Odisha Link
Bridging the Missing Links in Odisha

ମର୍ମନ୍ତୁଦ ଦୁର୍ଘଟଣା: ୧ ମୃତ, ୨ ଆହତ

ଓଏଲ୍ ବ୍ୟୁରୋ: ଝାରସୁଗୁଡ଼ାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ହୋଇଥିବା ଖବର ସାମ୍ନାକୁ ଆସିଛି। ଏନଏଚ୍‌ ୪୯ ଲଖନପୁର ବ୍ଲକ ସିଂଘାରପୁର ନିକଟରେ ଦୁର୍ଘଟଣା ହୋଇଛି। ଟ୍ରକ୍‌ ଦୁର୍ଘଟଣାରେ ସ୍ୱାମୀର ମୃତ୍ୟୁ ହୋଇଥିବାବେଳେ ସ୍ତ୍ରୀ ଓ ଝିଅ ଆହତ ହୋଇଛନ୍ତି।ଗୁରୁତର ମହିଳାଙ୍କୁ ଲଖନପୁର ମେଡିକାଲରେ ଭର୍ତ୍ତି କରାଯାଇଛି। ବାଇକରେ ଛତିଶଗଡ଼ ଫେରିବା ବେଳେ ଟ୍ରକ୍‌ ଧକ୍କା ଦେଇଥିବା ଜଣା ପଡିଛି।

Leave A Reply

Your email address will not be published.