Odisha Link
Bridging the Missing Links in Odisha
Browsing Tag

children

ଜନତାଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଅପିଲ୍,…

ଓଏଲ୍‌ ବ୍ୟୁରୋ: ଭାରତରେ ଦିନକୁ ଦିନ ହୁ ହୁ ହୋଇ ବଢ଼ିବାରେ ଲାଗିଛି ଜନସଂଖ୍ୟା। ସାରା ବିଶ୍ବରେ ଜନସଂଖ୍ୟା ମାମଲାରେ ଦ୍ବିତୀୟ ସ୍ଥାନରେ ରହିଛି ଭାରତ। ଯାହାକୁ ନେଇ କେନ୍ଦ୍ର ସରକାର ଚିନ୍ତିତ ଥିବା ସହିତ କିଛି ନୂଆ ଆଇନ୍‌ ପ୍ରଣୟନ କରିବାକୁ ଯୋଜନା କରୁଥିବା ଖବର ବିଭିନ୍ନ ସମୟରେ ଗଣମାଧ୍ୟମରେ ଚର୍ଚ୍ଚା…

ବୁର୍ଲା ଭୀମସାରରେ ୨ ଶିଶୁ କୋଭିଡ ପଜିଟିଭ…

ସମ୍ବଲପୁର: ରାଜ୍ୟରେ କରୋନା ମାମଲା ପୂର୍ବଅପେକ୍ଷା ଧିରେ ଧିରେ କମିବାରେ ଲାଗିଛି। ଅନ୍ୟପଟେ ସମ୍ବଲପୁର ବୁର୍ଲା ଭୀମସାରରେ ୨ ଶିଶୁ କୋଭିଡ୍ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏ ନେଇ ଭୀମସାର ସୁପରିଟେଣ୍ଡେଣ୍ଟ ଡାକ୍ତର ଲାଲମୋହନ ନାୟକ ସୂଚନା ଦେଇଛନ୍ତି। ସମ୍ବଲପୁର ବୁର୍ଲା ଭୀମସାରରେ ୨ ଶିଶୁ କୋଭିଡ୍ ପଜିଟିଭ…

ଆସନ୍ତା ମାସରୁ ପିଲାଙ୍କୁ କୋଭିଡ୍ ଟିକା!

ନୂଆଦିଲ୍ଲୀ: ଦିନକୁ ଦିନ କରୋନା ସଂକ୍ରମଣ କମିବାରେ ଲାଗିଛି। ଏସବୁ ମଧ୍ୟରେ ଟିକାକରଣ ପ୍ରକ୍ରିୟାକୁ ଜୋରଦାର କରିଛନ୍ତି ସରକାର। ବର୍ତ୍ତମାନ ଦେଶରେ ୧୮ ବର୍ଷରୁ ଉର୍ଦ୍ଧ୍ବ ନାଗରିକଙ୍କୁ କରୋନା ଟିକା ଦିଆ ଯାଉଥିବା ବେଳେ ଆସନ୍ତା ମାସରୁ ୧୮ ବର୍ଷରୁ କମ୍‌ ବୟସର ପିଲାଙ୍କୁ ଟିକା ଦିଆଯିବ ବୋଲି ସୂଚନା…

ସେପ୍ଟେମ୍ବର ସୁଦ୍ଧା ଶିଶୁମାନଙ୍କୁ…

ନୂଆଦିଲ୍ଲୀ: ଆସନ୍ତା ସେପ୍ଟେମ୍ବର ସୁଦ୍ଧା ଦେଶରେ ଶିଶୁମାନଙ୍କୁ କରାଯିବ ଟିକାକରଣ। ଏନେଇ ଦିଲ୍ଲୀ ଏମସ ମୁଖ୍ୟ ଡାକ୍ତର ରଣଦୀପ ଗୁଲେରିଆ ସୂଚନା ଦେଇଛନ୍ତି। କୋଭିଡ ୧୯ ଟାସ୍କଫୋର୍ସ ସଦସ୍ୟ ଗୁଲେରିଆ କହିଛନ୍ତି, ସେପ୍ଟେମ୍ବର ସୁଦ୍ଧା କୋଭାକ୍ସିନର ଦ୍ୱିତୀୟ ଓ ତୃତୀୟ ଟ୍ରାଏଲ ସରିବ। ଏହାସହ ସେହି ମାସରେ…

ତାବ୍‌ଲିଘି ଜମାତ୍‌: ଆନ୍ଧ୍ରପ୍ରଦେଶରେ ୪୦…

ହାଇଦ୍ରାବାଦ: ଆନ୍ଧ୍ରପ୍ରଦେଶରେ ଦେଶର ସର୍ବାଧିକ ଶୁଶୁ-କିଶୋର କରୋନା ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ଆନ୍ଧ୍ରପ୍ରଦେଶରେ ୩ରୁ ୧୭ ବର୍ଷ ବୟସ ମଧ୍ୟରେ ୪୦ ଜଣଙ୍କ ଠାରେ କୋଭିଡ୍-୧୯ ପଜିଟିଭ୍‌ ମିଳିଥିବା ଜଣାପଡ଼ିଛି। ସେହିପରି ଆକ୍ରାନ୍ତଙ୍କ ମଧ୍ୟରେ ୧୨୪ ଜଣ ମହିଳା ଅଛନ୍ତି। ସମସ୍ତ ଶିଶୁ ତାବ୍‌ଲିଘି ଜମାତ୍‌…

ଓଡ଼ିଶାରେ ପ୍ରଥମ ଥର ପାଇଁ ୨ ଶିଶୁଙ୍କୁ…

ଭୁବନେଶ୍ବର: ଗତକାଲି ରାତିରେ ରାଜ୍ୟରେ ୪ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ। ସେଇ ୪ ଆକ୍ରାନ୍ତଙ୍କ ଟ୍ରାଭେଲ ହିଷ୍ଟ୍ରି ବା ଗସ୍ତ ବିବରଣୀ ଦେଲେ ରାଜ୍ୟ ସରକାର। ୪୫, ୪୬, ୪୭ ଏବଂ ୪୮ ନମ୍ବର ଆକ୍ରାନ୍ତଙ୍କ ଗସ୍ତ ବିବରଣୀର ପୂରା ତଥ୍ୟ ଦେଲା ସ୍ୱାସ୍ଥ୍ୟ ବିଭାଗ। ତେବେ ଗତକାଲି ଚିହ୍ନଟ ହୋଇଥିବେ ୪…

କରୋନା ଆତଙ୍କ: ଆକ୍ରାନ୍ତଙ୍କ ସଂଖ୍ୟା ୪୨,…

କୋଚି: ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଭାରତରେ ବୃଦ୍ଧି ପାଉଛି। ଜାତୀୟ ଗଣମାଧ୍ୟମରେ ପ୍ରସାରିତ ଖବର ଅନୁଯାୟୀ ଏବେ ସୁଦ୍ଧା ୪୨ ଜଣ କରୋନା ଭାଇରସରେ ଆକ୍ତାନ୍ତ ହୋଇଛନ୍ତି। ଆଉ ଏହି ଭାଇରସରୁ ବର୍ତ୍ତି ନାହାନ୍ତି କେରଳର ଏକ ୩ ବର୍ଷର ଶିଶୁ। ଏହି ଶିଶୁଙ୍କ ନକଟରେ କୋରୋନା ପଜେଟିଭ ମିଳିଛି।…

ଷ୍ଟେସନରୁ ଉଦ୍ଧାର ହେଲେ ୫ଜଣ ଶିଶୁ

ଭୁବନେଶ୍ବର : ଷ୍ଟେସନରୁ ୫ଜଣ ଛୋଟପିଲାଙ୍କୁ ଉଦ୍ଧାର କରାଯାଇଛି । ସେମାନଙ୍କ ମଧ୍ୟରୁ ୩ ଜଣ ନାବାଳିକା ଓ ୨ ଜଣ ନାବାଳକ ଅଟନ୍ତି । ଜଣେ ମହିଳା ଦଲାଲଙ୍କୁ ବାଲେଶ୍ବର ରୁ ଚେନ୍ନାଇ ଯିବା ସମୟ ଅଟକ କରାଯାଇଥିଲା ।