Odisha Link
Bridging the Missing Links in Odisha

ଖୁବଶୀଘ୍ର ବଢିବ ସଫେଇ କର୍ମଚାରୀଙ୍କ ଦରମା; ୩ଦିନର ସମୟ ମାଗିଲା ବିଏମସି

ଓଏଲ୍ ବ୍ୟୁରୋ: ସଫେଇ କର୍ମଚାରୀଙ୍କ ଆନ୍ଦୋଳନ ଘଟଣା ସାମ୍ନାକୁ ଆସିଥିଲା। କିଛି ଦିନର ଆନ୍ଦୋଳନ ପରେ ବିଏମସି ସହ ସଫେଇ କର୍ମଚାରୀଙ୍କ ଆଲୋଚନା ହୋଇଛି। ଆଲୋଚନା ପରେ ନିଷ୍ପତ୍ତି ନେଇ ୩ଦିନର ସମୟ ମାଗିଲା ବିଏମସି। ୩ଦିନ ମଧ୍ୟରେ ବର୍ଦ୍ଧିତ ଦରମା ଘୋଷଣା କରିବେ ସରକାର। ଅଳିଆ ପୃଥକିକରଣ ବନ୍ଦ କରିବାକୁ ବିଏମସି ୧୫ଦିନ ସମୟ ମାଗିଲା। ଲିଖିତ ପ୍ରତିଶୃତି ନମିଳିବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ।