Odisha Link
Bridging the Missing Links in Odisha

ଦିଲ୍ଲୀରେ ଆତଙ୍କବାଦୀ ଆକ୍ରମଣ ନେଇ କଡା…

ନୂଆଦିଲ୍ଲୀ: ଦିଲ୍ଲୀରେ ଆତଙ୍କବାଦୀ ଆକ୍ରମଣ ନେଇ ଆଲର୍ଟ। ଆତଙ୍କବାଦୀ ଆକ୍ରମଣର ସୂଚନା ମିଳିବା ପରେ ଦିଲ୍ଲୀ ପୋଲିସକୁ ଆଲର୍ଟ ରହିବା ସହ ଇସ୍ରାଏଲ ଦୂତାବାସ ଓ ଏଥିରେ ଜଡିତ ସଙ୍ଗଠନର ସୁରକ୍ଷାକୁ ବଢ଼ାଇ ଦିଆଯାଇଛି। ଦିଲ୍ଲୀର ବିଭିନ୍ନ ଅଞ୍ଚଳରେ ପିକେଟ ଲଗାଇ ପୋଲିସ ତଦନ୍ତ କରୁଛି। ତେବେ ସେପ୍ଟେମ୍ବର ୬…

ଆଜିଠୁ ଓଜେଇଇ ପରୀକ୍ଷା ଆରମ୍ଭ

ଭୁବନେଶ୍ବର: ଆଜି ଠାରୁ ଆରମ୍ଭ ହୋଇଛି ଓଜେଇଇ ପରୀକ୍ଷା। କମ୍ପ୍ୟୁଟର ବେସଡ୍ ଟେଷ୍ଟ ମାଧ୍ୟମରେ ପରୀକ୍ଷା ଆରମ୍ଭ ହୋଇଛି। ଆସନ୍ତା ୧୮ ତାରିଖ ପର୍ୟ୍ୟନ୍ତ ପରୀକ୍ଷା ଚାଲିବ। ୩ଟି ସିଫ୍ଟରେ ଚଳିତ ଥର ପରୀକ୍ଷା କରାଯାଉଛି। ପ୍ରଥମ ଦିନରେ ବି.ଫାର୍ମା ପରୀକ୍ଷା ଆରମ୍ଭ ହୋଇଛି। ପ୍ରଥମ ସିଫ୍ଟି ସକାଳ…

ଆଫଗାନିସ୍ତାନକୁ ସମର୍ଥନ ଜାରି ରଖିବ…

କାବୁଲ: ଆଫଗାନିସ୍ତାନକୁ ସମର୍ଥନ ଜାରି ରଖିବା ନେଇ ଘୋଷଣା କରିଛି ଜାତିସଂଘ। ଆଫଗାନିସ୍ତାନର ପଞ୍ଜଶୀରରେ ରେଜିଷ୍ଟେନ୍ସ ଫୋର୍ସ ଏବଂ ତାଲିବାନ ମଧ୍ୟରେ ଜାରି ରହିଛି ଯୁଦ୍ଧ। କିନ୍ତୁ ବର୍ତ୍ତମାନ ଦୁର୍ବଳ ହେବାରେ ଲାଗିଛି ଜାତୀୟ ପ୍ରତିରୋଧ ବାହିନୀ। ତାଲିବାନ ସାମ୍ନାରେ ଯୁଦ୍ଧ ବନ୍ଦ କରିବାକୁ ଏନଆରଏଫ…

ପାକିସ୍ତାନୀ ଡ୍ରୋନ୍‌ ଜରିଆରେ…

ପଞ୍ଜଶୀର: ଆଫଗାନିସ୍ତାନର ପଞ୍ଜଶୀର ପ୍ରଦେଶ ଉପରେ ପାକିସ୍ତାନୀ ବାୟୁସେନା ଡ୍ରୋନ୍‌ରୁ ବୋମା ବର୍ଷଣ। ସମନଗନ୍‌ର ପୂର୍ବତନ ସାଂସଦ ଜିଆ ଅରିଆନଜାଦ୍‌ଙ୍କ ପ୍ରତିକ୍ରିୟରାୁ ‘ଆମଜ ନିଉଜ୍‌’ ରିପୋର୍ଟ କରିଛି ଯେ, ପଞ୍ଜଶୀର ଉପରେ ପାକିସ୍ତାନୀ ଡ୍ରୋନ୍ ସବୁ ‘ସ୍ମାର୍ଟ ବୋମା’ ବର୍ଷଣ କରିଛନ୍ତି।…

ଅନୀଲ ଦେଶମୁଖଙ୍କ ବିରୋଧରେ…

ନୂଆଦିଲ୍ଲୀ: ଆୟବହିର୍ଭୂତ ୧୦୦ କୋଟି ଟଙ୍କା ଦୁର୍ନୀତି ମାମଲାରେ ମହାରାଷ୍ଟ୍ରର ପୂର୍ବତନ ଗୃହମନ୍ତ୍ରୀ ଅନୀଲ ଦେଶମୁଖଙ୍କ ବିରୋଧରେ ‘ପ୍ରବର୍ତ୍ତନ ନିର୍ଦେଶାଳୟ’ ‘ଲୁକ୍‌ଆଉଟ୍‌’ ନୋଟିସ୍‌ ଜାରି କରିଛି। ଏହା ପୂର୍ବରୁ ‘ପ୍ରବର୍ତ୍ତନ ନିର୍ଦେଶାଳୟ’ ଜାରି କରିଥିବା କେତେକ ସମନ୍‌କୁ ‘ଦି…

କରୋନା ନେଲା ଆଉ ୮ ଜୀବନ

ଭୁବନେଶ୍ୱର: ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିଥିବା ବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ ହ୍ରାସ ପାଇଛି। ଗତ ୨୪ ଘଣ୍ଟା ୬୦୯ କୋଭିଡ଼ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ୮ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୮୦୫୫କୁ ବୃଦ୍ଧି ପାଇଛି। ଏନେଇ…

୧୨୨ ଜଣ ଛୁଆ କରୋନା ପଜିଟିଭ

ଭୁବନେଶ୍ୱର: ରାଜ୍ୟରେ ଧୀରେ ଧୀରେ ତଳକୁ ଖସୁଛି କରୋନା ସଂକ୍ରମଣ ହାର। ଗତ ୨୪ ଘଣ୍ଟା ମଧ୍ୟରେ ୬୦୯ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୦୧୨୧୬୭ରେ ପହଞ୍ଚିଛି। ତେବେ ଆଜି ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ଜଣ ୩୫୪ କ୍ୱାରେଣ୍ଟାଇନ୍‌ରୁ…

ଦୋଷୀ ସାବ୍ୟସ୍ତ ହେଲେ ନିଜକୁ ଫାଶୀ…

ନୂଆଦିଲ୍ଲୀ: ପଶ୍ଚିମବଙ୍ଗ କୋଇଲା ଦୁର୍ନିୀତି ମାମଲାରେ ଆଜି ଟିଏମସି ସାଂସଦ ଅଭିଷେକ ବାନାର୍ଜୀଙ୍କୁ ପଚରା ଉଚରା କରିବ ଇଡି। ଏଥିପାଇଁ ଅଭିଷେକ ବାନାର୍ଜୀ ଦିଲ୍ଲୀରେ ପହଞ୍ଚିଛନ୍ତି। ଦିଲ୍ଲୀ ଯିବା ପୂର୍ବରୁ ଅଭିଷେକ କହିଛନ୍ତି ଯେ ମୁଁ କୌଣସି ପ୍ରକାର ତଦନ୍ତ ପାଇଁ ପ୍ରସ୍ତୁତ ଅଛି। ଅଭିଷେକ କହିଛନ୍ତି ଯେ,…

୬ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି…

ଭୁବନେଶ୍ୱର: ଆଜି ଓଡ଼ିଶା ଆସୁଛନ୍ତି କେନ୍ଦ୍ର ଜଳଶକ୍ତି ଓ ଆଦିବାସୀ କଲ୍ୟାଣ ରାଷ୍ଟ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ। ବିଶେଶ୍ୱର ଟୁଡୁ ୬ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି। ଅସୁସ୍ଥତା କାରଣରୁ ସେ ଓଡ଼ିଶା ଆସି ପାରିନଥିଲେ। ଆରୋଗ୍ୟ ଲାଭ ପରେ ପ୍ରଥମ ଥର ପାଇଁ କେନ୍ଦ୍ରମନ୍ତ୍ରୀ ଶ୍ରୀ ଟୁଡୁ ଓଡ଼ିଶା ଆସିବେ।…

୨୭ରେ ଭାରତ ବନ୍ଦ ଡାକରା ଦେଲେ ଚାଷୀ…

ଲକ୍ଷ୍ନୌ: ଭାରତ ବନ୍ଦ ଡାକରା ଦେଲେ ଚାଷୀ ସଙ୍ଗଠନ। ଆସନ୍ତା ୨୭ ତାରିଖରେ ସାରା ଦେଶରେ ଟ୍ରେନ୍‌ ଏବଂ ବସ୍‌ ଯାତ୍ରା ବନ୍ଦ ରହିବ ବୋଲି ଭାରତ କିଷାନ ୟୁନିଅନର ନେତା ରାକେଶ ଟିକାୟତ, ନରେଶ ଟିକାୟତ, ୟୁନାଇଟେଡ କିଷାନ ମୋର୍ଚ୍ଚାର ନେତା ଯୋଗେନ୍ଦ୍ର ଯାଦବଙ୍କ ସମେତ ବହୁ ନେତା ଏକାଠି ହୋଇ ଆହ୍ବାନ…