Odisha Link
Bridging the Missing Links in Odisha
Daily Archives

December 27, 2023

ପରଲୋକରେ ଅଭିନେତା ସାଜିଦ ଖାନ, କର୍କଟ…

ଓଏଲ୍‌ ବ୍ୟୁରୋ: ପରଲୋକରେ ହିନ୍ଦୀ ସିନେମା ଜଗତର ଚର୍ଚ୍ଚିତ ଅଭିନେତା, ନିର୍ଦ୍ଦେଶକ ସାଜିଦ ଖାନ। ମଦର ଇଣ୍ଡିଆ ଚଳଚ୍ଚିତ୍ରରେ ଅଭିନୟ କରି ସାରା ଦେଶରେ ଚର୍ଚ୍ଚାରେ ରହିଥିଲେ। ଏହାପରେ ଅଭିନେତା 'ମାୟା' ଏବଂ 'ଦି ସିଙ୍ଗିଙ୍ଗ ଫିଲିପାଇନା' ଭଳି ଆନ୍ତର୍ଜାତୀୟ ଚଳଚ୍ଚିତ୍ରରେ ଅଭିନୟ କରି ନିଜର ଏକ ସ୍ୱତନ୍ତ୍ର…

ପ୍ରକାଶ ପାଇଲା ଓଜେଏସ୍‌ ପରୀକ୍ଷାଫଳ,…

ଓଏଲ୍‌ ବ୍ୟୁରୋ: ପ୍ରକାଶ ପାଇଲା ଓଡ଼ିଶା ଜୁଡିସିଆଲ ସର୍ଭିସ୍‌ ପରୀକ୍ଷା ଫଳ। ମୋଟ ୫୫ ଜଣ କୃତକାର୍ଯ୍ୟ ହୋଇଥିବା ବେଳେ ପ୍ରଥମ ୧୦ଜଣଙ୍କ ମଧ୍ୟରେ ୮ଜଣ ମହିଳା ପ୍ରାର୍ଥୀ ରହିଛନ୍ତି। ଶୁଶ୍ରିତା ମିଶ୍ର ଟପ୍ପର ହୋଇଛନ୍ତି। ଓଡ଼ିଶା ଲୋକସେବା ଆୟୋଗ (ଓପିଏସି) ଦ୍ବାରା ପରିଚାଳିତ ହୋଇଥିଲା ଓଜେଏସ୍‌ ପରୀକ୍ଷା।…

ଜାନୁଆରୀ ୬ରୁ ସର୍ବସାଧାରଣଙ୍କ ପାଇଁ…

ଓଏଲ୍‌ ବ୍ୟୁରୋ: ରଙ୍ଗ ବେରଙ୍ଗ ଫୁଲର ସମ୍ଭାରରେ ଝଲସିବ ରାଜଭବନ ଉଦ୍ୟାନ। ବିଭିନ୍ନ ପ୍ରକାରର ଫୁଲ, ଓ୍ବାଟର ଫାଉଣ୍ଟେନ୍,ମ୍ୟୁଜିକାଲ୍‌ ଫାଉଣ୍ଟେନ୍, ହରିଣ ପାର୍କ ଆଦିର ମଜା ନେଇ ପାରିବେ ସାଧାରଣ ଲୋକ। କାହିଁକିନା ସାଧାରଣ ଲୋକଙ୍କ ପାଇଁ ଜାନୁଆରୀ ୬ ତାରିଖରୁ ଖୋଲିବ ରାଜଭବନ ଉଦ୍ୟାନ। ଜାନୁଆରୀ ୬ରୁ ୨୦…

ଧାମନଗରରୁ ପାଣ୍ଡିଆନଙ୍କ ନିଶାନା,…

ଓଏଲ୍‌ ବ୍ୟୁରୋ: ବିଜୁ ଜନତା ଦଳର ନଜରରେ ମିଶନ୍‌ ୨୦୨୪। ୬ଷ୍ଠ ଥର ପାଇଁ ସିଂହାସନରେ ବସିବା ପାଇଁ ଆରମ୍ଭ କଲାଣି କସରତ। ଆଉ ଏହାର ମଙ୍ଗ ଧରିଛନ୍ତି ୫-ଟି ଓ ନବୀନ ଓଡ଼ିଶାର ଅଧ୍ୟକ୍ଷ ଭି କାର୍ତ୍ତିକ ପାଣ୍ଡିଆନ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ଶ୍ରୀ ପାଣ୍ଡିଆନ୍‌ ରାଜ୍ୟର ବିଭିନ୍ନ…

ଆୟ ଠାରୁ ୧୫୩% ଅଧିକ ସମ୍ପତ୍ତି ଠୁଳ…

ଓଏଲ୍‌ ବ୍ୟୁରୋ: ଗିରଫ ହେଲେ ଇଡକୋ ସିଜିଏମ୍‌ ସରୋଜକାନ୍ତ ମିଶ୍ର। ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ତାଙ୍କୁ ଗିରଫ କରିଛି ଭିଜିଲାନ୍ସ। ମଙ୍ଗଳବାର ଇଡକୋ ସିଜିଏମ ସରୋଜଙ୍କ ଶୈଳଶ୍ରୀବିହାର ଘର ସହ ମୋଟ ୭ଟି ଠିକଣାରେ ରେ ରେଡ୍ ହୋଇଥିଲା। ଗତକାଲିଠୁ ସରୋଜକାନ୍ତଙ୍କ ବିଭିନ୍ନ ଠିକଣାରେ ପ୍ରଥମେ…

ପୁରୀବାସୀଙ୍କ ପାଇଁ ଖୋଲିଲା ୪ ଦ୍ବାର:…

ଓଏଲ୍‌ ବ୍ୟୁରୋ: ଜାନୁଆରୀ ୧୭ରେ ପରିକ୍ରମା ପ୍ରକଳ୍ପର ଲୋକାର୍ପଣ କରାଯିବ। ପରିକ୍ରମା ପ୍ରକଳ୍ପ ପାଇଁ ମହାପ୍ରଭୁଙ୍କୁ ନିମନ୍ତ୍ରଣ ଦିଆଯାଇଛି। ଭବ୍ୟ ଉତ୍ସବ ପାଇଁ ଜୋରସୋରରେ ଲାଗିଛି ମନ୍ଦିର ପ୍ରଶାସନ। ଏହି ଉତ୍ସବର ପ୍ରସ୍ତୁତି ମଧ୍ୟରେ ଏକ ବଡ ଖବର ସାମ୍ନାକୁ ଆସିଛି। ପୁରୀ ସହରବାସୀଙ୍କ ପାଇଁ ଲାଗୁ ହେବନି…

ଶ୍ରୀକ୍ଷେତ୍ରରୁ ଆସିଲା ପରିକ୍ରମା…

ଓଏଲ୍‌ ବ୍ୟୁରୋ: ଜାନୁଆରୀ ୧୭ରେ ପରିକ୍ରମା ପ୍ରକଳ୍ପର ଲୋକାର୍ପଣ କରାଯିବ। ପରିକ୍ରମା ପ୍ରକଳ୍ପ ପାଇଁ ମହାପ୍ରଭୁଙ୍କୁ ନିମନ୍ତ୍ରଣ ଦିଆଯାଇଛି। ଭବ୍ୟ ଉତ୍ସବ ପାଇଁ ଜୋରସୋରରେ ଲାଗିଛି ମନ୍ଦିର ପ୍ରଶାସନ। ଏହି ଉତ୍ସବକୁ ଭବ୍ୟ ଓ ଦିବ୍ୟ କରିବା ନିମନ୍ତେ ଦେଶ ବାହାର, ଦେଶ ଭିତର ଓ ରାଜ୍ୟର ସମସ୍ତ ଜିଲ୍ଲାର…

ଲାଞ୍ଚ ନେବା ପଡିଲା ମହଙ୍ଗା; ଭିଜିଲାନ୍ସ…

ଓଏଲ୍ ବ୍ୟୁରୋ: ଭିଜିଲାନ୍ସ ଜାଲରେ ମୁଖ୍ୟ କିରାଣି। ଭିଜିଲାନ୍ସ ଜାଲରେ ଧରାପଡିଥିବା ସରକାରୀ ବାବୁ ଜଣକ ହେଉଛନ୍ତି ଜିଲ୍ଲା ମଙ୍ଗଳ ବିଭାଗ ଅଫିସ୍‌ର ମୁଖ୍ୟ କିରାଣି। ୧୦ ହଜାର ଲାଞ୍ଚ ନେଇ ଧରାପଡ଼ିଲେ କିରାଣି ସୁବ୍ରତ କାନୁନ୍‌ଗୋ। କ୍ଷତିପୂରଣ କରାଇ ଦେବାକୁ କହି ଲାଞ୍ଚ ନେବାବେଳେ ଧରାପଡ଼ିଲେ। ଲାଞ୍ଚ ନେଇ…

ଜାନୁଆରୀ ୧୭ରେ ପରିକ୍ରମା ପ୍ରକଳ୍ପର…

ଓଏଲ୍‌ ବ୍ୟୁରୋ: ଜାନୁଆରୀ ୧୭ରେ ପରିକ୍ରମା ପ୍ରକଳ୍ପର ଲୋକାର୍ପଣ କରାଯିବ। ପରିକ୍ରମା ପ୍ରକଳ୍ପ ପାଇଁ ମହାପ୍ରଭୁଙ୍କୁ ନିମନ୍ତ୍ରଣ ଦିଆଯାଇଛି। ଭବ୍ୟ ଉତ୍ସବ ପାଇଁ ଜୋରସରରେ ଲାଗିଛି ମନ୍ଦିର ପ୍ରଶାସନ। ରାଜ୍ୟ ଓ ରାଜ୍ୟ ବାହାରୁ ୮୫୭ ଦେବସ୍ଥାନକୁ ଯିବ ନିମନ୍ତ୍ରଣ। ରାଜ୍ୟ ତଥା ରାଜ୍ୟ ବାହାରକୁ ପଠାଯିବ…

ସୁଗମ ହେବ ପରିବହନ ବ୍ୟବସ୍ଥା;…

ଓଏଲ୍ ବ୍ୟୁରୋ: ଆରଡି ଆଖଣ୍ଡଳମଣି ଗସ୍ତରେ ୫-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ। ଏହା ସହ ବିଭିନ୍ନ ବିକାଶମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି। ପରିବହନ ବ୍ୟବସ୍ଥାକୁ ସୁଗମ କରିବା ପାଇଁ ଚାନ୍ଦବାଲି ସହ ଭଦ୍ରକ ଜିଲ୍ଲାରେ ଚାଲିବ ଲକ୍ଷ୍ମୀ ବସ୍। ବସ୍‌ରେ ମହିଳାଙ୍କ ସହ ୫ଟଙ୍କାରେ ଯିବେ କଲେଜ ପିଲା। ଏହା…