Odisha Link
Bridging the Missing Links in Odisha

ରାଜ୍ୟରେ ୧୨୫ ଛୁଆ କରୋନା ପଜିଟିଭ

ଭୁବନେଶ୍ୱର: ରାଜ୍ୟରେ ଧୀରେ ଧୀରେ କମୁଛି କରୋନା ସଂକ୍ରମଣ ହାର। ଗତ ୨୪ ଘଣ୍ଟା ମଧ୍ୟରେ ୭୧୯ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ତେବେ ଆଜି ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ଜଣ ୪୨୨ କ୍ୱାରେଣ୍ଟାଇନ୍‌ରୁ ହୋଇଥିବା ବେଳେ ୨୯୭ ଜଣ ଲୋକାଲ୍‌ କେସ୍‌ ରହିଛନ୍ତି। ସେହିପରି ଚିହ୍ନଟ ହୋଇଥିବା…

ଆଜିଠୁ ଖୋଲିଲା ଲିଙ୍ଗରାଜ ମନ୍ଦିର

ଭୁବନେଶ୍ୱର: କରୋନା କଟକଣା ମଧ୍ୟରେ ଆଜିଠୁ ଖୋଲିଲା ଲିଙ୍ଗରାଜ ମନ୍ଦିର। ରାଜ୍ୟର ପ୍ରାୟତଃ ସମସ୍ତ ଧର୍ମାନୁଷ୍ଠାନ ଖୋଲି ଥିବା ବେଳେ ଆଜିଠୁ ଲିଙ୍ଗରାଜ ମନ୍ଦିର ଖୋଲିଛି। ଟ୍ରଷ୍ଟ ବୋ଼ର୍ଡ ବୈଠକରେ ହୋଇଥିବା ନିଷ୍ପତ୍ତି ଅନୁଯାୟୀ, ମନ୍ଦିର ଗର୍ଭଗୃହକୁ ଶ୍ରଦ୍ଧାଳୁ ପ୍ରବେଶ କରିପାରିବେ ନାହିଁ। ସମସ୍ତ…

ଏସିଏଫ୍ ସୌମ୍ୟ ମୃତ୍ୟୁ ମାମଲା: ଆଜି…

ଭୁବନେଶ୍ୱର: ପାରଳାଖେମୁଣ୍ଡି ଏସିଏଫ୍ ସୌମ୍ୟରଂଜନ ମୃତ୍ୟୁ ଘଟଣାକୁ ଏକମାସରୁ ଅଧିକ ଦିନ ବିତିଗଲାଣି କିନ୍ତୁ ଏବେ ଯାଏଁ ମୃତ୍ୟୁ ପଛରୁ ପରଦା ଉଠିପାରିଲା ନାହିଁ। ଆଜି ଏହି ମାମଲାରେ ପତ୍ନୀ ବିଦ୍ୟାଭାରତୀଙ୍କୁ ଜେରା କରିବ କ୍ରାଇମବ୍ରାଞ୍ଚ୍। କ୍ରାଇମ୍ ବ୍ରାଞ୍ଚର ଟିମ୍ ଜେରା କରିବା ନେଇ କ୍ରାଇମ୍ ବ୍ରାଞ୍ଚ୍…

ନକଲି ସାମ୍ବାଦିକଙ୍କ ପାଇଁ କମିଶନରେଟ୍…

ଭୁବନେଶ୍ୱର: ରାଜ୍ୟରେ ନକଲି ସାମ୍ବାଦିକଙ୍କ ପାଦୁର୍ଭାବ ଦିନକୁ ଦିନ ବଢୁଥିବା ବେଳେ ଏହାକୁ ଦମନ କରିବାକୁ କମିଶନରେଟ୍‌ ପୁଲିସର ନୂଆ ଯୋଜନା। ଏଣିକି ସାମ୍ବାଦିକଙ୍କ ଉପରେ ନଜର ରଖିବ କମିଶନରେଟ୍‌ ପୁଲିସ। ଭୁବନେଶ୍ୱର ସମେତ ରାଜ୍ୟରେ ମନଇଛା ଗାଡ଼ିରେ ପ୍ରେସ୍‌ ଲେଖି ବୁଲୁଥିବା ନକଲି ସାମ୍ବାଦିକଙ୍କୁ ସାବାଡ଼…

ଆଜିଠୁ ବିଧାନସଭା ମୌସୁମୀ ଅଧିବେଶନ ଆରମ୍ଭ

ଭୁବନେଶ୍ବର: ଆଜିଠୁ ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ। ଗୃହରେ ବିଭିନ୍ନ ପ୍ରସଙ୍ଗକୁ ନେଇ ମୁହାଁମୁହିଁ ହେବେ ଶାସକ ବିରୋଧୀ। ବିଭିନ୍ନ ପ୍ରସଙ୍ଗ ନେଇ ସରକାରଙ୍କୁ ଘେରିବାକୁ ବିରୋଧୀ ପ୍ରସ୍ତୁତ ରହିଥିବା ବେଳେ ବିରୋଧୀଙ୍କ ସବୁ ପ୍ରଶ୍ନର ମୁକାବିଲା ପାଇଁ ସରକାର ପ୍ରସ୍ତୁତ ଅଛନ୍ତି ବୋଲି ଶାସକ ଦଳ…

ଆଜିଠୁ ରାଜ୍ୟରେ ନୂଆ ଗାଇଡଲାଇନ ଲାଗୁ

ଭୁବନେଶ୍ୱର: କରୋନା ପାଇଁ ଆଜିଠୁ ରାଜ୍ୟରେ ନୂଆ ଗାଇଡଲାଇନ ଲାଗୁ। ଗତକାଲି ରାଜ୍ୟ ସରକାରଙ୍କ ପକ୍ଷରୁ ସେପ୍ଟେମ୍ବର ମାସ ପାଇଁ ଗାଇଡ୍‌ଲାଇନ୍‌ ଜାରି କରାଯାଇଛି। ସ୍ୱତନ୍ତ୍ର ରିଲିଫ୍‌ କମିଶନର (ଏସ୍‌ଆର୍‌ସି) ପ୍ରଦୀପ କୁମାର ଜେନା ଏନେଇ ସାମ୍ବାଦିକ ଘୋଷଣା କରିଥିଲେ। ନୂଆ ଗାଇଡଲାଇନ ଅକ୍ଟୋବର ୧ ତାରିଖ…

ମଥୁରାରେ ମଦ ଓ ମାଂସ ବିକ୍ରି ଉପରେ କଟକଣା…

ଉତ୍ତରପ୍ରଦେଶ: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଥୁରାରେ ମଦ ଓ ମାଂସ ବିକ୍ରି ଉପରେ ସମ୍ପୂର୍ଣ୍ଣ କଟକଣା ଲଗାଇଛନ୍ତି। ଏହି ନିଷେଧାଦେଶ ଯୋଜନା କରିବାକୁ ସମ୍ପୃକ୍ତ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ସୋମବାର ବିଳମ୍ବିତ ରାତିରେ ମଥୁରାରେ କୃଷ୍ଣୋତ୍ସବ ୨୦୨୧ କାର୍ଯ୍ୟକ୍ରମରେ…

କୋଟିଆ ମାମଲାରେ ରାଜନୈତିକ ସମାଧାନର…

ନୂଆଦିଲ୍ଲୀ: କୋଟିଆ ମାମଲାକୁ ନେଇ ସୁପ୍ରିମକୋର୍ଟ ଗୁରୁତ୍ୱପୂର୍ଣ୍ଣ ଶୁଣାଣି କରିଛନ୍ତି। ମାମଲାକୁ ରାଜନୈତିକ ଉପାୟରେ ସମାଧାନ କରିବାକୁ କୋର୍ଟ କହିଛନ୍ତି। ଜଷ୍ଟିସ ସଞ୍ଜୀବ ଖାନ୍ନା ଏବଂ ଜଷ୍ଟିସ ଖାନଓ୍ୱାଲକର ମାମଲାର ଶୁଣାଣି କରିଛନ୍ତି। ସୁପ୍ରିମକୋର୍ଟ କହିଛନ୍ତି ଯେ, ମାମଲାର ରାଜନୈତିକ ସମାଧାନ…

୩.୩୦ଟାରେ ସେପ୍ଟେମ୍ବର ଗାଇଡଲାଇନ୍ ଘୋଷଣା…

ଭୁବନେଶ୍ୱର: ଆଜି ସେପ୍ଟେମ୍ବର ମାସ ପାଇଁ ଗାଇଡଲାଇନ୍ ଜାରି କରିବେ ରାଜ୍ୟ ସରକାର। ଏସଆରସି ପ୍ରଦୀପ ଜେନା ଦିନ ଅପରାହ୍ନ ୩.୩୦ରେ କରୋନା ସ୍ଥିତି ବାବଦରେ ଘୋଷଣା କରିବା ସହ ନୂଆ ଗାଇଡଲାଇନ୍ ଜାରି କରିବେ। ଏବେ ରାଜ୍ୟରେ କରୋନା ସଂକ୍ରମଣ କମିଛି। ପ୍ରତିଦିନ ୧୦୦୦ ତଳେ ଦୈନିକ ଆକ୍ରାନ୍ତ ଚିହ୍ନଟ…

ଗ୍ୟାସ୍ ଟାଙ୍କି ଫାଟି ସ୍ତ୍ରୀ ମୃତ,…

ନୟାଗଡ଼: ଗ୍ୟାସ୍ ଟାଙ୍କି ଫାଟି ଅଘଟଣ। ରୋଷେଇ କଲା ବେଳେ ଗ୍ୟାସ୍ ଟାଙ୍କି ଫାଟି ମହିଳାଙ୍କର ମୃତ୍ୟୁ ହୋଇଥିବା ବେଳେ ସ୍ବାମୀ ଓ ଝିଅ ଗୁରୁତର ହୋଇଛନ୍ତି। ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ଥାନା ରାଣୀପଡ଼ା ପଞ୍ଚାୟତ ବିରିଡିହି ଗାଁରେ ଏହି ଘଟଣା ଘଟିଛି। ସକାଳରେ ଗାଁର ୨୨ ବର୍ଷୀୟା ହରପ୍ରିୟା ଜେନା ଘରେ ରୋଷେଇ…