ସମ୍ମମ୍ରେ ପୁଣି ଅଂଗଦାନ: ଅନ୍ୟ ରାଜ୍ୟକୁ…
ଭୁବନେଶ୍ୱର: ନଅ ମାସ ବ୍ୟବଧାନ ମଧ୍ୟରେ ଏଠାରେ ସମ୍ ଅଲ୍ଟିମେଟ ମେଡିକେୟାର ଠାରେ ଜଣେ ବ୍ରେନ୍ ଡେଡ୍ ବ୍ୟକ୍ତିଙ୍କ ଠାରୁ କେତେକ ଅଂଗ ବାହାର କରାଯାଇ ଦ୍ୱିତୀୟ ଥର ପାଇଁ ରାଜ୍ୟ ବାହାରେ ଗୁରୁତର ଥିବା ଦୁଇ ଜଣ ରୋଗୀଙ୍କୁ ନୂତନ ଜୀବନ ଦେବା ପାଇଁ ପଠାଯାଇଛି । କୃଷ୍ଣ ଚନ୍ଦ୍ର ମହାଭୋଇ ନାମକ ୪୮ ବର୍ଷୀୟ…