Odisha Link
Bridging the Missing Links in Odisha

ଲାଞ୍ଚ ନେବା ପଡିଲା ମହଙ୍ଗା; ଭିଜିଲାନ୍ସ ଜାଲରେ ମୁଖ୍ୟ କିରାଣି

ଓଏଲ୍ ବ୍ୟୁରୋ: ଭିଜିଲାନ୍ସ ଜାଲରେ ମୁଖ୍ୟ କିରାଣି। ଭିଜିଲାନ୍ସ ଜାଲରେ ଧରାପଡିଥିବା ସରକାରୀ ବାବୁ ଜଣକ ହେଉଛନ୍ତି ଜିଲ୍ଲା ମଙ୍ଗଳ ବିଭାଗ ଅଫିସ୍‌ର ମୁଖ୍ୟ କିରାଣି। ୧୦ ହଜାର ଲାଞ୍ଚ ନେଇ ଧରାପଡ଼ିଲେ କିରାଣି ସୁବ୍ରତ କାନୁନ୍‌ଗୋ। କ୍ଷତିପୂରଣ କରାଇ ଦେବାକୁ କହି ଲାଞ୍ଚ ନେବାବେଳେ ଧରାପଡ଼ିଲେ। ଲାଞ୍ଚ ନେଇ ଧରାପଡିବା ପରେ ଭିଜିଲାନ୍ସ ତଦନ୍ତ କରୁଛି।