Odisha Link
Bridging the Missing Links in Odisha
Browsing Tag

ଭାରତ

ପାରା ଅଲିମ୍ପିକ୍ସ: ଜାଭେଲିନରେ ଭାରତକୁ…

ନୂଆଦିଲ୍ଲୀ: ଟୋକିଓ ପାରା ଅଲିମ୍ପିକ୍ସରେ ଆଜି ଭାରତ ପାଇଁ ବର୍ଷା। ପାରା ଅଲିମ୍ପିକ୍ସ ଜାଭେଲିନ ଥ୍ରୋରେ ଭାରତକୁ ମିଳିଛି ଆଉ ୨ ପଦକ। ଏଥିରେ ଦେବେନ୍ଦ୍ର ଝାଝାରିଆ ରୌପ୍ୟ ପଦକ ଜିତିଛନ୍ତି। ସେହିପରି ସୁନ୍ଦର ସିଂହ ଜିତିଛନ୍ତି ବ୍ରୋଞ୍ଚ ପଦକ। ଏହି କ୍ରମରେ ଭାରତର ପଦକ ସଂଖ୍ୟା ୭କୁ ବୃଦ୍ଧି ପାଇଛି। ଆଜି…

୨୦୩୦ ସୁଦ୍ଧା ଭାରତ ବିଶ୍ୱରେ ଉର୍ଜା…

ଢ଼େଙ୍କାନାଳ: ଢେଙ୍କାନାଳ ଜିଲ୍ଲା ତେନ୍ତୁଳିପଡାର ସଦାଶିବପୁର ଠାରେ "କମନ୍‌ ୟୁଜର୍ ପେଟ୍ରୋଲିୟମ ଫାସିଲିଟି’ରେ ନିର୍ମାଣ ହେବାକୁ ଥିବା ତୈଳ ଟର୍ମିନାଲ ଆଗାମୀ ୩୦ ରୁ ୪୦ ବର୍ଷ ପର୍ଯ୍ୟନ୍ତ ଢ଼େଙ୍କାନାଳର ବଢ଼ୁଥିବା ଶିଳ୍ପାୟନରେ ବଡ଼ ଭୂମିକା ନେବା ସହ ଏହି ପ୍ରକଳ୍ପ ଅବିଭକ୍ତ ଢ଼େଙ୍କାନାଳ ଜିଲ୍ଲା ସମେତ…

ଋଷଠୁ ୭୦ ହଜାର ଏକେ-୧୦୩ ରାଇଫଲ କିଣିବ…

ନୂଆଦିଲ୍ଲୀ: ବଢିବ ଭାରତୀୟ ବାୟୁସେନାର ଶକ୍ତି। ଭାରତୀୟ ବାୟୁସେନା ଜରୁରୀକାଳୀନ ବ୍ୟବହାର ପାଇଁ ଋଷ ଠାରୁ ୭୦ ହଜାର ଏକେ-୧୦୩ ରାଇଫଲ କିଣିବ। ଏହି ରାଇଫଲ ସେନା ନିକଟରେ ଥିବା ଇନସାସ ରାଇଫଲ ସ୍ଥାନରେ ବ୍ୟବହାର କରାଯିବ। ଆଗାମୀ କିଛିମାସ ମଧ୍ୟରେ ଭାରତୀୟ ବାୟୁସେନାକୁ ଏହି ରାଇଫଲ ମିଳିବ। ଏବେ ଭାରତୀୟ…

ଆଫଗାନିସ୍ତାନ କବଜା ପରେ ଭାରତରେ ବଢିପାରେ…

ନୂଆଦିଲ୍ଲୀ: ତାଲିବାନୀଙ୍କୁ ନେଇ ବଡ଼ ବୟାନ ଦେଇଛନ୍ତି ସିଡିଏସ୍ ବିପିନ ରାୱତ। ସେ କହିଛନ୍ତି, ଆଫଗାନିସ୍ତାନକୁ ତାଲିବାନ କବଜା କରିବା ପରେ ଭାରତରେ ଆତଙ୍କବାଦୀ ଗତିବିଧି ବଢିପାରେ। ଏଭଳି ଆଗୁଆ ଆକଳନ କରି ସମସ୍ତ ପ୍ରକାର ପ୍ରସ୍ତୁତି କରିଛି ସେନା। ୨୦ ବର୍ଷ ତଳର ତାଲିବାନ ଓ ଏବେକାର ତାଲିବାନ ମଧ୍ୟ କୌଣସି…

ଆଜିଠୁ ଭାରତ ଇଂଲଣ୍ଡ ୩ୟ ଟେଷ୍ଟ ଆରମ୍ଭ

ନୂଆଦିଲ୍ଲୀ: ଆଜିଠୁ ଆରମ୍ଭ ହେଉଛି ଭାରତ-ଇଂଲଣ୍ଡ ତୃତୀୟ ଟେଷ୍ଟ ସିରିଜ। ଲର୍ଡସରେ ଭାରତର ବିଜୟ ପରେ ଭାରତୀ୍ର ଦଳ ତୃତୀୟ ଟେଷ୍ଟ ବିଜୟ ଲକ୍ଷ୍ୟରେ ପଡିଆକୁ ଓହ୍ଲାଇବ। ୧-୦ରେ ଭାରତ ଆଗୁଆ ଥିବାରୁ ସିରିଜରେ ନିଜର ପ୍ରାଧାନ୍ୟ ଜାରି ରଖିବାକୁ ଚେଷ୍ଟା କରିବ। ଆହତ ସମସ୍ୟା ଦେଇ ଗତି କରୁଥିବା ଘରୋଇ ଦଳ ଇଂଲଣ୍ଡ…

କାଶ୍ମୀରକୁ ଭାରତଠୁ ମୁକ୍ତ କରି…

ପାକିସ୍ତାନ: ତାଲିବାନ ଆଫଗାନିସ୍ତାନକୁ କବଜା କରିବାରେ ପାକିସ୍ତାନର ହାତ ଥିବା ନେଇ ଚର୍ଚ୍ଚା ହେଉଛି। ଏହାର ମଧ୍ୟରେ ପାକିସ୍ତାନର ଏକ ଟିଭି କାର୍ଯ୍ୟକ୍ରମରେ କାଶ୍ମୀର ଓ ତାଲିବାନକୁ ନେଇ ବିବାଦୀୟ ବୟାନ ଦେଇଛନ୍ତି ପାକିସ୍ତାନର ଶାସକ ଦଳ ନେତ୍ରୀ। ଯାହା ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।…

ଜାଇଡସ କାର୍ଡିଲା ଟିକାକୁ ଭାରତର ମଞ୍ଜୁରୀ

ନୂଆଦିଲ୍ଲୀ: ଦେଶରେ କରୋନା ମହାମାରୀ ବିରୋଧରେ ଟିକାକରଣ ଅଭିଯାନ ଚାଲିଥିବା ବେଳେ ପୁଣି ଏକ ଟିକା ସାମିଲ ହୋଇଛି। ଫାର୍ମା କମ୍ପାନୀ ଜାଇଡସ କାର୍ଡିଲାର ୩ ଡୋଜ କରୋନା ଟିକାକୁ କେନ୍ଦ୍ର ସରକାର ମଞ୍ଜୁରୀ ପ୍ରଦାନ କରିଛନ୍ତି। ଏହି ଟିକାର ନାମ ଜାଇକୋଭି-ଡି ରଖାଯାଇଛି। ଡ୍ରଗ କଣ୍ଟ୍ରୋଲର ଅଫ୍ ଇଣ୍ଡିଆ…

ପିଲାଙ୍କ ପାଇଁ କରୋନା ଟିକା: କ୍ଳିନିକାଲ୍…

ନୂଆଦିଲ୍ଲୀ: ୧୨ରୁ ୧୭ ବର୍ଷ ପିଲାଙ୍କ ପାଇଁ ଉପଲବ୍ଧ ହୋଇପାରେ କରୋନା ଟିକା। ଏନେଇ କ୍ଲିନିକାଲ ଟ୍ରାଏଲ ପାଇଁ ଭାରତ ସରକାରଙ୍କଠାରୁ ଅନୁମତି ମାଗିଛି ଜନସନ ଆଣ୍ଡ ଜନସନ। ଯଦି ସରକାରଙ୍କ ପକ୍ଷରୁ ଏଥିଲାଗି ଅନୁମତି ମିଳିବ ତେବେ ଦେଶରେ ଖୁବ୍ ଶୀଘ୍ର ୧୨ରୁ ୧୭ ବର୍ଷ ବୟସ୍କଙ୍କୁ ସିଙ୍ଗଲ ଡୋଜ ଟିକା ମିଳିବ।…

ଭାରତ ସହ ଆମଦାନୀ-ରପ୍ତାନୀ ବନ୍ଦ କଲା…

ନୂଆଦିଲ୍ଲୀ: ଆଫଗାନିସ୍ତାନ କବଜା ପରେ ତାଲିବାନ ଭାରତ ସହ ସମସ୍ତ ପ୍ରକାରର ବ୍ୟବସାୟିକ ସମ୍ପର୍କଚ୍ଛିନ୍ନ କରିଛି। ତାଲିବାନ ଭାରତ ସହ ଚାଲିଥିବା ଆମଦାନୀ ଓ ରପ୍ତାନୀକୁ ବନ୍ଦ କରିଦେଇଛି। ଫେଡେରେସନ ଅଫ ଇଣ୍ଡିଆ ଏକ୍ସପୋର୍ଟ ସଙ୍ଗଠନର ମୁଖ୍ୟ ଡକ୍ଟର ଅଜୟ ସହାୟ ଏହା କହିଛନ୍ତି। ସମ୍ବାଦ ସରବରାହ ସଂସ୍ଥା…

ଆଫଗାନିସ୍ତାନ ହିନ୍ଦୁ-ଶିଖ୍‌ ନାଗରିକଙ୍କୁ…

ନୂଆଦିଲ୍ଲୀ: ଆଫଗାନିସ୍ତାନ ସ୍ଥିତିକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ମଙ୍ଗଳବାର ସୁରକ୍ଷା କ୍ୟାବିନେଟ୍ କମିଟି (ସିସିଏସ୍)ରେ ଏକ ଉଚ୍ଚ ସ୍ତରୀୟ ବୈଠକ ହୋଇଛି।। ଆଫଗାନିସ୍ତାନକୁ ତାଲିବାନ ନିଜ ଦଖଲକୁ ନେଇଛି। ଏହାପରେ ସେଠାରେ ରହୁଥିବା ଲୋକଙ୍କ ମଧ୍ୟରେ ଆତଙ୍କରେ ବାତାବରଣ…