Odisha Link
Bridging the Missing Links in Odisha
Daily Archives

March 12, 2024

କୃଷି କ୍ଷେତ୍ରରେ ଉପୁଜୁଥିବା ସମସ୍ୟାର…

ଭୁବନେଶ୍ୱର: କୃଷି କ୍ଷେତ୍ରରେ ଉପୁଜୁଥିବା ସମସ୍ୟାକୁ ସାମ୍ନାକୁ ଆଣି ଏହାର ଦୀର୍ଘସ୍ଥାୟୀ ସମାଧାନର ବାଟ ବାହାର କରିବାର ବର୍ତମାନ ସମୟ ଆସିଛି ବୋଲି ମଙ୍ଗଳବାର କହିଛନ୍ତି ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ପ୍ରଭାତ କୁମାର ରାଉଳ। ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ କୃଷି…

ଖୁବଶୀଘ୍ର ବଢିବ ସଫେଇ କର୍ମଚାରୀଙ୍କ…

ଓଏଲ୍ ବ୍ୟୁରୋ: ସଫେଇ କର୍ମଚାରୀଙ୍କ ଆନ୍ଦୋଳନ ଘଟଣା ସାମ୍ନାକୁ ଆସିଥିଲା। କିଛି ଦିନର ଆନ୍ଦୋଳନ ପରେ ବିଏମସି ସହ ସଫେଇ କର୍ମଚାରୀଙ୍କ ଆଲୋଚନା ହୋଇଛି। ଆଲୋଚନା ପରେ ନିଷ୍ପତ୍ତି ନେଇ ୩ଦିନର ସମୟ ମାଗିଲା ବିଏମସି। ୩ଦିନ ମଧ୍ୟରେ ବର୍ଦ୍ଧିତ ଦରମା ଘୋଷଣା କରିବେ ସରକାର। ଅଳିଆ ପୃଥକିକରଣ ବନ୍ଦ କରିବାକୁ…

ମର୍ମନ୍ତୁଦ ଦୁର୍ଘଟଣା: ୧ ମୃତ, ୨ ଆହତ

ଓଏଲ୍ ବ୍ୟୁରୋ: ଝାରସୁଗୁଡ଼ାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ହୋଇଥିବା ଖବର ସାମ୍ନାକୁ ଆସିଛି। ଏନଏଚ୍‌ ୪୯ ଲଖନପୁର ବ୍ଲକ ସିଂଘାରପୁର ନିକଟରେ ଦୁର୍ଘଟଣା ହୋଇଛି। ଟ୍ରକ୍‌ ଦୁର୍ଘଟଣାରେ ସ୍ୱାମୀର ମୃତ୍ୟୁ ହୋଇଥିବାବେଳେ ସ୍ତ୍ରୀ ଓ ଝିଅ ଆହତ ହୋଇଛନ୍ତି।ଗୁରୁତର ମହିଳାଙ୍କୁ ଲଖନପୁର ମେଡିକାଲରେ ଭର୍ତ୍ତି…

ସ୍ୱାସ୍ଥ୍ୟ ସେବାରେ ନୂଆ ଅଧ୍ୟାୟ;…

ଓଏଲ୍ ବ୍ୟୁରୋ: ଚିକିତ୍ସା କ୍ଷେତ୍ରରେ ଆଉ ଏକ ମାଇଲଖୁଣ୍ଟ ଯୋଡି ହୋଇଛି। କିମ୍ସ ଗ୍ରାମୀଣ ଡାକ୍ତରଖାନା ଲୋକାର୍ପିତ ହୋଇଛି।ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଟକ ଜିଲ୍ଲା କଲରାବାଙ୍କରେ ଲୋକାର୍ପଣ କରିଛନ୍ତି। କିମ୍ସ ଗ୍ରାମୀଣ ଡାକ୍ତରଖାନାରେ ୧୦୦ ଶଯ୍ୟାରହିଛି। ଏହି ହସ୍‌ପିଟାଲ ଅଞ୍ଚଳବାସୀଙ୍କୁ ଉତ୍ତମ…

ଜଳିଗଲା ବାୟୁସେନାର ବିମାନ; ଅଳ୍ପକେ…

ଓଏଲ୍‌ ବ୍ୟୁରୋ: ବାୟୁସେନାର ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ରାଜସ୍ଥାନ ଜୈସଲମେରରେ ଏୟାରକ୍ରାଫ୍ଟ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଲସିଏ ତେଜସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଥିବାବେଳେ ପାଇଲଟ୍‌ ସୁରକ୍ଷିତ ଥିବା ସୂଚନା ରହିଛି। ଏୟାରକ୍ରାଫ୍ଟ ଦୁର୍ଘଟଣାଗ୍ରସ୍ତ ନେଇ ଜାତୀୟ ଗଣମାଧ୍ୟମ ପକ୍ଷରୁ ସୂଚନା ଜାରି ହୋଇଛି।…

ନାୟବ ସିଂ ସୈନି ହେବେ ହରିୟାଣାର ନୂଆ…

ଓଏଲ୍‌ ବ୍ୟୁରୋ: ୨୦୨୪ ସାଧାରଣ ନିର୍ବାଚନକୁ ଆଖି ଆଗରେ ରଖି ସମସ୍ତ ରାଜନୈତିକ ଦଳ ଆରମ୍ଭ କରିଛନ୍ତି ଅଙ୍କକଷା। ଏସବୁ ମଧ୍ୟରେ ଓଡ଼ିଶା ରାଜନୀତି ମଧ୍ୟ ଉଷ୍ମ ହେବାରେ ଲାଗିଛି। ଲୋକସଭା ନିର୍ବାଚନ ୨୦୨୪କୁ ନେଇ ସମସ୍ତ ଦଳ ପ୍ରସ୍ତୁତିରେ ଲାଗିପଡ଼ିଛନ୍ତି। ଏହାରି ଭିତରେ ଏକ ବଡ଼ ଖବର ସାମ୍ନାକୁ ଆସିଛି। ହରିୟାଣା…

ପଶୁପକ୍ଷୀ ଅଦଳବଦଳ: ନନ୍ଦନକାନନକୁ ଆସିବେ…

ଓଏଲ୍‌ ବ୍ୟୁରୋ: ନନ୍ଦନକାନନ ଏବଂ ଆସାମ ପ୍ରାଣୀ ଉଦ୍ୟାନ ମଧ୍ୟରେ ପଶୁପକ୍ଷୀ ଅଦଳ ବଦଳ କରାଯାଇଛି। ନନ୍ଦନକାନନ ଆସିବ ଦୁଇଟି କଇଁଚ, ଦୁଇଟି ପେଲିକାନ୍। ଦୁଇଟି ହିମାଲୟନ ଶାଗୁଣା ଏବଂ ଆଡଜୁଟାଣ୍ଟ ଷ୍ଟୋର୍କ ପକ୍ଷୀ ମଧ୍ୟ ଆସିବ। ନନ୍ଦନକାନନ ଆସାମକୁ ଦେବ ବତକ ସହ ଏକାଧିକ ପଶୁପକ୍ଷୀ ପ୍ରଦାନ କରାଯାଇଛି। ପ୍ରାୟ…

ରାଜ୍ୟରେ କଲବଲ କରୁଛି ତାତି; ଉପରମୁହାଁ…

ଓଏଲ୍‌ ବ୍ୟୁରୋ: ରାଜ୍ୟରେ ଉପରମୁହାଁ ହେଲାଣି ପାରଦ। ଉପାନ୍ତରୁ ଉପକୂଳ ସବୁଠି ରାଜ୍‌ କରୁଛି ଗ୍ରୀଷ୍ମପ୍ରବାହ। ଗତ କିଛି ଦିନ ଧରି ରାଜ୍ୟର ବିଭିନ୍ନ ସହରର ତାପମାତ୍ରା ୩୭ ଡ଼ିଗ୍ରୀ ଛୁଇଁଯାଇଛି। ଏହା ସହ ବିଶ୍ୱ ପାଣିପାଗ ସଂଗଠନର ପୂର୍ବାନୁମାନ ଚିନ୍ତା ବଢ଼ାଇଛି। ସଂଗଠନ କହିଛି, ଏଲନିନୋ ଦୁର୍ବଳ ଥିବା…

ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ବଢ଼ିଲା…

ଓଏଲ୍‌ ବ୍ୟୁରୋ: ରାଜ୍ୟ ସରକାରଙ୍କ ପକ୍ଷରୁ ଏକ ବଡ଼ ଘୋଷଣା କରାଯାଇଛି। ସରପଞ୍ଚଙ୍କ ଦରମା ୧୦ ହଜାର ଟଙ୍କାକୁ ବୃଦ୍ଧି କରାଯାଇଛି। ଜିଲ୍ଲା ପରିଷଦ ସଭାପତିମାନେ ୯,୩୮୦ ଟଙ୍କା ପରିବର୍ତ୍ତେ ୩୦,୦୦୦ ଟଙ୍କା ମାସିକ ପାରିତୋଷିକ ପାଇବେ। ସେହିଭଳି ସରପଞ୍ଚମାନେ ପୂର୍ବରୁ ୨,୩୫୦ ଟଙ୍କା ପାଉଥିବା ବେଳେ ଏବେ…

ରାଜ୍ୟ ସରକାରଙ୍କ ବଡ଼ ନିଷ୍ପତି: ଏଣିକି…

ଓଏଲ୍‌ ବ୍ୟୁରୋ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଏକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ମହିଳା ସରକାରୀ କର୍ମଚାରୀଙ୍କୁ ମିଳିବ ଅଧିକ ଛୁଟି। ବର୍ଷକୁ ଅଧିକ ୧୦ଦିନ ସାମୟିକ ଛୁଟି ପ୍ରଦାନ କରାଯିବ। ପୂର୍ବରୁ ୧୫ ଦିନ ସାମୟିକ ଛୁଟି ପ୍ରଦାନ କରାଯାଉଥିଲା। ଏବେ ଏହା ବୃଦ୍ଧି କରି ୨୫ ଦିନ…