କୋଭିଡକୁ ନେଇ ବାଚସ୍ପତିଙ୍କ ରୁଲିଂ

ଭୁବନେଶ୍ୱର: ଗୃହରେ କୋଭିଡ୍ ଅବ୍ୟବସ୍ଥା ପ୍ରସଙ୍ଗ ଉଠାଇଛନ୍ତି ବିରୋଧୀ ଦଳ ନେତା। ଘରୋଇ ଓ ସରକାରୀ ହସ୍ପିଟାଲ ଯାଞ୍ଚ୍ କରିବାକୁ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ରୁଲିଂ କରିଛନ୍ତି। ବିଭାଗୀୟ ମନ୍ତ୍ରୀ ସ୍କ୍ୱାର୍ଡ ଗଠନ କରି ଯାଞ୍ଚ କରିବାକୁ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ରୁଲିଂ କରିଥିବା ଜଣାପଡିଛି। ତେବେ କୋଭିଡ ପରିଚାଳନାରେ ଅବ୍ୟବସ୍ଥା ପ୍ରସଙ୍ଗ ଗୃହରେ ଉଠାଇଥିଲେ ବିରୋଧୀ ଦଳ ନେତା। ବିରୋଧୀ ଦଳ ନେତାଙ୍କ ଉଦ୍ବେଗ ପରେ ବାଚସ୍ପତି ରୁଲିଂ କରିଛନ୍ତି।