Odisha Link
Bridging the Missing Links in Odisha

ପଶୁପକ୍ଷୀ ଅଦଳବଦଳ: ନନ୍ଦନକାନନକୁ ଆସିବେ ହିମାଲୟନ ଶାଗୁଣା

ଓଏଲ୍‌ ବ୍ୟୁରୋ: ନନ୍ଦନକାନନ ଏବଂ ଆସାମ ପ୍ରାଣୀ ଉଦ୍ୟାନ ମଧ୍ୟରେ ପଶୁପକ୍ଷୀ ଅଦଳ ବଦଳ କରାଯାଇଛି। ନନ୍ଦନକାନନ ଆସିବ ଦୁଇଟି କଇଁଚ, ଦୁଇଟି ପେଲିକାନ୍। ଦୁଇଟି ହିମାଲୟନ ଶାଗୁଣା ଏବଂ ଆଡଜୁଟାଣ୍ଟ ଷ୍ଟୋର୍କ ପକ୍ଷୀ ମଧ୍ୟ ଆସିବ। ନନ୍ଦନକାନନ ଆସାମକୁ ଦେବ ବତକ ସହ ଏକାଧିକ ପଶୁପକ୍ଷୀ ପ୍ରଦାନ କରାଯାଇଛି। ପ୍ରାୟ ୧୭ଟି ପଶୁପକ୍ଷୀ ଆସାମକୁ ନନ୍ଦନକାନନ ପକ୍ଷରୁ ପ୍ରଦାନ କରାଯିବ।

Leave A Reply

Your email address will not be published.