ଗୋପାଳପୁର ଗଣଦୁଷ୍କର୍ମ ମାମଲା: ଜାତୀୟ…
ଓଏଲ୍ ବ୍ୟୁରୋ: ଗୋପାଳପୁର ଗଣଦୁଷ୍କର୍ମ ମାମଲା ସାରା ରାଜ୍ୟରେ ଆଇନ ସୁରକ୍ଷା ପରିସ୍ଥିତିରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଗଣଦୁଷ୍କର୍ମ ଘଟଣାରେ ୧୦ ଅଭିଯୁକ୍ତ ଗିରଫ ହୋଇଛନ୍ତି। ୧୦ ଅଭିଯୁକ୍ତଙ୍କ ମଧ୍ୟରେ ଅଛନ୍ତି ୪ ଜଣ ନାବାଳକ। ଦୁଷ୍କର୍ମ ଘଟଣାକୁ ଅତ୍ୟନ୍ତ ଜଘନ୍ୟ ବୋଲି ଏସପି ଶ୍ରବଣା ବିବେକ ଏମ୍…