Odisha Link
Bridging the Missing Links in Odisha
Browsing Tag

bmc commisioner

ଏକ୍ସଆଇଏମବିର ୨୦୪ଜଣ ଛାତ୍ରଛାତ୍ରୀଙ୍କ…

ଭୁବନେଶ୍ବର: ଏକ୍ସଆଇଏମବିରେ ଛାତ୍ରଛାତ୍ରୀ ପଜିଟିଭ ଚିହ୍ନଟ ହେବା ପରେ ଗତକାଲି ୨୦୪ଜଣଙ୍କ କରୋନା ଟେଷ୍ଟ କରାଯାଇଥିଲା। ତେବେ ଆଶ୍ୱସ୍ତିକର କଥା ହେଲା ଯେ, ୨୦୪ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୨୦୧ଜଣଙ୍କ ରିପୋର୍ଟ ନେଗେଟିଭ ଆସିଛି। ଏହି ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି ବିଏମସି କମିଶନର ପ୍ରେମଚନ୍ଦ୍ର…

ଘାରିଛି କରୋନା ଦ୍ବିତୀୟ ଲହରି, ସଂଧ୍ୟା…

ଭୁବନେଶ୍ବର: ଦୀର୍ଘ ଏଗାର ମାସ ହେବ କଲବଲ କରୁଛି କରୋନା। କିଛି ଦିନ ହେବ କରୋନା ଟିକା ଆସିବା ପରେ ଲୋକମାନଙ୍କ ମନରୁ ଭୟ ଦୂର ହୋଇ ଯାଇଥିଲା। କିନ୍ତୁ ଏହାରି ଭିତରେ ଆସିଛି କରୋନାକୁ ନେଇ ଆଉ ଏକ ବଡ଼ ଖବର। ଏବେ ସାରା ଦେଶରେ ଘାରିଛି କରୋନାର ଦ୍ବିତୀୟ ଲହରି ଚିନ୍ତା। ମହାରାଷ୍ଟ୍ର ସମେତ ଦେଶର ୫ ରାଜ୍ୟରେ…

କଟକଣା ନିର୍ଦ୍ଦିଷ୍ଟ ସଂସ୍ଥା ପାଇଁ…

ଭୁବନେଶ୍ୱର: ବିଏମ୍‌ସି ଅଞ୍ଚଳରେ ମାଗଣାରେ ଖାଦ୍ୟ ବଣ୍ଟନ ନେଇ କଟକଣା ପ୍ରସଙ୍ଗରେ ନିଜର ପ୍ରତିକ୍ରିୟା ରଖିଛନ୍ତି କମିଶନର। ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ କହିଛନ୍ତି ଯେ, ଯାହାର ଖାଦ୍ୟ ବା ବସ୍ତ୍ର ଦେବା କଥା ସେମାନେ ଆମ ସହ ଆଲୋଚନା କରନ୍ତୁ। ଆମକୁ ଆବେଦନ କଲେ ସେମାନଙ୍କୁ ସେହି ହିସାବରେ…

ଏବେ ମନ୍ଦିର ଖୋଲିବା ଆଶା କ୍ଷୀଣ: ବିଏମସି…

ଭୁବନେଶ୍ବର: ରାଜଧାନୀରେ ମନ୍ଦିର ଖୋଲିବା ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ। ଶ୍ରୀ ଚୌଧୁରୀ କହିଛନ୍ତି, ରାଜଧାନୀ ଏବେ ମନ୍ଦିର ଖୋଲିବା ଆଶା କ୍ଷୀଣ।। ମନ୍ଦିର ଖୋଲିବ କି ନାହିଁ ସେ ନେଇ ବିଭିନ୍ନ ଦିଗକୁ ଆଲୋଚନା ଓ ବିଚାର ବିମର୍ଷ ଚାଲିଛି। ବିଶେଷଜ୍ଞ ଓ ଡାକ୍ତରୀଟିମ…

ମନ୍ଦିର ଖୋଲିବାକୁ ଲୋକଙ୍କ ମତ ନେବୁ:…

ଭୁବନେଶ୍ୱର: ରାଜ୍ୟ ସରକାର ଅନଲକ ୬.୦ ଗାଇଡଲାଇନରେ ଧର୍ମାନୁଷ୍ଠାନ ଖୋଲିବା ନେଇ ସବୁଜ ସଙ୍କେତ ଦେଇଛନ୍ତି। ତେବେ ମନ୍ଦିର ଖୋଲିବାକୁ ଲୋକଙ୍କ ମତ ନେବୁ ବୋଲି ବିଏମସି କମିଶନର କହିଛନ୍ତି। ଏନେଇ ବିଏମସି କମିଶନର କହିଛନ୍ତି ଯେ, ମନ୍ଦିର ଖୋଲିବା ନେଇ ନିଷ୍ପତ୍ତି ହୋଇନାହିଁ। ମନ୍ଦିର ଖୋଲିବା ପୂର୍ବରୁ ଆମେ…

ରାଜଧାନୀରେ କମୁଛି ସଂକ୍ରମଣ, ଖାଲି ପଡିଛି…

ଭୁବନେଶ୍ୱର: ଦିନକୁ ଦିନ ରାଜଧାନୀ ଭୁବନେଶ୍ୱରରେ କରୋନା ସଂକ୍ରମଣ ହ୍ରାସ ପାଇବାରେ ଲାଗିଛି। ଭୁବନେଶ୍ୱରର ବିଭିନ୍ନ ହସ୍ପି‌ଟାଲ ଗୁଡ଼ିକରେ ୧୦୦ରୁ ଅଧିକ ଆସିୟୁ ବେଡ୍‌ ଖାଲି ରହିଛି। ଦୈନିକ ୩୦ରୁ ୩୫ ରୋଗୀଙ୍କୁ ଫାଭିପାରାଭିର୍‌ ନିଆଯାଇଛି। ଏନେଇ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) କମିସନର…