Browsing Category
ଯୋଜନା ଓ ବିକାଶ
ରାଉରକେଲା ଯିବେ ମୁଖ୍ୟମନ୍ତ୍ରୀ ନବୀନ…
ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚଳିତ ମାସ ଫେବ୍ରୁଆରୀ ୧୬ରେ ରାଉରକେଲା ଯିବେ। ସେଠାରେ ମୁଖ୍ୟମନ୍ତ୍ରୀ ପ୍ରକଳ୍ପର ଲୋକର୍ପଣ କରିବେ। ଏହା ସହ ମୁଖ୍ୟମନ୍ତ୍ରୀ ବିଭିନ୍ନ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିବେ। ତେବେ ୨୦୨୩ରେ ରାଉରକେଲାରେ ହେବାକୁ ଥିବା ବିଶ୍ବ ହକି କପ୍ ପାଇଁ ଦେଶର…
ଏଣିକି ଅନଲାଇନରେ ହେବ ଲର୍ଣ୍ଣିଂ…
ଭୁବନେଶ୍ୱର: ଅନ ଲାଇନରେ ହେବ ଲର୍ଣ୍ଣିଂ ଲାଇସେନ୍ସ। ରାଜ୍ୟରେ ସବୁ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ କାଗଜବିହୀନ ହେବ। ୯ଟି ଅନଲାଇନ ସେବାର ଆଜି ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପ୍ରଥମ ରାଜ୍ୟ ଭାବେ ଲର୍ନର ଲାଇସେନ୍ସ ପାଇଁ ମୋବାଇଲ ଆପ୍ କରିଛି ଓଡିଶା ।
କୁଟିଆ ପଞ୍ଚାୟତରେ ମୁଖ୍ୟମନ୍ତ୍ରୀଙ୍କ…
ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍ଫରେସନ୍ସିଂ ମାଧ୍ୟମରେ କୋରାପୁଟ ଜିଲ୍ଲାର ପଟାଙ୍ଗି ଅଞ୍ଚଳର କୁଟିଆ ପଞ୍ଚାୟତ ପାଇଁ ୧୮ କୋଟି ଟଙ୍କାର ବିଭିନ୍ନ ପ୍ରକଲ୍ପର ଶୁଭାରମ୍ଭ କରିଛନ୍ତି। ଏଥିମଧ୍ୟରୁ ୧୩ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଉଦ୍ଘାଟନ ହୋଇଥିବା ବେଳେ ୫ କୋଟି ଟଙ୍କାର…
କୀର୍ତ୍ତିରାଜି ବୁଲି ଦେଖିଲେ ଏଏସଆଇ ଟିମ୍
ଭୁବନେଶ୍ବର: ପୁରୁଣା ଭୁବନେଶ୍ବରରେ କୀର୍ତ୍ତିରାଜି ବୁଲି ଦେଖିଲେ ଏସଆଇ ଟିମ୍। ଯୁଗ୍ମ ନିର୍ଦ୍ଦେଶକ ସଞ୍ଜୟ ମଞ୍ଜୁଲ, ଓଡ଼ିଶା ମୁଖ୍ୟ ଅରୁଣ ମଲ୍ଲିକ ବୁଲି ଦେଖିଛନ୍ତି। ତାଙ୍କ ସହ ଟିମର ସଦସ୍ୟ ଶୁକଶାରୀ,ପାପନାସିନୀ,ସହସ୍ର ମହାଦେବ ମଧ୍ୟ ମନ୍ଦିର ପରି ଦର୍ଶନ କରିଛନ୍ତି ।
ରେଳ ବଜେଟରେ ରାଜ୍ୟକୁ ମିଳିଲା ୫ହଜାର ୫୨୮…
ଭୁବନେଶ୍ୱର : ଚଳିତ ବର୍ଷ ବଜେଟ୍ରେ ରେଳ ପ୍ରକଳ୍ପଗୁଡ଼ିକ ପାଇଁ ରାଜ୍ୟ ସରକାର ୭୨୦୦ କୋଟି ଟଙ୍କା ଦେବାକୁ ଦାବି କରିଥିଲେ। ଓଡ଼ିଶା ପାଇଁ ରେଳ ବଜେଟ୍ରେ ୫,୫୨୮ କୋଟି ଟଙ୍କା ବ୍ୟୟ ବରାଦ ରହିଛି । ଏନେଇ କେନ୍ଦ୍ର ରେଳ ମନ୍ତ୍ରୀ ପୀୟୂଷ ଗୋୟଲ ଟ୍ବିଟ୍ କରି ସୂଚନା ଦେଇଛନ୍ତି।
ତେବେ ପୂର୍ବତଟ ରେଳପଥ…
ଦେଶର କୋଣ ଅନୁକୋଣରେ ସ୍ୱଚ୍ଛତାର…
ଭୁବନେଶ୍ୱର: ଭାରତବର୍ଷର କୃଷକଙ୍କ ଅତିରିକ୍ତ ଆୟକୁ ବଢାଇବା ଓ ଦେଶର କୋଣ ଅନୁକୋଣରେ ସ୍ୱଚ୍ଛତାର କ୍ରାନ୍ତି ଆଣିବା ଦିଗରେ ବୁଧବାର ଗୋବର୍ଧନ୍ ଯୋଜନାର ଏକୀକୃତ ପୋର୍ଟାଲର ଶୁଭାରମ୍ଭ କରାଯାଇଛି ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।
ନୂଆଦିଲ୍ଲୀ ଠାରେ ପ୍ରଧାନଙ୍କ ସମେତ କେନ୍ଦ୍ର କୃଷି…
ରାଜଧାନୀରେ ଆରମ୍ଭ ହେଲା ଡିଜିଟାଲ୍…
ଭୁବନେଶ୍ୱର: ରାଜଧାନୀରେ ଆରମ୍ଭ ହେଲା ଡିଜିଟାଲ୍ ଡୋର୍ ନମ୍ବରିଂ। ଘର ନମ୍ବରରୁ ମିଳିଯିବ ସମସ୍ତ ତଥ୍ୟ। ତେବେ ଲୋକଙ୍କ ଠିକଣାନେଇ ରହିବନି କୌଣସି ଦ୍ବନ୍ଦ । ପ୍ରତି ଘର ପାଇଁ ରହିବ ସ୍ୱତନ୍ତ୍ର ନମ୍ବର। ରାଜଧାନୀବାସୀଙ୍କୁ ଏକ ସ୍ମାର୍ଟ ଆଡ୍ରେସ୍ ଦେବାକୁ ପ୍ରକ୍ରିୟା ଆରମ୍ଭ କରି ଦେଇଛି ବିଏମ୍ସି।…
ଚଳିତ ବଜେଟରୁ ସିଂହଭାଗ ଲାଭ ପାଇବ ଓଡିଶା:…
ଭୁବନେଶ୍ୱର: ସଂସଦରେ ସୋମବାର କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ପ୍ରଧାନମନ୍ତ୍ରୀଙ୍କ ଦୂରଦୃଷ୍ଟି ସମ୍ପନ୍ନ ଆତ୍ମନିର୍ଭର ଭାରତର ୬ଟି ସମ୍ଭ ଯଥା ସ୍ୱାସ୍ଥ୍ୟ କଲ୍ୟାଣ, ଭୌତିକ ଓ ଆର୍ଥିକ ପୁଞ୍ଜି ଏବଂ ଭିତିଭୂମି, ଆକାଂକ୍ଷା ଭାରତ ପାଇଁ ସମାବେଶୀ ବିକାଶ, ମାନବ ପୁଞ୍ଜିରେ ନୂଆ ଉନ୍ମାଦନା ସୃଷ୍ଟି…
ଏପ୍ରିଲ ୧ରୁ ମହଙ୍ଗା ହେବ ସ୍ମାର୍ଟଫୋନ
ଭୁବନେଶ୍ବର : ଦେଶରେ ଏପ୍ରିଲ ୧ରୁ ମହଙ୍ଗା ହେବ ସ୍ମାର୍ଟଫୋନ। ଆଜି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବର୍ଷ ୨୦୨୧-୨୨ ପାଇଁ ଘୋଷଣା କରିଛନ୍ତି। ସ୍ମାର୍ଟଫୋନ ଯନ୍ତ୍ରାଂଶ ଓ ଚାର୍ଜର ଉପରେ ସୀମା ଶୁଳକ ବଢାଇଦେଇଛନ୍ତି । କେବଳ ଏତିକି ନୁହେଁ, ଦେଶରେ କାରଖାନା ବସାଇ ସ୍ମାର୍ଟଫୋନ ଉତ୍ପାଦନ କରୁଥିବା…
ବଜେଟ ୨୦୨୧-୨୨: ବଜେଟ୍ ଭାଷଣ ଶେଷ କଲେ…
ନୂଆଦିଲ୍ଲୀ : ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ଦେଶର ସାଧାରଣ ବଜେଟ୍ ସଂସଦରେ ଉପସ୍ଥାପିତ ହୋଇଛି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ତାଙ୍କ ବଜେଟ୍ ଭାଷଣ ଶେଷ କରିଛନ୍ତି। ୨୦୨୧-୨୨ ଆର୍ଥିକ ବର୍ଷରେ ୩୪.୫ ଲକ୍ଷ କୋଟି ବ୍ୟୟ ଅଟକଳ କରାଯାଇଛି।
ଜରୁରୀକାଳୀନ ପାଣ୍ଠି ପାଇଁ ୩୦ ହଜାର କୋଟି ଟଙ୍କା ରଖାଯାଇଛି।…