Odisha Link
Bridging the Missing Links in Odisha
Browsing Tag

Cricket World Cup 2023

ବିଶ୍ୱକପ୍ ମହାସମର: ଭାରତ-ଅଷ୍ଟ୍ରେଲିଆ…

ଓଏଲ୍‌ ବ୍ୟୁରୋ: ଆଉ କିଛି ଘଣ୍ଟାର ଅପେକ୍ଷା। ବିଶ୍ବର ବଡ଼ କ୍ରିକେଟ ଷ୍ଟାଡିୟମରେ ଖେଳାଯିବ ବଡ଼ ମୁକାବିଲା। ୨୦ ବର୍ଷ ପରେ ପୁଣିଥରେ ଫାଇନାଲ ମୁକାବିଲାରେ ମୁହାଁମୁହିଁ ହେବେ ଭାରତ-ଅଷ୍ଟ୍ରେଲିଆ। ଅହମଦାବାଦରେ ମୁହାଁମୁହିଁ ହେବେ ଭାରତ ଓ ଅଷ୍ଟ୍ରେଲିଆ। ବିଶ୍ବକପ୍‌ ଫାଇନାଲ ପାଇଁ କାଉଣ୍ଟଡାଉନ୍‌ ଆରମ୍ଭ ହୋଇ…

ଶ୍ରୀଲଙ୍କାକୁ ହରାଇଲା ନ୍ୟୁଜିଲାଣ୍ଡ;…

ଓଏଲ୍‌ ବ୍ୟୁରୋ: କର ବା ମର ମ୍ୟାଚରେ ଶ୍ରୀଲଙ୍କାକୁ ହରାଇ ସେମି ଫାଇନାଲ ମୁକାବିଲା ପାଇଁ ୯୯% ସ୍ଥାନ ପକ୍କା କଲା ନ୍ୟୁଜିଲାଣ୍ଡ। ଶ୍ରୀଲଙ୍କାକୁ ୫ ଓ୍ବିକେଟରେ ମାତ୍‌ ଦେଇ ବିଜୟୀ ହୋଇଛି ନ୍ୟୁଜିଲାଣ୍ଡ। ବିଶ୍ବକପ୍‌ର ସେମି ଦୌଡ଼ରୁ ଶ୍ରୀଲଙ୍କା ପୂର୍ବରୁ ବାଦ ପଡ଼ିଥିବା ବେଳେ ଆଜିର ମୁକାବିଲା ନ୍ୟୁଜିଲାଣ୍ଡ…

ବିଶ୍ବକପ୍‌ ୨୦୨୩: ସେମି ଟିକେଟ୍‌ ପାଇଁ…

ଓଏଲ୍‌ ବ୍ୟୁରୋ: ରୋମାଞ୍ଚକର ସ୍ଥିତିରେ ଆସି ପହଁଞ୍ଚିଛି ଦିନିକିଆ କ୍ରିକେଟ ବିଶ୍ବକପ୍‌ ୨୦୨୩। ଭାରତ ସେମି ଫାଇନାଲରେ ପ୍ରବେଶ କରିଥିବା ବେଳେ ଆଉ ୩ଟି ଦଳ ସେମି ଏଣ୍ଟ୍ରି କରିବେ। ତେବେ ଆଜି ପୂର୍ବାହ୍ନରେ ବେଙ୍ଗାଲୁରୁରେ ହେବାକୁ ଥିବା ନ୍ୟୁଜିଲାଣ୍ଡ-ପାକିସ୍ତାନ ମୁକାବିଲା ଉପରେ ସମସ୍ତଙ୍କ ନଜର ରହିଛି।…

ବିଶ୍ବକପ୍‌ ୨୦୨୩: ରୋହିତଙ୍କ ଟାର୍ଗେଟରେ…

ଓଏଲ୍‌ ବ୍ୟୁରୋ: ଦିନିକିଆ ବିଶ୍ବକପ୍‌ ୨୦୨୩ର ୧୭ତମ ମୁକାବିଲା ଆଜି ଭାରତ-ବାଂଲାଦେଶ ମଧ୍ୟରେ ଖେଳାଯିବ। ଅଷ୍ଟ୍ରେଲିଆ, ଆଫଗାନିସ୍ତାନ, ପାକିସ୍ତାନକୁ ପରାସ୍ତ କରି ଆତ୍ମବିଶ୍ବାସରେ ଥିବା ରୋହିତ ଶର୍ମାଙ୍କ ଦଳକୁ ଏବେ ବାଂଲାଦେଶ ଆହ୍ବାନର ସମ୍ମୁଖୀନ ହେବାକୁ ପଡ଼ିବ। ବର୍ତମାନର ଫର୍ମକୁ ଦେଖିଲେ ଭାରତ ଏହି…

ପ୍ରଥମ ଥର ପାଇଁ ବିରାଟଙ୍କୁ ପଛରେ ପକାଇଲେ…

ଓଏଲ୍‌ ବ୍ୟୁରୋ: ଆସନ୍ତାକାଲି ଦିନିକିଆ ବିଶ୍ବକପ୍‌ ୨୦୨୩ର ୧୭ତମ ମୁକାବିଲା ଭାରତ-ବାଂଲାଦେଶ ମଧ୍ୟରେ ଖେଳାଯିବ। ଏହାପୂର୍ବରୁ ଆଇସିସି ଜାରି କରିଛି ଦିନିକିଆ ରାଙ୍କିଙ୍ଗ୍। ବ୍ୟାଟିଂ, ବୋଲିଂ ଓ ଅଲରାଉଣ୍ଡର ରାଙ୍କିଙ୍ଗ୍‌ ତାଲିକା ପ୍ରକାଶ କରିଛି ଆଇସିସି। ପ୍ରଥମ ଥର ପାଇଁ ଦିନିକିଆ ରାଙ୍କିଙ୍ଗରେ ବିରାଟ…

ବିନା ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ ଆରମ୍ଭ…

ଓଏଲ୍‌ ବ୍ୟୁରୋ: ଆରମ୍ଭ ହେଲା ଆଇସିସି ପୁରୁଷ ଦିନିକିଆ ବିଶ୍ବକପ୍‌ର ତ୍ରୟୋଦଶ ସଂସ୍କରଣ। ଏଥର ବିନା ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ ଆରମ୍ଭ ହୋଇଛି ବିଶ୍ବକପ୍।ମହାକୁମ୍ଭର ପ୍ରଥମ ମୁକାବିଲାରେ ମୁହାଁମୁହିଁ ହେଉଛନ୍ତି ଗତଥରର ବିଜେତା ଇଂଲଣ୍ଡ ଓ ଉପବିଜେତା ନ୍ୟୁଜିଲାଣ୍ଡ। ମହାକୁମ୍ଭର ପ୍ରଥମ ମୁକାବିଲାରେ…

ବିଶ୍ବକପ୍‌: ୪୮ ବର୍ଷର ଇତିହାସରେ ଭାରତ…

ଓଏଲ୍‌ ବ୍ୟୁରୋ: ବାଜିଲା ବିଗୁଲ। ଆଉ ମାତ୍ର କିଛି ସମୟ ପରେ ଆରମ୍ଭ ହେବ ଆଇସିସି ପୁରୁଷ ଦିନିକିଆ ବିଶ୍ବକପ୍‌ର ତ୍ରୟୋଦଶ ସଂସ୍କରଣ। ମହାକୁମ୍ଭର ପ୍ରଥମ ମୁକାବିଲାରେ ମୁହାଁମୁହିଁ ହେବେ ଗତଥରର ବିଜେତା ଇଂଲଣ୍ଡ ଓ ଉପବିଜେତା ନ୍ୟୁଜିଲାଣ୍ଡ। ଅପରାହ୍ନ ୨ଟାରେ ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ…

ବିଶ୍ବକପ୍‌ ପୂର୍ବରୁ ଐତିହାସିକ ଶୃଙ୍ଖଳା…

ଓଏଲ୍‌ ବ୍ୟୁରୋ: ଆଜି ରାଜକୋଟରେ ଖେଳାଯିବ ଭାରତ-ଅଷ୍ଟ୍ରେଲିଆ ଦିନିକିଆ ସିରିଜର ଶେଷ ମୁକାବିଲା। ଭାରତ ୨-୦ରେ ଆଗୁଆ ଥିଲେ ବି ବିଶ୍ବକପ୍‌ ପୂର୍ବରୁ ଏହି ମ୍ୟାଚ୍‌ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ। କାରଣ ଭାରତ ତାର ଟିମ୍‌ କମ୍ବିନେଶନ୍‌କୁ ଗୁରୁତ୍ବ ଦେବାକୁ ଚେଷ୍ଟା କରିବ। ବିଶ୍ୱକପ ପୂର୍ବରୁ ଏହା ଶେଷ…

ଦିନିକିଆ ବିଶ୍ବକପ୍‌ ପାଇଁ ଦୁଇ ଦୁଇ ଥର…

ଓଏଲ୍‌ ବ୍ୟୁରୋ: ଏକଦା ବିଶ୍ବ କ୍ରିକେଟରେ ଦବଦବା ଜାହିର କରୁଥିଲା ଓ୍ବେଷ୍ଟଇଣ୍ଡିଜ କ୍ରିକେଟ ଟିମ୍‌। ଏବେ ବିଶ୍ବକପ୍‌ ଖେଳିବାକୁ କରୁଛି କଡ଼ା ସଂଘର୍ଷ। ଚଳିତ ବର୍ଷ ଭାରତରେ ଖେଳାଯିବାକୁ ଥିବା ଦିନିକିଆ ବିଶ୍ବକପ୍‌ ପାଇଁ ଓ୍ବେଷ୍ଟଇଣ୍ଡିଜ୍‌ ଯୋଗ୍ୟତା ଅର୍ଜନ କରିପାରିନାହିଁ। ଜିମ୍ବାୱେରେ ଚାଲିଥିବା…

ଦିନିକିଆ ବିଶ୍ବକପ୍‌: ଏହି ୧୨ ସହରରେ…

ଓଏଲ୍‌ ବ୍ୟୁରୋ: ଭାରତରେ ଅନୁଷ୍ଠିତ ହେବାକୁ ଯାଉଛି ୨୦୨୩ ଦିନିକିଆ ବିଶ୍ବକପ୍। ଏଥିପାଇଁ ସମସ୍ତ ପ୍ରସ୍ତୁତି କରୁଛି ବିସିସିଆଇ। ଭାରତରେ ଖେଳାଯିବାକୁ ଥିବା ବିଶ୍ବକପ୍‌ ମୋଟ ୧୨ଟି ପଡ଼ିଆରେ ଖେଳାଯିବ। ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଏହି ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ ଖେଳାଯିବ।ଏହାବ୍ୟତୀତ…