Odisha Link
Bridging the Missing Links in Odisha

ସ୍ୱାସ୍ଥ୍ୟ ସେବାରେ ନୂଆ ଅଧ୍ୟାୟ; ଲୋକାର୍ପଣ ହେଲା କିମ୍ସ ଗ୍ରାମୀଣ ଡାକ୍ତରଖାନା

ଓଏଲ୍ ବ୍ୟୁରୋ: ଚିକିତ୍ସା କ୍ଷେତ୍ରରେ ଆଉ ଏକ ମାଇଲଖୁଣ୍ଟ ଯୋଡି ହୋଇଛି। କିମ୍ସ ଗ୍ରାମୀଣ ଡାକ୍ତରଖାନା ଲୋକାର୍ପିତ ହୋଇଛି।ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଟକ ଜିଲ୍ଲା କଲରାବାଙ୍କରେ ଲୋକାର୍ପଣ କରିଛନ୍ତି। କିମ୍ସ ଗ୍ରାମୀଣ ଡାକ୍ତରଖାନାରେ ୧୦୦ ଶଯ୍ୟାରହିଛି। ଏହି ହସ୍‌ପିଟାଲ ଅଞ୍ଚଳବାସୀଙ୍କୁ ଉତ୍ତମ ସ୍ୱାସ୍ଥ୍ୟସେବା ଦେବା ସହ ନୂଆ ପରିଚୟ ସୃଷ୍ଟି କରିବ।

Leave A Reply

Your email address will not be published.