Odisha Link
Bridging the Missing Links in Odisha
Browsing Tag

Bhrugu Baxipatra

ବ୍ରହ୍ମପୁର: ଚନ୍ଦ୍ରଶେଖରଙ୍କ ବଦଳରେ…

ଓଏଲ୍‌ ବ୍ୟୁରୋ: ନିର୍ବାଚନ ତାରିଖ ଯେତେ ପାଖଉଛି ରାଜ୍ୟ ରାଜନୀତି ସେତେ ସରଗରମ ହେବାରେ ଲାଗିଛି। ଏଥିସହିତ ଦଳଡିଆଁ ରାଜନୀତି ସାଙ୍ଗକୁ ଦଳୀୟ କନ୍ଦଳ ଏବେ ସବୁଠି ଚର୍ଚ୍ଚାରେ। ଏସବୁ ମଧ୍ୟରେ ଓଡ଼ିଶା ବିଜେପିକୁ ଲାଗିଛି ବଡ଼ ଝଟକା। ବିଜେପି ସହିତ ୨୩ ବର୍ଷର ସମ୍ପର୍କରେ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି ବରିଷ୍ଠ…

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କୁ…

ବ୍ରହ୍ମପୁର: ବ୍ରହ୍ମପୁର ଲୋକସଭା କ୍ଷେତ୍ରରେ ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁର, ଛତ୍ରପୁର, ଦିଗପହଣ୍ଡି ଓ ଗୋପାଳପୁର ନିର୍ବାଚନମଣ୍ଡଳୀରେ ଗୋଟିଏ ଲେଖାଏଁ କେନ୍ଦ୍ରୀୟ ବିଦ୍ଯାଳୟ ସ୍ଥାପନ ହୋଇଥିଲେ ମଧ୍ଯ ଚିକିଟି ନିର୍ବାଚନ ମଣ୍ଡଳୀରେ ଆଜିଯାଏଁ କେନ୍ଦ୍ରୀୟ ବିଦ୍ଯାଳୟ ନାହିଁ। ଉପଯୁକ୍ତ ଶିକ୍ଷା ପାଇଁ ଆନ୍ଧ୍ର…

ଓଡ଼ିଶାର ସବୁ ଭେଷଜ ମହାବିଦ୍ୟାଳୟରେ ECMO…

ଭୁବନେଶ୍ବର: ମହାମାରୀ କରୋନାରେ ଗୁରୁତର ହେଉଥିବା ରୋଗୀଙ୍କ ପାଇଁ ECMO ଚିକିତ୍ସା ବରଦାନ ସାବ୍ୟସ୍ତ ହୋଇଛି। ହେଲେ ଓଡ଼ିଶାରେ କୌଣସି ସରକାରୀ ମେଡିକାଲ୍‌ରେ ଇକ୍‌ମୋ ମେସିନ୍‌ ନଥିବାରୁ ଗୁରୁତର ରୋଗୀଙ୍କୁ ରାଜ୍ୟ ବାହାରକୁ ଏୟାରଲିପ୍ଟିଂ କରାଯାଉଛି। ଗତ ସପ୍ତାହେ ମଧ୍ୟରେ ୩ ଜଣଙ୍କୁ ଏୟାରଲିପ୍ଟିଂ କରାଯାଇ…

ସରକାରୀ ଅର୍ଥକୁ ଖୁଲମଖୁଲା ହଡ଼ପ କରୁଛନ୍ତି…

ଭୁବନେଶ୍ୱର: ଦୁର୍ନୀତି ଓ ଭ୍ରଷ୍ଟାଚାରରେ ବୁଡିଛି ଶାସକ ବିଜେଡି। ଜନସାଧାରଣଙ୍କ ବିକାଶ ପାଇଁ ଆସୁଥିବା କେନ୍ଦ୍ରୀୟ ଅର୍ଥକୁ ହଡପ କରି ମିଛରେ ବିକାଶର ଡିଣ୍ଡିମ ପିଟିଚାଲିଛନ୍ତି ବିଜେଡି ନେତା। ଗରିବ ଶ୍ରେଣୀର ଲୋକଙ୍କ ପାଇଁ ଆସୁଥିବା ଆବାସ ଯୋଜନାର ଅର୍ଥ, ବାର୍ଦ୍ଧକ୍ୟ ଭତା ଏବଂ ବିଭିନ୍ନ ଜନକନ୍ୟାଲକାରୀ…

ମିଛ ଖବର ପ୍ରଚାରରେ ସୀମା ଟପୁଛି ରାଜ୍ୟ…

ଭୁବନେଶ୍ବର: ମିଛ ଖବର ପ୍ରଚାର କରିବାରେ ରାଜ୍ୟ ବିଜେପି ନେତାମାନେ ଏବେ ସବୁ ସୀମା ଟପିଗଲେଣି। ବିଜେପି ନେତା ଭୃଗୁ ବକ୍ସିପାତ୍ରଙ୍କ ସାମ୍ବାଦିକ ସମ୍ମିଳନୀର ଜବାବ ଦେଇ ଏହା କହିଛନ୍ତି ବିଜେଡି ମୁଖପାତ୍ର ଡକ୍ଟର ସସ୍ମିତ ପାତ୍ର। ଡକ୍ଟର ପାତ୍ର କହିଛନ୍ତି ଯେ ଗତ ତିନି ଚାରି ମାସ ଧରି ଆଶା,…

ମୁଖ୍ୟମନ୍ତ୍ରୀଙ୍କୁ ଭୃଗୁଙ୍କ ଚିଠି:…

ଭୁବନେଶ୍ବର: କରୋନା କାଳରେ ରାଜ୍ୟ ବିଜେପିର ଉପସଭାପତି ଭୃଗୁ ବକ୍ସିପାତ୍ର ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି। ଗଞ୍ଜାମ ଜିଲ୍ଲାର କୋଭିଡ ମୃତ୍ୟୁ ତଥ୍ୟ ଲୁଚାଯାଉଥିବା ନେଇ ଅଭିଯୋଗ ଆଣିଛନ୍ତି ଭୃଗୁ ବକ୍ସିପାତ୍ର। ଏଥିସହିତ କରୋନା ମହାମାରୀକୁ ନିୟନ୍ତ୍ରଣ କରିବା ପାଇଁ ରାଜ୍ୟ ସରକାର କେନ୍ଦ୍ରର ସହାୟତା…