Odisha Link
Bridging the Missing Links in Odisha

ଜାଲରେ ପଡ଼ିଲା ବିରାଟକାୟ ମାଛ, ଦୀଘା ମାଛ ମାର୍କେଟରେ ବିକ୍ରି କଲେ ମତ୍ସ୍ୟଜୀବୀ

ଓଏଲ୍‌ ବ୍ୟୁରୋ: ପାରାଦୀପରୁ ଏକ ବିଶାଳକାୟ ମାଛ ଜାଲରେ ପଡିଥିବା ଜଣା ପଡିଥିବା ଖବର ସାମ୍ନାକୁ ଆସିଛି। ମାଛଟିର ଓଜନ ୧୧୦ କେଜି। ଜାଲରେ ପଡ଼ିଥିବା ୧୧୦ କେଜିର ବିରାଟ ମାଛ ୨୫ ହଜାର ଟଙ୍କାରେ ବିକ୍ରି କଲେ ପାରାଦୀପ ମତ୍ସ୍ୟଜୀବୀ। ତେବେ ସେ ଏହି ମାଛକୁ ପାରାଦୀପରୁ ଧରିଥିବାବେଳେ ଦୀଘା ମାଛ ମାର୍କେଟରେ ବିକ୍ରି କରିଛନ୍ତି।