Browsing Category
ସାହିତ୍ୟ
ରଂଜନ କୁମାର ଦାସଙ୍କ କବିତା ସଂକଳନ…
ଭୁବନେଶ୍ବର: ଜଣାଶୁଣା କବି ଓ ବରିଷ୍ଠ ପ୍ରଶାସକ ରଂଜନ କୁମାର ଦାସଙ୍କ ଦ୍ବାଦଶ କବିତା ସଂକଳନ "ସମୟର ସାତରଙ୍ଗ" ଆଜି ଉନ୍ମୋଚିତ ହୋଇଯାଇଛି। ଅଗ୍ରଣୀ ପ୍ରକାଶନ ସଂସ୍ଥା ପେନ୍ ଇନ୍ ବୁକ୍ସ ପକ୍ଷରୁ ଆୟୋଜିତ ଏ ଉନ୍ମୋଚନ ଉତ୍ସବରେ ବରିଷ୍ଠ କବି ତଥା ଓଡ଼ିଶା ସାହିତ୍ୟ ଏକାଡେମୀ ସଭାପତି ଡ. ହୃଷିକେଶ ମଲ୍ଲିକ…
ଦେବଦାସ ଛୋଟରାୟଙ୍କ…
ଭୁବନେଶ୍ବର: ପ୍ରସିଦ୍ଧ ଲେଖକ ଦେବଦାସ ଛୋଟରାୟଙ୍କ ଲିଖିତ "ବିଜୁବାବୁ" ପୁସ୍ତକକୁ ଆଜି ଉନ୍ମୋଚନ କରିଛନ୍ତି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ। ରାଜଭବନ ପରିସରରେ ରାଜ୍ୟପାଳ ବହିଟିକୁ ଉନ୍ମୋଚନ କରିଛନ୍ତି। ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ, ବିଶିଷ୍ଟ ଜନନାୟକ ଓ ସ୍ବପ୍ନଦ୍ରଷ୍ଟା ପ୍ରବାଦ ପୁରୁଷ ବିଜୁ…
ଅତିବଡ଼ୀ ଜଗନ୍ନାଥ ଦାସ ପୁରସ୍କାରରେ…
ଭୁବନେଶ୍ବର: ବିଶିଷ୍ଟ କଥାଶିଳ୍ପୀ ତଥା ସାରସ୍ୱତ ସାଧକ ଡ. ରାମଚନ୍ଦ୍ର ବେହେରାଙ୍କୁ ଅତିବଡ଼ୀ ଜଗନ୍ନାଥ ଦାସ ପୁରସ୍କାର।ଓଡ଼ିଶା ସାହିତ୍ୟ ଏକାଡେମୀର ୨୮ତମ ପୁରସ୍କାର ବିତରଣୀ ଉତ୍ସବରେ ଏକାଡେମୀର ସର୍ବୋଚ୍ଚ ଅତିବଡ଼ୀ ଜଗନ୍ନାଥ ଦାସ ପୁରସ୍କାର ରାମଚନ୍ଦ୍ର ବେହେରାଙ୍କୁ ପ୍ରଦାନ କରାଯାଇଛି। ସ୍ଥାନୀୟ…
ପ୍ରଦୀପ୍ତ ମହାପାତ୍ରଙ୍କ ଗଳ୍ପ ସଂକଳନ…
ଭୁବନେଶ୍ବର: ରାଜ୍ୟର ଅଗ୍ରଣୀ ପ୍ରକାଶନ ସଂସ୍ଥା ପେନ୍ ଇନ୍ ବୁକ୍ସ ଦ୍ବାରା ପ୍ରକାଶିତ ବରିଷ୍ଠ ପ୍ରଶାସକ ପ୍ରଦୀପ୍ତ ମହାପାତ୍ରଙ୍କ ଗଳ୍ପ "ମାଟିଘୋଡ଼ା" ଉନ୍ମୋଚିତ ହୋଇଯାଇଛି। ଆଜି ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁସ୍ତକଟି ଉନ୍ମୋଚନ କରିବା ସହ ଶ୍ରୀ ମହାପାତ୍ରଙ୍କ ଏ ପହିଲି ସାରସ୍ବତ…
ରଜଦୋଳି ଗୀତ ଲେଖକଙ୍କୁ ନେଇ ଦୂରହେଲା…
ତଥ୍ୟ ଓ ସତ୍ୟ ସବୁବେଳେ ଆପେକ୍ଷିକ। ସେଇ ମର୍ମରେ ଦୁଇଦିନ ଧରି ରଜଦୋଳି ଗୀତର ରଚୟିତାଙ୍କୁ ନେଇ ଲାଗି ରହିଥିବା ଦ୍ବନ୍ଦ୍ବରେ ଏବେ ପ୍ରାୟ ପୂର୍ଣ୍ଣଛେଦ ପଡ଼ିଲା ବୋଲି ଭାବିବାକୁ ହେବ। କାରଣ ଗୀତର ଅସଲ ଲେଖକ, ସଂଗ୍ରାହକ, ସ୍ବରକାର, ଗାୟକ ଆଦିଙ୍କ ବାବଦରେ ନୂଆ ତଥ୍ୟ ସାମନାକୁ ଆସିଛି। ଚଳିତ ବର୍ଷ ମେ ୧୪…
ରଜଦୋଳି ଗୀତ କିଏ ଲେଖିଥିଲେ- ମାଗୁଣି…
ନୟାଗଡ଼: ଆଜି ରଜ ସଂକ୍ରନ୍ତି। ଗତକାଲି ଠାରୁ ରାଜ୍ୟରେ ଆରମ୍ଭ ହୋଇଯାଇଛି ତିନିଦିଆ ଗଣପର୍ବ ରଜ ଉତ୍ସବ। ତେବେ ରଜ ଦୋଳି ଖେଳ ସହ ଯୋଡ଼ିହୋଇ ରହିଥିବା ସବୁଠୁ ପ୍ରସିଦ୍ଧ ଗୀତଟି ହେଉଛି "ବନସ୍ତେ ଡାକିଲା ରଜ, ବରଷକେ ଥରେ ଆସିଛି ରଜ।" ଏ ଗୀତଟି କିଏ ଲେଖିଛନ୍ତି ସେ ବାବଦରେ ସେ ନେଇ ଏବେ ଏକ ତଥ୍ୟ ସାମନାକୁ…
ଆଇସିୟୁରେ ଜୟନ୍ତ ମହାପାତ୍ର
କଟକ: ଜଣାଶୁଣା ଭାରତୀୟ ଇଂରାଜୀ କବି ପଦ୍ମଶ୍ରୀ ଜୟନ୍ତ ମହାପାତ୍ର କୋଭିଡ୍ରେ ପୀଡ଼ିତ ହୋଇଛନ୍ତି। ତାଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ତାଙ୍କୁ ଆଇସିୟୁରେ ରଖାଯାଇଛି। କଟକ ତିନିକୋଣିଆ ବଗିଚାରେ ରହୁଥିବା ୯୩ ବର୍ଷୀୟ ଜୟନ୍ତ ବାର୍ଦ୍ଧକ୍ୟ କାରଣରୁ ପୂର୍ବରୁ ଅସୁସ୍ଥ ଥିଲେ। ଏବେ କରୋନାରେ ପୀଡ଼ତ…
ଓଡ଼ିଶାର ଅନନ୍ୟ ସଂସ୍କୃତ କବି ଜୟଦେବ
ଭୁବନେଶ୍ବର: ଓଡ଼ିଶୀ ସଂଗୀତ ଶୈଳୀରେ ରଚିତ ସଂସ୍କୃତ କାବ୍ୟଗ୍ରନ୍ଥ ଗୀତଗୋବିନ୍ଦ ପାଇଁ ବିଶ୍ବପ୍ରସିଦ୍ଧ କବି ଜୟଦେବ ଆଜିକୁ ପ୍ରାୟ ୮ ଶତାବ୍ଦୀ ପୂର୍ବେ ୧୧୭୦ ମସିହା ଅକ୍ଷୟ ତୃତୀୟା ତିଥିରେ ଓଡ଼ିଶାରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ଜନ୍ମସ୍ଥାନ ଓଡ଼ିଶାର କେନ୍ଦୁଲି ଠାରେ ବୋଲି ସର୍ବସ୍ବୀକୃତ ହୋଇଥିଲେ ହେଁ…
‘ଅନ୍ତର୍ଜାତୀୟ’ ଶବ୍ଦକୁ…
ଭୁବନେଶ୍ବର: ବିଶ୍ବପ୍ରସିଦ୍ଧ ଓଡ଼ିଆ ଲେଖକ ମନୋଜ ଦାସଙ୍କ ମୃତ୍ୟୁ ପରେ ତାଙ୍କ ସ୍ମୃତିକୁ ଅଧିକ ସ୍ମରଣୀୟ କରିବା ପାଇଁ ରାଜ୍ୟର ମନୋଜପ୍ରେମୀମାନେ ସରକାରଙ୍କୁ ନାନାଦି ପରାମର୍ଶ ଦେଇଥିଲେ। ଶ୍ରୀ ଦାସଙ୍କ ମୃତ୍ୟୁର ମାତ୍ର ସପ୍ତାହେ ପରେ ତରବରିଆ ଭାବରେ ରାଜ୍ୟ ସରକାର ଯେଉଁ ନିଷ୍ପତ୍ତି ନେଲେ, ତାହା ସବୁ…
ମନୋଜ ଦାସଙ୍କ ସ୍ମୃତିରେ ଅନ୍ତର୍ଜାତୀୟ…
ଭୁବନେଶ୍ବର: ଯଶସ୍ବୀ ସାରସ୍ବତ ସାଧକ ସ୍ବର୍ଗତ ମନୋଜ ଦାସଙ୍କର ସ୍ମୃତିରେ ‘ମନୋଜ ଦାସ ଅନ୍ତର୍ଜାତୀୟ ସାହିତ୍ୟ ପୁରସ୍କାର’ ପ୍ରଦାନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି। ଇଂରାଜୀ ଭାଷାରେ ସୃଜନାତ୍ମକ ସାହିତ୍ୟ ସୃଷ୍ଟି କରୁଥିବା ଓଡିଆ ସାହିତ୍ୟିକ ମାନଙ୍କୁ ଏହି…