Odisha Link
Bridging the Missing Links in Odisha
Browsing Tag

Bay of Bengal

୨୨ରେ ସୃଷ୍ଟି ହେବ ଲଘୁଚାପ କ୍ଷେତ୍ର,…

ଓଏଲ୍‌ ବ୍ୟୁରୋ: ଓଡ଼ିଶାବାସୀଙ୍କ ପାଇଁ ଖୁସି ଖବର । ତାତିରୁ ମିଳିବ ଆଶ୍ୱସ୍ତି। ଆସନ୍ତା ୨୨ରେ ବଙ୍ଗୋପସାଗରରେ ସୃଷ୍ଟି ହେବ ଲଘୁଚାପ କ୍ଷେତ୍ର। ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ବିଭାଗର ସୂଚନା ଅନୁସାରେ ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି…

କାଲି ବଙ୍ଗୋପସାଗରରେ ସୃଷ୍ଟି ହେବ…

ଓଏଲ୍‌ ବ୍ୟୁରୋ: ଲଘୁଚାପ ନେଇ ବଡ଼ ସୂଚନା ଦେଲା ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର। ଆସନ୍ତାକାଲି ଅର୍ଥାତ୍‌ ନଭେମ୍ବର ୧୪ ତାରିଖରେ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଏନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ଆଜି ସୂଚନା ଦିଆଯାଇଛି। ଭୁବନେଶ୍ବର ପାଣିପାଗ କେନ୍ଦ୍ରର…

ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସକ୍ରିୟ

ଓଏଲ୍‌ ବ୍ୟୁରୋ: ସପ୍ତାହେ ହେଲାଣି ରାଜ୍ୟରେ ତାତି ବଢ଼ିବାରେ ଲାଗିଲାଣି। ରାଜ୍ୟରେ ମୌସୁମୀ ଦୁର୍ବଳ ହେବା ଯୋଗୁ କିଛିଦିନ ହେବ ରାଜ୍ୟରେ ବର୍ଷା ଉଭାନ୍‌ ହୋଇଯାଇଛି। ଗୁଳୁଗୁଳିରେ ଜନଜୀବନ ଅସ୍ତବ୍ୟସ୍ତ ହେଉଥିବା ବେଳେ ପାଣିପାଗ ବିଭାଗ ଆଣିଦେଇଛି ଭଲ ଖବର। ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି।…

ବଙ୍ଗୋପସାଗରରେ ଭୂମିକମ୍ପ ଅନୁଭୂତ

ଓଏଲ୍‌ ବ୍ୟୁରୋ: ଅନୁଭୂତ ହେଲା ଭୂମିକମ୍ପ। ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି ଯେ ଆଜି ସକାଳ ୮.୩୨ ମିନିଟ ୫୫ ସେକେଣ୍ଡ ସମୟରେ ବଙ୍ଗୋପସାଗରରେ ଭୂମିକମ୍ପ ଅନୁଭୂତ ହୋଇଛି। ଯାହାର ରିକ୍ଟର ସ୍କେଲରେ ତୀବ୍ରତା ୫.୧ ରେକର୍ଡ କରାଯାଇଛି। ଭୂମିକମ୍ପର ଗଭୀରତା ୧୦ କିଲୋମିଟର ଏବଂ…

ଆସୁଛି ଲଘୁଚାପ, ପାଣିପାଗ ବିଭାଗର ଆକଳନ

ଭୁବନେଶ୍ବର: ରାଜ୍ୟରେ ଚଳିତବର୍ଷ ନିଅଣ୍ଟିଆ ବର୍ଷା ଦେଖିବାକୁ ମିଳିଛି। ଯାହାଫଳରେ ରାଜ୍ୟର କିଛି ସ୍ଥାନରେ ମରୁଡ଼ି ସ୍ଥିତି ସାମ୍ନାକୁ ଆସିଛି। ଯାହକୁ ନେଇ ବିଧାନସଭାରେ ମଧ୍ୟ ତମ୍ବି ତୋଫାନ୍‌ ହୋଇ ସାରିଛି। ଏସବୁ ମଧ୍ୟରେ ରାଜ୍ୟବାସୀଙ୍କ ପାଇଁ ଭଲ ଖବର ଆଣିଛି ସେପ୍ଟେମ୍ବର। ଆଗାମୀ ୫ ଦିନ ବ୍ୟବଧାନରେ…

ବଙ୍ଗୋପସାଗରରେ ଲଗାତାର ୨ଟି ଲଘୁଚାପ…

ଭୁବନେଶ୍ବର: ବଙ୍ଗୋପସାଗରରେ ଲଗାତାର ୨ଟି ଲଘୁଚାପ କ୍ଷେତ୍ର। ଆଜି ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି।ଗତକାଲିର ଘୂର୍ଣ୍ଣିବଳୟ ପ୍ରଭାବରେ ଲଘୁଚାପ କ୍ଷେତ୍ର ସୃଷ୍ଟି।। ଆସନ୍ତା ୨୭ ସୁଦ୍ଧା ଆଉ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଉତ୍ତର ବଙ୍ଗୋପସାଗର ଓ…

ମାଡ଼ି ଆସୁଛି ବାତ୍ୟା: ଲ୍ୟାଣ୍ଡଫଲ ସମୟରେ…

ଭୁବନେଶ୍ବର: ଉପକୂଳ ମୁହାଁ ବାତ୍ୟା ୟଶ୍। ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଅବପାତରେ ପରିଣତ ହୋଇଛି। ବାତ୍ୟା ୟଶ ପାରାଦୀପ ଓ ସାଗର ଦ୍ୱୀପ ମଧ୍ୟରେ ଲ୍ୟାଣ୍ଡଫଲ କରିବ। ୨୬ ତାରିଖ ସଂଧ୍ୟାରେ ବାତ୍ୟା ସ୍ଥଳଭାଗ ଛୁଇଁବ ବୋଲି ଆଇଏମଡି ନିର୍ଦ୍ଦେଶକ ଡକ୍ଟର ମୃତ୍ୟୁଞ୍ଜୟ ମହାପାତ୍ର ପ୍ରକାଶ କରିଛନ୍ତି।…

ବାତ୍ୟାର ପ୍ରଭାବ ଏହି ସବୁ ଜିଲ୍ଲା…

ଭୁବନେଶ୍ବର: ମହମାରୀ ସମୟରେ ମାଡ଼ି ଆସୁଛି ଆଉ ଏକ ବାତ୍ୟା। ତାଉତେ ପରେ ବାତ୍ୟା 'ୟଶ୍' ସ୍ଥଳଭାଗ ମୁହାଁଉଛି। ଏହି ବାତ୍ୟା ଭୀଷଣ ବା ଅତିଭୀଷଣ ଆକାରର ହୋଇପାରେ। ଏ ସମ୍ପର୍କରେ ପାଣିପାଗ ବିଜ୍ଞାନୀ ତଥା ଆଇଏମଡି ସାଇକ୍ଲୋନ ୱାର୍ଣ୍ଣିଂ ସେଣ୍ଟର ମୁଖ୍ୟ ଆର.କେ ଜେନାମଣି ସୂଚନା ଦେଇଛନ୍ତି। ଏଥିସହିତ ବାତ୍ୟାର…

ଭୟଙ୍କର ହୋଇପାରେ ବାତ୍ୟା!

ଭୁବନେଶ୍ବର: ମହମାରୀ ସମୟରେ ମାଡ଼ି ଆସୁଛି ଆଉ ଏକ ବାତ୍ୟା। ତାଉତେ ପରେ ବାତ୍ୟା 'ୟଶ୍' ସ୍ଥଳଭାଗ ମୁହାଁଉଛି। ଏହି ବାତ୍ୟା ଭୀଷଣ ବା ଅତିଭୀଷଣ ଆକାରର ହୋଇପାରେ। ଏ ସମ୍ପର୍କରେ ପାଣିପାଗ ବିଜ୍ଞାନୀ ତଥା ଆଇଏମଡି ସାଇକ୍ଲୋନ ୱାର୍ଣ୍ଣିଂ ସେଣ୍ଟର ମୁଖ୍ୟ ଆର.କେ ଜେନାମଣି ସୂଚନା ଦେଇଛନ୍ତି। ଆସନ୍ତା ୨୨…

ଆସୁଛି ଆଉ ଏକ ବାତ୍ୟା ‘ୟଶ’, ସୁନ୍ଦରବନରେ…

ଭୁବନେଶ୍ୱର: ବାତ୍ୟା ‘ତଉକ୍ତେ’ ପରେ ଏବେ ପୁଣି ଦାନା ବନ୍ଧୁଛି ଆଉ ଏକ ବାତ୍ୟା। ବଙ୍ଗୋପ ସାଗରରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ଝଡ଼ ଲଘୁଚାପରେ ପରିଣତ ହୋଇ ଭୟଙ୍କର ବାତ୍ୟାର ରୂପ ନେବ ବୋଲି ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର। କୋଲକାତାର ଅଲିପୁର ପାଣିପାଗ କେନ୍ଦ୍ର ଏହାକୁ ମହାବାତ୍ୟା ବୋଲି…