିବା ବେଳେ ତେଲେଙ୍ଗାନାରେ କଂଗ୍ରେସ ସରକାର ବିଜୟୀ ହୋଇଛି। ତିନି ରାଜ୍ୟର ନିର୍ବାଚନ…

ସଂସ୍କୃତି ବିଭାଗର ଦାଇତ୍ୱ ନେଇଛନ୍ତି…

ଓଏଲ୍‌ ବ୍ୟୁରୋ: ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ନୂତନ କମିଶନର ତଥା ଶାସନ ସଚିବ ଭାବେ ସୁଜାତା ରାଉତ କାର୍ତ୍ତିକେୟନ୍ ଦାୟିତ୍ଵ ଗ୍ରହଣ କରିଛନ୍ତି। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ସଚିବ ସୁଜାତା ରାଉତ କାର୍ତ୍ତିକେୟନଙ୍କୁ ଭେଟି ଶୁଭେଚ୍ଛା ଜଣାଇଲା ଓଡ଼ିଆ ସିନେ ଜଗତ। ନିର୍ଦେଶକ…

ପୁଣି ମୁହଁ ଖୋଲିଲେ ସୌମ୍ୟ ପଟ୍ଟନାୟକ;…

ଓଏଲ୍‌ ବ୍ୟୁରୋ: କିଛି ଦିନର ବ୍ୟବଧାନ ପରେ ପୁଣି ମୁହଁ ଖୋଲିଲେ ଚର୍ଚ୍ଚିତ ବିଧାୟକ ସୌମ୍ୟ ପଟ୍ଟନାୟକ। ଜଗତସିଂହପୁର ଏରସମା ଶିଆଳି ବାଲିଯାତ୍ରାରେ ସୌମ୍ୟ ପଟ୍ଟନାୟକ ନିଜର ମନ୍ତବ୍ୟ ରଖିଛନ୍ତି। ଛାତ୍ର ସଂସଦ ନିର୍ବାଚନ ସପକ୍ଷରେ ଯୁକ୍ତି ବାଢ଼ି ସୌମ୍ୟ କହିଛନ୍ତି, ସତ କଥା ହେଉଛି, ଯୁବକମାନଙ୍କୁ ନେତୃତ୍ବର…

ଦ୍ବିତୀୟ ଦିନରେ ଆଇଟି ରେଡ୍‌; ତାଜୁବ କଲା…

ଓଏଲ୍‌ ବ୍ୟୁରୋ: ଦ୍ବିତୀୟ ଦିନରେ ଆଇଟି ରେଡ୍‌ ଚାଲିଛି। ଟିଟିଲାଗଡ଼ରେ ମଦ ବ୍ୟବସାୟୀଙ୍କ ଘରେ ଆଜି ବି ଆଇଟି ରେଡ୍‌ ହୋଇଛି। ନେହେରୁ ନଗର ସ୍ଥିତ ୨ଟି ଘରେ ଆୟକର ବିଭାଗର ରେଡ୍‌। ଆୟକର ଫାଙ୍କି ଅଭିଯୋଗରେ ଉଭୟଙ୍କ ଘରେ ଆଇଟିର ଚଢ଼ାଉ। ସୂଚନା ଅନୁସାରେ, ମଦ ବ୍ୟବସାୟୀଙ୍କ ଘରୁ ଗତକାଲି ଟ୍ରଙ୍କରୁ ଜବତ…

କ୍ରାଇମବ୍ରାଞ୍ଚକୁ ବଡ଼ ସଫଳତା; ଫେକ୍ ସିମ୍…

ଓଏଲ୍‌ ବ୍ୟୁରୋ: କ୍ରାଇମବ୍ରାଞ୍ଚକୁ ବଡ଼ ସଫଳତା ମିଳିଛି। ଆନ୍ତଃରାଜ୍ୟ ଫେକ୍ ସିମ୍ କାର୍ଡ ଓ ବ୍ୟାଙ୍କ ଆକାଉଣ୍ଟ ଗ୍ୟାଙ୍ଗର ପର୍ଦ୍ଦାଫାସ୍ ହୋଇଛି। ପଶ୍ଚିମବଙ୍ଗ ମୁର୍ଶିଦାବାଦରୁ ମାଷ୍ଟରମାଇଣ୍ଡକୁ ଗିରଫ କଲା କ୍ରାଇମବ୍ରାଞ୍ଚ। ଗିରଫ କରି ମାଷ୍ଟରମାଇଣ୍ଡକୁ ଟ୍ରାଞ୍ଜିଟ୍‌ ରିମାଣ୍ଡରେ କ୍ରାଇମବ୍ରାଞ୍ଚ ଆଣୁଛି।…

ସ୍ୱାସ୍ଥ୍ୟ କର୍ମଚାରୀଙ୍କ ପାଇଁ କଡ଼ା…

ଓଏଲ୍‌ ବ୍ୟୁରୋ: ସ୍ୱାସ୍ଥ୍ୟ କର୍ମଚାରୀଙ୍କ ପାଇଁ କଡ଼ା ନିୟମ ଲଗୁ କରାଯାଇଛି। ସରକାରୀ ସ୍ୱାସ୍ଥ୍ୟ ସେବା ସହ ଜଡିତ କର୍ମଚାରୀଙ୍କ ପାଇଁ ଏସମା ଲାଗୁ କରିଛନ୍ତି ରାଜ୍ୟ ସରକାର। ଆସନ୍ତା ୬ ମାସ ପାଇଁ ସ୍ୱାସ୍ଥ୍ୟ କର୍ମଚାରୀ ଧାରଣାରେ ବସିପାରିବେନି। ନର୍ସ, ପାରାମେଡିକ୍ସ ଓ ଟେକ୍ନିସିଆନଙ୍କ ପାଇଁ ଏହି ଏସମା…

ରାଜ୍ୟର ବିଭିନ୍ନ ଜିଲ୍ଲାରେ ଲଗାଣ ବର୍ଷା…

ଓଏଲ୍‌ ବ୍ୟୁରୋ: ବାତ୍ୟା ‘ମିଗ୍‌ଜାଉଁ’ ପ୍ରଭାବରେ ଟ୍ୱିନ୍ ସିଟିରେ ବର୍ଷା ଲାଗିରହିଛି। ଓଡ଼ିଶାରେ ବାତ୍ୟା ‘ମିଗ୍‌ଜାଉଁ’ର ପ୍ରଭାବ ଅନୁଭୂତ ହୋଇଛି। ଲଗାଣ ବର୍ଷା ଯୋଗୁଁ ସୁନ୍ଦରଗଡ଼ରେ ଆଜି ସବୁ ସ୍କୁଲ ଛୁଟି ଘୋଷଣା କରାଯାଇଛି। ସବୁ ସରକାରୀ ଓ ବେସରକାରୀ ସ୍କୁଲ, ଅଙ୍ଗନବାଡ଼ି କେନ୍ଦ୍ର ଛୁଟି ଘୋଷଣା…