Browsing Category
ଯୋଜନା ଓ ବିକାଶ
ସୌନ୍ଦର୍ଯ୍ୟ କରଣ ସହତି ଆଲୋକରେ ଝଲସିବ…
କଟକ : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଟକ ଶ୍ରୀରାମ ଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ ଏବଂ ହସ୍ପିଟାଲରେ ଏମ୍ଓ ଠାରୁ ଉନ୍ନତ ମାନର ଚିକିତ୍ସା ସୁବିଧା ଯୋଗାଇ ଦେବାପାଇଁ ଚଳିତବର୍ଷ ଜାନୁୟାରୀ ମାସରେ କଟକ ଗସ୍ତ ସମୟରେ ଯେଉଁ ଘୋଷଣା କରିଥିଲେ ସେହି କାର୍ଯ୍ୟର ଅଗ୍ରଗତି ସଂକ୍ରାନ୍ତରେ ୫-ଟି ସଚିବ…
ଶିଳ୍ପ କ୍ଷେତ୍ର ପାଇଁ ମୁଖ୍ୟମନ୍ତ୍ରୀଙ୍କ…
ଭୁବନେଶ୍ୱର: ଆଜି ୧୨ଟି ଶିଳ୍ପ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଭିଡିଓ କନଫରେନ୍ସିଂ ଜରିଆରେ ୨ ଟି ପ୍ରକଳ୍ପର ଉଦଘାଟନ କରିବା ସହ ୧୦ ଟି ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି ନବୀନ। ଭିତ୍ତିଭୂମି ଉନ୍ନୟନ ସହ ମଧ୍ୟମ ଏବଂ କ୍ଷୁଦ୍ର ଶିଳ୍ପ ଭିତ୍ତିକ ପ୍ରକଳ୍ପ…
୨୦୨୧ ଏପ୍ରିଲ୍ ସୁଦ୍ଧା ସବୁ ପଞ୍ଚାୟତକୁ…
ଭୁବନେଶ୍ୱର: ୨୦୨୧ ଏପ୍ରିଲ୍ ସୁଦ୍ଧା ସବୁ ପଞ୍ଚାୟତକୁ ମିଳିବ ହାଇସ୍ପିଡ୍ ଇଣ୍ଟରନେଟ୍ ସେବା। ରାଜ୍ୟ ସ୍ତରୀୟ କାର୍ଯ୍ୟକାରିତା କମିଟିରେ ଏନେଇ ନିଷ୍ପତ୍ତି ନିଆଯାଇଛି। ହାଇସ୍ପିଡ୍ ଇଣ୍ଟରନେଟ୍ ସେବା ପାଇଁ ଦୂରସଞ୍ଚାର ସଚିବଙ୍କ ସହ ଆଲୋଚନା କରିଛନ୍ତି ମୁଖ୍ୟ ଶାସନ ସଚିବ। ହାଇସ୍ପିଡ୍ ଇଣ୍ଟରନେଟ୍…
ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସରେ ଭାରତକୁ…
ଭୁବନେଶ୍ୱର: ଭାରତ ତାହାର ଡିଜିଟାଲ ଲକ୍ଷ୍ୟ ହାସଲ ଦିଗରେ ଅଗ୍ରସର ହେଉଥିବାବେଳେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଏହାର ଅବିଚ୍ଛେଦ୍ୟ ଅଂଶ ଅଟେ । ଇତିମଧ୍ୟରେ ଭାରତର ୯୯%ରୁ ଅଧିକ ଲୋକଙ୍କୁ ୪ଜି ବ୍ରଡବ୍ୟାଣ୍ଡ୍ ସେବା ଉପଲବ୍ଧ କରାଯାଇସାରିଛି ।
ଡାଟା ବ୍ୟବହାରରେ ଭାରତ ବିଶ୍ୱରେ ଏକନମ୍ବର ସ୍ଥାନ ଦଖଲ କରିଛି…
ବିଧାନସଭାରେ ପାରିତ ହେଲା ୫ଟି ବିଲ୍
ଭୁବନେଶ୍ୱର: ଆଜି ବିଧାନସଭାରେ ପାରିତ ହେଲା ୫ଟି ବିଲ୍। ବିଶ୍ୱବିଦ୍ୟାଳୟ ସଂଶୋଧନ ବିଲ୍ ସମେତ ମୋଟ୍ ୫ଟି ବିଲ୍ ପାରିତ ହୋଇଛି। ଓଡ଼ିଶା ଅଧିବକ୍ତା କଲ୍ୟାଣ ପାଣ୍ଠି ବିଲ୍, ଓଡ଼ିଶା ଦ୍ରବ୍ୟ ଓ ସେବାକର ସଂଶୋଧନ ବିଲ୍, ପୌର ବିଧି ସଂଶୋଧନ ବିଲ, ଶିଳ୍ପ ବିବାଦ ଓଡିଶା ସଂଶୋଧନ ବିଲ୍ ପାରିତ ହୋଇଛି।
ତିନିବର୍ଷ ମଧ୍ୟରେ ସବୁ ବସ୍ତି ଆଦର୍ଶ…
ବାଲେଶ୍ବର: ଆଜି ଫକୀରମୋହଙ୍କ ଭୂମି, ଓଡିଆ ଭାଷା ସୁରକ୍ଷା ଭୂମି ବାଲେଶ୍ବରରୁ ବସ୍ତି ଉନ୍ନତୀକରଣ ଯୋଜନାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହି ଅବସରରେ ଆଗାମୀ ତିନି ବର୍ଷରେ ରାଜ୍ୟର ସବୁ ବସ୍ତି ଆଦର୍ଶ କଲୋନୀରେ ପରିଣତ ହେବ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଘୋଷଣା…
ପ୍ରମୁଖ ପର୍ଯ୍ୟଟନ ସ୍ଥଳୀରେ ଯାନବାହାନକୁ…
ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ଦ୍ୱାରା ଚିହ୍ନଟ କରାଯାଇଥିବା ଆଦର୍ଶ ପର୍ଯ୍ୟଟନ ସ୍ଥଳୀ ଗୁଡ଼ିକରେ ପର୍ଯ୍ୟଟକଙ୍କ ଯାତାୟତ ପାଇଁ ବ୍ୟବହୃତ ଯାନବାହାନକୁ ଶତପ୍ରତିଶତ ସ୍ୱଚ୍ଛ ଇନ୍ଧନରେ ପରିଣତ କରିବା ପାଇଁ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଏହାସହ ପେଟ୍ରୋଲିୟମ ବିଭାଗ ସହ ମିଳିତ ଭାବେ କାମ…
ଭୁବଶ୍ୱେରରେ ବାଦଲଫଟା ବର୍ଷା
ଭୁବନେଶ୍ୱର : ଭୁବନେଶ୍ୱରରେ ହୋଇଛି ବାଦଲଫଟା ବର୍ଷା । ଗତ ସୋମବାର ଦିନ ଭୁବନେଶ୍ୱରରେ ବାଦଲଫଟା ଯୋଗୁଁ ଏଭଳି ବର୍ଷା ହୋଇଥିବା ସୂଚନା ଦେଇଛି ଶିକ୍ଷା ଓ ଅନୁସନ୍ଧାନ (ଡିମ୍ଡ ଟୁ ବି ୟୁନିଭର୍ସିଟି) ପରିଚାଳିତ ପରିବେଶ ଓ ଜଳବାୟୁ କେନ୍ଦ୍ର ।
ସୋମବାର ଦିନ ୩ଟାରୁ ୩.୫୦ ମିନିଟ ଧରି ଘଂଟା ପ୍ରତି ୯୬…
ଚିଲିକା ଓ ଅଂଶୁପା ପାଇଁ ମିଳିଛି ୪.୭…
ଭୁବନେଶ୍ୱର: ପର୍ଯ୍ୟଟନସ୍ଥଳର ବିକାଶ ପାଇଁ କେନ୍ଦ୍ରରୁ ଅନୁଦାନ। ଚିଲିକା ଓ ଅଂଶୁପା ହ୍ରଦର ବିକାଶ ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ୪.୭ କୋଟି ଟଙ୍କା ପ୍ରଦାନ କରାଯାଇଛି। ଏନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସୂଚନା ଦେଇଛନ୍ତି।…
ପ୍ରତିରକ୍ଷା କ୍ଷେତ୍ରରେ ଏଫଡିଆଇ…
ନୂଆଦିଲ୍ଲୀ : ପ୍ରତିରକ୍ଷା କ୍ଷେତ୍ରରେ ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜିନିବେଶ ନୀତି ସଂଶୋଧନକୁ ସରକାର ଅନୁମୋଦନ କରିଛନ୍ତି। ନୂତନ ଲାଇସେନସ୍ ଧାରୀ ମାନଙ୍କ ପାଇଁ ସିଧାସଳଖ ଭାବେ ୭୪ ପ୍ରତିଶତ ପର୍ଯ୍ୟନ୍ତ ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜିନିବେଶକୁ ଅନୁମତି ମିଳିଥିବା ବେଳେ ୭୪ ପ୍ରତିଶତରୁ ଅଧିକ ପୁଞ୍ଜିନିବେଶ…