Odisha Link
Bridging the Missing Links in Odisha

ଟିଏମସିରେ ସାମିଲ ହେଲେ ସୌମେନ ରାୟ

କୋଲକାତା: ପଶ୍ଚିମବଙ୍ଗରେ ବିଧାନସଭା ପାଇଁ ଉପ ନିର୍ବାଚନ ହେବ ବୋଲି ଘୋଷଣା ହୋଇଥିବା ବେଳେ ଝଟକା ଦେଇ ଚାଲିଛନ୍ତି ମମତା ବାନାର୍ଜୀ। ତୃଣମୂଳ କଂଗ୍ରେସ(ଟିଏମସି)ରେ ସାମିଲ ହୋଇଛନ୍ତି କାଲିଆଗଞ୍ଜର ବିଧାୟକ ସୌମେନ। ଟିଏମସିର ବରିଷ୍ଠ ନେତା ତଥା ମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କ ଉପସ୍ଥିତିରେ ସେ ପାର୍ଟିର…

ପ୍ରମୋଦଙ୍କୁ ଶୁଭେଚ୍ଛା ଜଣାଇଲେ…

ଭୁବନେଶ୍ବର: ଟୋକିଓ ପାରା ଅଲିମ୍ପିକ୍ସରେ ଭାରତ ଦମଦାର ପ୍ରଦର୍ଶନ ଜରି ରଖିଥିବା ବେଳେ ଓଡ଼ିଆ ପୁଅ ପ୍ରମୋଦ ଭଗତ ସ୍ୱର୍ଣ୍ଣପଦକ ଜିତିଛନ୍ତି। ପ୍ରମୋଦ ସ୍ୱର୍ଣ୍ଣପଦକ ହାସଲ କରିବା ପରେ ତାଙ୍କ ପାଖକୁ ଶୁଭେଚ୍ଛାର ସୁଅ ଛୁଟିଛି। ମୁଖ୍ୟମନ୍ତ୍ରୀ ନରେନ୍ଦ୍ର ମୋଦୀ, ନବୀନ ପଟ୍ଟନାୟକ ଶୁଭେଚ୍ଛା ଜଣାଇଥିବା ବେଳେ…

ରୋଡ ଶୋ’ ଓ ରାଲି ବିନା ହେବ…

ଭୁବନେଶ୍ୱର: ସେପ୍ଟେମ୍ବର ୩୦ ତାରିଖରେ ପିପିଲି ଉପନିର୍ବାଚନ ହେବ। ପିପିଲି ପାଇଁ ଆଜିଠାରୁ ଲାଗୁ ହୋଇଛି ନିର୍ବାଚନ ଆଚରଣବିଧି। ଆସନ୍ତା ୨୦ ତାରିଖରୁ ନିର୍ବାଚନ ପ୍ରଚାର ନେଇ ଅନୁମତି ଦିଆଯାଇଛି। ଏଥିରେ ଷ୍ଟାର କ୍ୟାମ୍ପେନର ତାଲିକା ୨୦ରେ ସୀମିତ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହା ସହ ରୋଡ ଶୋ’,…

ଟୋକିଓ ପାରାଲିମ୍ପିକ୍ସରେ ମନୋଜ…

ଟୋକିଓ: ଟୋକିଓ ପାରାଲିମ୍ପିକ୍ସରେ ଭାରତ ପାଇଁ ମେଡାଲ ବର୍ଷା। ବିଭିନ୍ନ ବିଭାଗରେ ଭାରତୀୟ ଖେଳାଳିମାନେ ସଫଳତା ଜାରି ରଖିଛନ୍ତି। ପୁରୁଷ ସିଙ୍ଗଲ୍ସ ବ୍ୟାଡମିଣ୍ଟନରେ ପ୍ରମୋଦ ଭଗତ ଭାରତ ପାଇଁ ସ୍ୱର୍ଣ୍ଣ ପଦକ ଜିତିଥିବା ବେଳେ ଭାରତ ତରଫରୁ ବ୍ୟାଡମିଣ୍ଟନର ଆଉ ଏକ ବର୍ଗରେ ଭାରତୀୟ ଖେଳାଳି ମନୋଜ ସରକାର ଦେଶ…

ବିଧାନସଭାରେ ଅସୁସ୍ଥ ହେଲେ ତାରା

ଭୁବନେଶ୍ବର: ବିଧାନସଭାର ମୌସୁମୀ ଅଧିବେଶନ ଚାଲୁଥିବା ବେଳେ ଅସୁସ୍ଥ ହୋଇପଡିଛନ୍ତି ବିଧାୟକ ତାରା ବାହିନୀ ପତି। ବାଚସ୍ପତିଙ୍କ ପୋଡିୟମ ତଳେ ଥିବା ଚେୟାର ଉପରେ ଚଢି ପ୍ରତିବାଦ କରୁଥିବା ବେଳେ ତାରା ହଠାତ୍ ଅସୁସ୍ଥ ହୋଇ ପଡିଥିଲେ। ତେବେ ସଙ୍ଗେ ସଙ୍ଗେ ସହଯୋଗୀ ବିଧାୟକ ତାରାଙ୍କୁ ପାଣି ପିଇବାକୁ ଦେଇ…

ସ୍ଵର୍ଣ୍ଣ ପଦକ ବିଜେତା ପ୍ରମୋଦଙ୍କୁ…

ଭୁବନେଶ୍ୱର: ଟୋକିଓ ପାରାଲିମ୍ପିକ୍ସରେ କମାଲ ଦେଖାଇଛନ୍ତି ଓଡ଼ିଆ ପୁଅ ପ୍ରମୋଦ ଭଗତ। ସ୍ୱର୍ଣ୍ଣ ପଦକ ଜିତିବା ପରେ ତାଙ୍କୁ ଚାରିଆଡ଼ୁ ଶୁଭେଚ୍ଛାର ସୁଅ ଛୁଟିଛି। ଏହାରି ମଧ୍ୟରେ ପ୍ରମୋଦଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ୱିଟ୍ କରି ଶୁଭେଚ୍ଛା ଜଣାଇବା ସହ ଭବିଷ୍ୟତ ପାଇଁ ଶୁଭ କାମନା ଦେଇଛନ୍ତି ।…

ଦାନା ବାନ୍ଧୁଛି ଲଘୁଚାପ

ଭୁବନେଶ୍ୱର: ବଙ୍ଗୋପସାଗରରେ ଦାନା ବାନ୍ଧୁଛି ଲଘୁଚାପ। ଉତ୍ତରପୂର୍ବ ଓ ତତସଂଲଗ୍ନ ପୂର୍ବକେନ୍ଦ୍ରୀୟ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଏହା ଉତ୍ତର ଓ କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପରେ ପରିଣତ ହୋଇପାରେ। ସେହିଭଳି ଦକ୍ଷିଣ ଛତିଶଗଡ଼ ଏବଂ ଆନ୍ଧ୍ର ଉପକୂଳରେ ଆଉ…

ପାରାଲିମ୍ପିକ୍ସ: ଓଡ଼ିଆ ପୁଅ ପ୍ରମୋଦ…

ନୂଆଦିଲ୍ଲୀ: ଟୋକିଓ ପାରାଲିମ୍ପିକ୍ସରେ କମାଲ ଦେଖାଇଛନ୍ତି ଓଡ଼ିଆ ପୁଅ ପ୍ରମୋଦ। ବ୍ୟାଡମିଣ୍ଟନ ଏକକ ବର୍ଗ ଏସଏଲ ୩ରେ ଭଗତ ଚାମ୍ପିଅନ ହୋଇ ସ୍ଵର୍ଣ୍ଣ ପଦକ ଜିତିଛନ୍ତି। ଏଥିସହ ଭାରତ ପାରା ଅଲିମ୍ପିକ୍ସରେ ଚତୁର୍ଥ ଗୋଲ୍ଡ ଜିତିବାରେ ସଫଳ ହୋଇଛି। ଏହା ପୂର୍ବରୁ ପ୍ରମୋଦ ସେମି ଫାଇନାଲରେ ଜାପାନର ଦାଇସୁକେ…

ବିରଳ ଯୋଡା ମୁଣ୍ଡ ଶିଶୁ, ଜନ୍ମର କିଛି…

ଘଟଗାଁ: କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଆଜି ସକାଳେ ଏକ ଅଦ୍ଭୁତ ବିରଳ ଶିଶୁ ପୁତ୍ର ଜନ୍ମ ହୋଇଛି। ଶିଶୁଟିର ଦୁଇଟି ମୁଣ୍ଡ ରହିଛି। ଦୁଇଟି ମସ୍ତିସ୍କ ଥିବା ଅଦ୍ଭୁତ ଶିଶୁପୁତ୍ରକୁ ଦେଖିବା ପାଇଁ ଲୋକଙ୍କ ଭିଡ଼ ଜମିଥିଲା। ସୂଚନା ଅନୁଯାୟୀ, ରାଇଡିହା ଗ୍ରାମର ମୂରଲୀଧର…

୫ ଆଇଏଏସ୍‌ ଅଧିକାରୀଙ୍କୁ ଜେଲ୍‌…

ବିଜୟୱାଡ଼ା: ଅଦାଲତା ଅବମାନନା ଅପରାଧ‌ରେ ଦୋଷୀ ସାବ୍ୟସ୍ତ କରି ୫ ‘ଆଇଏଏସ୍‌’ ଅଧିକାରୀଙ୍କୁ ଜେଲ୍‌ ଦଣ୍ଡାଦେଶ। ଆନ୍ଧ୍ରପ୍ରଦେଶ ହାଇକୋର୍ଟ ଆଇଏଏସ୍‌ ଅଧିକାରୀଙ୍କୁ ଜେଲ୍‌ ଓ ଜରିମାନା ଦଣ୍ଡାଦେଶ‌ ଦେଇଛନ୍ତି। ନେଲୋର୍‌ ଜିଲ୍ଲାର ଭେଙ୍କଟଚଳମ୍‌ ମଣ୍ଡଳ ଅନ୍ତର୍ଗତ କାନପୁର ଗ୍ରାମର ତଲ୍ଲପକ ସବିତ୍ରମ୍ମା…