Odisha Link
Bridging the Missing Links in Odisha
Browsing Tag

covid management

ସର୍ବଦଳୀୟ ବୈଠକର ବହୁ ଗୁରୁତ୍ବପୂର୍ଣ୍ଣ…

ଭୁବନେଶ୍ବର: ସମଗ୍ର ଦେଶ ଗତ ଏକ ବର୍ଷରୁ ଅଧିକ ସମୟ ଧରି କରୋନା ସହ ଲଢୁଛି। କରୋନାର ଏହି ଦ୍ବିତୀୟ ଲହରୀ ସାରା ଦେଶରେ ଗୁରୁତର ଜନସ୍ବାସ୍ଥ୍ୟ ସମସ୍ୟା ସୃଷ୍ଟି କରିବା ସହ ବିପୁଳ କ୍ଷତି କରିଚାଲିଛି। ଏହି ପରିପ୍ରେକ୍ଷୀରେ ସମସ୍ତଙ୍କ ସହଯୋଗରେ କରୋନା ବିରୋଧରେ ଆମର ଲଢେଇକୁ ଆହୁରି ମଜବୁତ କରିବା ପାଇଁ…

କୋଭିଡ ମୁକାବିଲା ପାଇଁ ସର୍ବଦଳୀୟ ବୈଠକ…

ଭୁବନେଶ୍ୱର: କରୋନା ମୁକାବିଲା ପାଇଁ ସର୍ବଦଳୀୟ ବୈଠକ ଡାକିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆସନ୍ତା ୧୭ ତାରିଖରେ ବିଧାନସଭାର ସମ୍ମିଳନୀ କକ୍ଷରେ ବସିବ ସର୍ବଦଳୀୟ ବୈଠକ। ଆଲୋଚନାରେ ସମସ୍ତ ବିଧାୟକ ଅଂଶଗ୍ରହଣ କରିବେ। ଭିଡିଓ କନଫରେନ୍ସିଂ ଜରିଆରେ ସମସ୍ତ ବିଧାୟକ ଯୋଡିହେବେ। କୋଭିଡ ମୁକାବିଲା ନେଇ…

କୋଭିଡ଼ ପରିଚାଳନା: ୩ ଜିଲ୍ଲା ପାଇଁ…

ଭୁବନେଶ୍ବର: ରାଜ୍ୟରେ ହୁହୁ ବଢ଼ିବାରେ ଲାଗିଛି କରୋନା ସଂକ୍ରମଣ ହାର। ଏହାକୁ ଦୃଷ୍ଟିରେ ରଖି କୋଭିଡ଼ ପରିଚାଳନା ପାଇଁ ୩ ଜିଲ୍ଲାକୁ ୭ କୋଟି ମଞ୍ଜୁର କରିଛନ୍ତି  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ଏହି ସହୟତା ଅର୍ଥ ପ୍ରଦାନ କରାଯାଇଛି। ପୁରୀ ପାଇଁ ପୂର୍ବରୁ ୧୪କୋଟି…

କୋଭିଡକୁ ନେଇ ବାଚସ୍ପତିଙ୍କ ରୁଲିଂ

ଭୁବନେଶ୍ୱର: ଗୃହରେ କୋଭିଡ୍ ଅବ୍ୟବସ୍ଥା ପ୍ରସଙ୍ଗ ଉଠାଇଛନ୍ତି ବିରୋଧୀ ଦଳ ନେତା। ଘରୋଇ ଓ ସରକାରୀ ହସ୍ପିଟାଲ ଯାଞ୍ଚ୍ କରିବାକୁ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ରୁଲିଂ କରିଛନ୍ତି। ବିଭାଗୀୟ ମନ୍ତ୍ରୀ ସ୍କ୍ୱାର୍ଡ ଗଠନ କରି ଯାଞ୍ଚ କରିବାକୁ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ରୁଲିଂ କରିଥିବା…

କୋଭିଡ୍ ମୁକାବିଲା ନେଇ ଓଡ଼ିଶାକୁ ବିଶ୍ବ…

ଭୁବନେଶ୍ୱର: କୋଭିଡ୍ ମୁକାବିଲା ନେଇ ଓଡ଼ିଶାକୁ ପ୍ରଶଂସା କରିଛି ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ। କୋଭିଡ ମୁକାବିଲାରେ ରାଜ୍ୟ ସରକାରଙ୍କ ଆଗୁଆ ପଦକ୍ଷେପକୁ ପ୍ରଶଂସା କରାଯାଇଛି। ଏଥିସହ ଗ୍ରାମପଞ୍ଚାୟତକୁ ସ୍ବତନ୍ତ୍ର କ୍ଷମତା ଏବଂ ଟେଷ୍ଟିଂ କ୍ଷମତା ବୃଦ୍ଧି ନେଇ ପ୍ରଶଂସା କରାଯାଇଛି। ଏନେଇ ଟ୍ବିଟ୍ କରି…

କୋଭିଡ୍‌ ଦୁର୍ନୀତି ଶତାଦ୍ଦୀର ସବୁଠୁ ବଡ଼…

ଭୁବନେଶ୍ବର: କୋଭିଡ୍‌ ଦୁର୍ନୀତି ଏ ଶତାଦ୍ଦୀର ସବୁଠୁ ବଡ଼ ଦୁର୍ନୀତି। କୋଭିଡ୍‌ ପରିଚାଳନା ନେଇ ବର୍ଷିଛନ୍ତି ବିଧାୟକ ଜୟନାରାୟଣ ମିଶ୍ର। ଜୟନାରାୟଣ କହିଛନ୍ତି, କୋଭିଡ୍‌ ସେଣ୍ଟରରେ ଖାଇବାକୁ କି ପିଇବାକୁ ଗରମ ପାଣି ମିଳୁନି। ଲୋକେ ସେବା ପାଉ ନାହାଁନ୍ତି। ଘରୋଇ ମେଡିକାଲ ଲୁଟୁଛନ୍ତି। ଗୋଟିଏ ଦିନରେ ୫୦…

କୋଭିଡ ପରିଚାଳନା ପାଇଁ ଓଡ଼ିଶାକୁ ମିଳିଛି…

ଭୁବନେଶ୍ୱର: କରୋନା ମହାମାରୀ ସାରା ଦେଶରେ ଦିନକୁ ଦିନ ଭୟଙ୍କର ରୂପ ନେଉଛି। ରାଜ୍ୟରେ ମଧ୍ୟ କରୋନା ସ୍ଥିତି ହେଉଛି ବେକାବୁ। ଏହି ସମୟରେ ଓଡ଼ିଶାରେ କୋଭିଡ ପରିଚାଳନା ପାଇଁ ଓଡ଼ିଶାକୁ ୮୦୨ କୋଟି ଟଙ୍କା ମିଳିଛି। ଏସଡିଆରଏଫ ପାଣ୍ଠିରୁ ଓଡ଼ିଶାକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏହି ଟଙ୍କା ପ୍ରଦାନ…