Odisha Link
Bridging the Missing Links in Odisha
Browsing Tag

Kandhamal

ବ୍ରିଜ ତଳକୁ ଖସିଲା ସ୍କୁଟି; ଚାଲିଗଲା ୩…

ଓଏଲ୍‌ ବ୍ୟୁରୋ: ଭାରସାମ୍ୟ ହରାଇ ବ୍ରିଜ ତଳକୁ ଖସିଲା ସ୍କୁଟି। ଘଟଣାସ୍ଥଳରେ ହିଁ ଚାଲିଗଲା ୩ ଜଣଙ୍କ ଜୀବନ। କନ୍ଧମାଳ ଜିଲ୍ଲା ରାଇକିଆ ଥାନା ଅନ୍ତର୍ଗତ ମଣ୍ଡାକିଆ ବୁଡ଼ାମାହା ନିକଟରେ ଏହି ଦୁର୍ଘଟଣା ଘଟିଛି। ୩ ମୃତ ଯୁବକମାନେ ବେରେଡାକିଆ ଓ ଡଲାବାଲି ଅଞ୍ଚଳର ହୋଇଥିବା ସୂଚନା ରହିଛି। ମିଳିଥିବା ସୂଚନା…

ସାଥିରେ ଆଣୁଥିଲେ ବନ୍ଧୁକ, ଗୁଳି ଫୁଟି…

ଓଏଲ୍ ବ୍ୟୁରୋ: କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ିରେ ଅଘଟଣ। ଦେଶୀ ବନ୍ଧୁକରୁ ଗୁଳି ଫୁଟାଇ ଜଣେ ଗୁରୁତର ହୋଇଛନ୍ତି। କୋଟଗଡ ଥାନା ରଡ଼ା ଗ୍ରାମର ଏଲିଅ ସୁନାମାଝୀ ହେଉଛନ୍ତି ସେହି ଗୁରୁତର ହୋଇଥିବା ବ୍ୟକ୍ତି। ଏଲିଅଙ୍କୁ ଉଦ୍ଧାର କରି ଦାରିଙ୍ଗବାଡ଼ି ମେଡିକାଲରେ ଭର୍ତ୍ତି କରାଯାଇଥଲା କିନ୍ତୁ ଅବସ୍ଥା ଅଧିକ…

କନ୍ଧମାଳରୁ ୬୦ କେଜିରୁ ଉର୍ଦ୍ଧ୍ବ ଗଞ୍ଜେଇ…

କନ୍ଧମାଳ: କନ୍ଧମାଳରୁ ୬୦ କେଜିରୁ ଉର୍ଦ୍ଧ୍ବ ଗଞ୍ଜେଇ ଜବତ। କନ୍ଧମାଳ ବାଲିଗୁଡା ଥାନା ମହାସିଙ୍ଗ ଅଞ୍ଚଳରୁ ଗଞ୍ଜେଇ ଚୋରା ଚାଲାଣ ସମୟରେ ୬୦ କେଜିରୁ ଅଧିକ ଗଞ୍ଜେଇ ଜବତ କରାଯାଇଛି। ଏନେଇ ସ୍ଥାନୀୟ ପୁଲିସ ସୂଚନା ଦେଇଛି। ଗଞ୍ଜେଇ ଚୋରା ଚାଲାଣ ଘଟଣାରେ ପୁଲିସ ୫ ଗଞ୍ଜେଇ ବେପାରୀଙ୍କୁ ଗିରଫ କରିଛି।…

ସ୍ବାମୀ ଲକ୍ଷ୍ମଣାନନ୍ଦଙ୍କ ହତ୍ୟାକୁ…

ଭୁବନେଶ୍ବର: ଆଜି ହେଉଛି ପବିତ୍ର ଜନ୍ମାଷ୍ଟମୀ। ସାରା ଦେଶ ସମେତ ସାରା ରାଜ୍ୟ ଏହି ଉତ୍ସବକୁ ପାଳନ କରିବା ପାଇଁ ସରିଛି ପ୍ରସ୍ତୁତି। ଏଥିସହିତ ବହୁଚର୍ଚ୍ଚିତ ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କ ହତ୍ୟା ଘଟଣାକୁ ୧୨ ବର୍ଷ ମଧ୍ୟ ପୁରିଛି। ଏପର୍ଯ୍ୟନ୍ତ ସୁଦ୍ଧା ତଦନ୍ତ ରିପୋର୍ଟ ସାର୍ବଜନୀନ…

ସୁରତରୁ ଆସୁଥିବା ବସ କଳିଙ୍ଗାଘାଟିରେ…

କନ୍ଧମାଳ: ଆଜି ସୁରତରୁ ପ୍ରାୟ ୪୦ ଜଣ ଯାତ୍ରୀଙ୍କୁ ଆଣି ଓଡ଼ିଶା ଆସୁଥିବା 'ଶ୍ରୀ ପଟେଲ' ନାମକ ବସ୍‌ କନ୍ଧମାଳ ଜିଲ୍ଲା କଳିଙ୍ଗା ଘାଟି ଗିରିପଥରେ ଦୁର୍ଘଟଣାର ଶିକାର ହୋଇଛି। ଏଥିରେ ୨ ଜଣଙ୍କର ପ୍ରାଣହାନି ଘଟିଥିବା ବେଳେ ଅନ୍ୟ ୪ ଜଣ ଗୁରୁତର ଆହତ ହୋଇଛନ୍ତି। କରୋନା ଭୂତାଣୁ ସହ ଲଢ଼େଇ ସମୟରେ ପ୍ରବାସୀ…

କନ୍ଧମାଳରେ କଡ଼ାକଡ଼ି ହେଲା ସୁରକ୍ଷା…

ଫୁଲବାଣୀ : ବଡ଼ ଦିନ ପାଇଁ କନ୍ଧମାଳରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ା କରାଯାଇଛି । ଜିଲ୍ଲାପୋଲିସ୍ ସହ ଅଧିକ ୨୧ ପ୍ଳାଟୁନ ଫୋର୍ସ, ସିଆରପିଏଫ୍ ମୁତୟନ କରାଯାଇଛି । ସିଆରପିଏଫ୍ ଙ୍କୁ ନକ୍ସଲ ପ୍ରବଣ ସ୍ଥାନମାନଙ୍କରେ ମୁତୟନ କରାଯାଇଛି । ବାରଖମାରେ କୁଇ ସମନ୍ବୟ ସମିତି ପକ୍ଷରୁ ସହିଦ ଦିବସ ପାଳନ ହେତୁ…

ଅଟୋ-ବୋଲେରୋ ଧକ୍କା, ୧୦ ଗୁରୁତର

ଦାରିଙ୍ଗବାଡ଼ି : କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ବ୍ରାହ୍ମଣୀଗାଁ ଥାନା ଅନ୍ତର୍ଗତ ବଙ୍ଗଡ଼ଦୁଆ ଘାଟି ନିକଟରେ ମଙ୍ଗଳବାର ଏକ ଅଟୋ ସହ ବୋଲେରୋ ମୁହାଁମୁହିଁ ଧକ୍କା ହୋଇଛି। ଏଥିରେ ୧୦ଜଣ ଗୁରୁତ ଆହତ ହୋଇଥିବା ବେଳେ ୫ ଜଣଙ୍କ ଅବସ୍ଥା ଅତ୍ୟନ୍ତ ସଙ୍କଟାପନ୍ନ ରହିଛି। ତାଜୁଙ୍ଗିଆ ଅଞ୍ଚଳର ଏକ ଯାତ୍ରୀ…

ସୂଚନା ଅଧିକାର କର୍ମୀଙ୍କୁ ହତ୍ୟା

ବାଲିଗୁଡ଼ା: କନ୍ଧମାଳ ଜିଲ୍ଲା ବାଲିଗୁଡାରେ ସୂଚନା ଅଧିକାର(ଆର୍‌ଟିଆଇ) କର୍ମୀଙ୍କୁ ଗୁଳି କରି ହତ୍ୟା କରାଯାଇଛି। ମୃ୍ତ ଆର୍‌ଟିଆଇ କର୍ମୀଙ୍କ ନାଁ ହେଉଛି ଅଭିମନ୍ୟୁ ପଣ୍ଡା। ଆଜି ସକାଳେ ପାତ୍ର ସାହି ସ୍ଥିତ ନିଜ ବାସଭବନ ଆଗରେ ଅଭିମନ୍ୟୁ ଛିଡା ହୋଇଥିିବା ବେଳେ ଏହି ସମୟରେ ଗୋଟିଏ ବାଇକରେ ଦୁଇ ଜଣ…

ଶିକ୍ଷକ ନଥିବାରୁ ଘାଟି ଜଙ୍ଗଲରେ ରାଲି…

କନ୍ଧମାଳ: ସ୍କୁଲରେ ଶିକ୍ଷକ ନଥିବାରୁ କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧର ବେଲଘର ଅଞ୍ଚଳରେ ଘଞ୍ଚ ଜଙ୍ଗଲରେ ଭିତରେ ଚାଲି ଚାଲି ପ୍ରତିବାଦ କରିଛନ୍ତି ଛାତ୍ରଛାତ୍ରୀ। ବିଦ୍ୟାଳୟରେ ଆବଶ୍ୟକ ଅନୁଯାୟୀ ଶିକ୍ଷକ ନଥିବାରୁ ଏହିପରି ପ୍ରତିବାଦ କରିଛନ୍ତି ଛାତ୍ରଛାତ୍ରୀ । ବେଲଘରରୁ ୨୬ କିଲୋମିଟର ଘାଟି ପାହାଡ ଓ ଘଂଚ…

ପୁଣି ମାତିଲେ ମାଓବାଦୀ

କନ୍ଧମାଳ: କିଛି ଦିନ ବ୍ୟବଧାନ ପରେ ପୁଣି ମାଓବାଦୀମାନେ କାଣ୍ଡ ଭିଆଇଛନ୍ତି। କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ଥାନା ଅନ୍ତର୍ଗତ କୁର୍ତମଗଡ ପନ୍ଦରମାଇଲ ଛକ ଏବଂ ସିର୍ତୀଗୁଡା କନ୍ଦିବାନ୍ଦା ନିକଟ ସିଓସୁଗାରେ ମାଓବାଦୀଙ୍କ ପୋଷ୍ଟର ଓ ବ୍ୟାନର ଦେଖିବାକୁ ମିଳିଛି। ଦୀର୍ଘ ଦିନର ନୀରବତା ପରେ ପୁଣି ସିପିଆଇ…