Odisha Link
Bridging the Missing Links in Odisha

କନ୍ଧମାଳରେ କଡ଼ାକଡ଼ି ହେଲା ସୁରକ୍ଷା ବ୍ୟବସ୍ଥା

ଫୁଲବାଣୀ : ବଡ଼ ଦିନ ପାଇଁ କନ୍ଧମାଳରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ା କରାଯାଇଛି । ଜିଲ୍ଲାପୋଲିସ୍ ସହ ଅଧିକ ୨୧ ପ୍ଳାଟୁନ ଫୋର୍ସ, ସିଆରପିଏଫ୍ ମୁତୟନ କରାଯାଇଛି । ସିଆରପିଏଫ୍ ଙ୍କୁ ନକ୍ସଲ ପ୍ରବଣ ସ୍ଥାନମାନଙ୍କରେ ମୁତୟନ କରାଯାଇଛି । ବାରଖମାରେ କୁଇ ସମନ୍ବୟ ସମିତି ପକ୍ଷରୁ ସହିଦ ଦିବସ ପାଳନ ହେତୁ ସିଆରପିଏଫ୍ ମୁତୟନ କରାଯାଇଛି ।

ପୋଲିସ ପକ୍ଷରୁ ୬ଟି ସ୍ଥାନରେ ଯାଞ୍ଚ ବ୍ୟବସ୍ଥା କଡ଼ାକଡ଼ି ହୋଇଛି ।  ସହିଦ ଦିବସ ପାଳିତ ହେଉ ଥିବା ସ୍ଥାନରେ ୩ ପ୍ଳାଟୁନ ପୋଲିସ ଫୋର୍ସ ସମେତ ଜଣେ ଡ଼ିଏସ୍ ପି ଉପସ୍ଥିତ ।

Comments are closed.