Odisha Link
Bridging the Missing Links in Odisha
Browsing Category

ଯୋଜନା ଓ ବିକାଶ

ବଜେଟ ଅଧିବେଶନକୁ ପ୍ରଶଂସା କଲେ…

ନୂଆଦିଲ୍ଲୀ: ୨୦୨୧-୨୨ର ଏହି ସାଧାରଣ ବଜେଟକୁ ନେଇ ପ୍ରତିକ୍ରିୟା ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହି ବଜେଟ୍ ଆଗାମୀ ଦିନରେ ସକାରାତ୍ମକ ପରିବର୍ତ୍ତନ ଆଣିବ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ପ୍ରଧାନମନ୍ତ୍ରୀ କହିଛନ୍ତି, ଅସାଧାରଣ ପରିସ୍ଥିତି ଭିତରେ ଏହି ବଜେଟ୍ ଉପସ୍ଥାପନା…

ବଜେଟ ୨୦୨୧-୨୨: ୭୫ ବର୍ଷରୁ ଅଧିକ ବୟସ୍କ…

ନୂଆଦିଲ୍ଲୀ: ୨୦୨୧-୨୨ ଆର୍ଥିକବର୍ଷ ପାଇଁ ସଂସଦରେ ଚାଲିଛି ବଜେଟ ଉପସ୍ଥାପନା। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୭୫ ବର୍ଷରୁ ଅଧିକ ବୟସର ପେନସନଭୋଗୀମାନଙ୍କୁ ଆୟକର ରିଟର୍ଣ୍ଣ ଦାଖଲ କରିବା ଆବଶ୍ୟକ ନାହିଁ ବୋଲି କହିଛନ୍ତି। ଯେଉଁ ୭୫ ବର୍ଷରୁ ଅଧିକ ବୟସ୍କମାନଙ୍କର କେବଳ ପେନସନ୍ ଏବଂ ସୁଧ ଆୟ ଅଛି,…

ଶିଶୁ ଓ ମହିଳାଙ୍କ ବିରୋଧରେ ଅପରାଧ…

ଭୁବନେଶ୍ବର: ଶିଶୁ ଓ ମହିଳା ମାନଙ୍କ ସୁରକ୍ଷା ଉପରେ ରାଜ୍ୟ ସରକାର ସର୍ବୋଚ୍ଚ ପ୍ରାଥମିକତା ଦେଇଆସିଛନ୍ତି। ମହିଳା ଓ ଶିଶୁ ମାନଙ୍କ ଉପରେ ହେଉଥିବା ନିର୍ଯ୍ୟାତନା ତଥା ସେ ସଂକ୍ରାନ୍ତୀୟ ଅପରାଧକୁ ଯେପରି ଫଳପ୍ରଦ ଭାବରେ ରୋକାଯାଇପାରିବ ଏବଂ ଅଭିଯୋଗର ଉଚିତ ଭାବରେ ତଦନ୍ତ କରାଯାଇପାରିବ, ତାକୁ ଦୃଷ୍ଟିରେ…

ମୋ ସ୍କୁଲ ଅଭିଯାନ ରାଶିରେ ହେବ ଡିଜିଟାଲ…

ଭୁବନେଶ୍ବର: ମୋ ସ୍କୁଲ ଅଭିଯାନ ସହାୟତା ରାଶିରେ ବିଦ୍ୟାଳୟଗୁଡିକରେ ହେବ ଡିଜିଟାଲ କ୍ଲାସ ରୁମ। ସ୍କାର୍ଟ କ୍ଲାସ ରୁମ, ରୋବୋଟିକ୍ସ, ବିଲ୍ଡିଂ ଆଜ ଏ ଲର୍ଣ୍ଣିଂ ଏଡ ଭଳି ନୂଆ କାର୍ଯ୍ୟକ୍ରମ କରିବାକୁ ସ୍ଥିର ହୋଇଛି। ଚଳିତ ବର୍ଷ ଠାରୁ ମୋ ସ୍କୁଲ ଅଭିଯାନ ମାଧ୍ୟମରେ ଷ୍ଟୁଡେଂଟ ଆଡପସନ କାର୍ଯ୍ୟକ୍ରମ ଆରମ୍ଭ…

ଅଙ୍ଗନାୱାଡି କର୍ମୀଙ୍କୁ ମିଳିବ ମୋବାଇଲ…

ଗଞ୍ଜାମ: ଅଙ୍ଗନାୱାଡି କର୍ମୀଙ୍କୁ ମିଳିବ ମୋବାଇଲ୍ ଫୋନ୍। ରାଜ୍ୟର ସବୁ ଅଙ୍ଗନଓ୍ୱାଡ଼ି କର୍ମୀଙ୍କୁ ମୋବାଇଲ ଫୋନ୍‌ ପ୍ରଦାନ କରାଯିବ‌। ଏନେଇ ଘୋଷଣା କରିଛନ୍ତି ମହିଳା ଓ ଶିଶୁ ବିକାଶ ବିଭାଗ ମନ୍ତ୍ରୀ ଟୁକୁନି ସାହୁ। ବିଭିନ୍ନ ସରକାରୀ ସୂଚନା ଜାଣିବା ପାଇଁ ଅଙ୍ଗନଓ୍ୱାଡି କର୍ମୀଙ୍କୁ ମୋବାଇଲ ପ୍ରଦାନ…

ଅନ୍ତର୍ଜାତୀୟ ମାନର ହେବ ଐତିହ୍ୟ ନଗର…

କୋଣାର୍କ: କୋଣାର୍କ ଐତିହ୍ୟ ଅଞ୍ଚଳର ବିକାଶ ପାଇଁ ଚିଠା ଯୋଜନା ପ୍ରସ୍ତୁତ ହୋଇଛି। ଭିତ୍ତିଭୂମିକୁ ଅନ୍ତର୍ଜାତୀୟ ମାନର କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଷ୍ପତ୍ତି ନେଇଛନ୍ତି। ଚିଠା ଯୋଜନା ନେଇ ୨୧ ଦିନ ମଧ୍ୟରେ ଜନସାଧାରଣ ମତାମତ ଦେଇପାରିବେ। ୫-T କାର୍ଯ୍ୟକ୍ରମ ଅଧିନରେ ଏହି ପ୍ରକଳ୍ପ…

ରାଜଧାନୀରେ ନିର୍ମାଣ ହେବ ଦ୍ୱିତୀୟ ଫୁଟ୍…

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ନିର୍ମାଣ ହେବ ଦ୍ୱିତୀୟ ଫୁଟ୍ ଓଭର ବ୍ରିଜ୍। ୧୬ନମ୍ବର ଜାତୀୟ ରାଜପଥର ସହିଦନଗର-ସତସଙ୍ଗ ବିହାର ମଧ୍ୟରେ ହେବ ଏହି ଫୁଟ ଓଭର ବ୍ରିଜ୍। ଜାତୀୟ ରାଜପଥ ପ୍ରାଧିକରଣ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଭୁବନେଶ୍ୱର ସ୍ଥିତ ଜାତୀୟ ରାଜପଥ ପ୍ରାଧିକରଣର ପ୍ରକଳ୍ପ ନିର୍ଦ୍ଦେଶକଙ୍କ…

କଟକରେ ନେତାଜୀଙ୍କ ନାଁରେ ହେବ…

ଭୁବନେଶ୍ବର: ନେତାଜୀଙ୍କ ନାମରେ ହେବ ଅତ୍ୟାଧୁନିକ ବସ୍‌ ଟର୍ମିନାଲ। କଟକର ଖାନନଗର ଠାରେ ନିର୍ମିତ ହେବ ଏହି ଅତ୍ୟାଧୁନିକ ବସ୍‌ ଟର୍ମିନାଲ। ବାଦାମବାଡି ବସ୍‌ଷ୍ଟାଣ୍ଡ ଜନଗହଳି ବୃଦ୍ଧି ସହିତ ସ୍ଥାନାଭାବ ଦୃଷ୍ଟିରୁ ଜନସାଧାରଣ ଓ ଯାତ୍ରୀ ଅସୁବିଧାର ସମ୍ମୁଖୀନ ହେଉଥିବାରୁ ଏହି ଅତ୍ୟାଧୁନିକ ବସ୍‌ ଟର୍ମିନାଲ…

ଭୁବନେଶ୍ବରରୁ ପୁନେକୁ ଉଡିବ ବିମାନ

ଭୁବନେଶ୍ବର: ଭୁବନେଶ୍ବରରୁ ପୁନେକୁ ଉଡିବ ବିମାନ। ଲୋକଙ୍କ ସୁବିଧା ପାଇଁ ଏୟାର ଏସିଆର ସ୍ବତନ୍ତ୍ର ବିମାନ ଚଳାଚଳ କରିବ । ଏଥିଲାଗି ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରାଥମିକ ପର୍ଯ୍ୟାୟରେ ୩ ମାସ ପାଇଁ ଆର୍ଥିକ ସହାୟତା ଯୋଗାଇ ଦିଆଯିବ । ଏହି ବିମାନ ଚଳାଚଳ ହେବା ଦ୍ବାରା ଓଡିଶାରେ ଉନ୍ନତ ଯୋଗାଯୋଗ ସହ…

ବିଶ୍ୱସ୍ତରୀୟ ହସ୍ପିଟାଲ ହେବ କଟକ ବଡ଼…

ଭୁବନେଶ‌୍ବର: କଟକ ବଡ଼ ମେଡିକାଲର ହେବ ନବକଳେବର। ବିଶ୍ୱସ୍ତରୀୟ ହସ୍ପିଟାଲରେ ପରିଣତ ହେବ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ। ଏହି ମେଡିକାଲ କଲେଜକୁ ଏମସପ୍ଲସ୍ ଭାବେ ଗଢ଼ି ତୋଳିବା ସହ ବିଶ୍ୱସ୍ତରୀୟ ଚିକିତ୍ସା ସୁବିଧା ଯୋଗାଇ ଦେବାକୁ ଆବଶ୍ୟକ ଭିତ୍ତିଭୂମି ବିକଶିତ କରାଯିବ। ଏଥିପାଇଁ ଖର୍ଚ୍ଚ ହେବ…