Odisha Link
Bridging the Missing Links in Odisha
Daily Archives

December 25, 2019

ଆସନ୍ତାକାଲି ସୂର୍ଯ୍ୟପରାଗ, ଓଡ଼ିଶାରେ ଏହି…

ଭୁବନେଶ୍ବର: ଆସନ୍ତାକାଲି ସଂଗଠିତ ହେବ ସୂର୍ଯ୍ୟପରାଗ। ଆସନ୍ତାକାଲି ସକାଳ ୮.୨୦ରୁ ୧୧ଟା ୨୮ ମୋକ୍ଷରେ ରାଜ୍ୟରେ ସୂର୍ଯ୍ୟପରାଗ ସଂଗଠିତ ହେବ। ମିଳିଥିବା ସୂଚନା ମୁତାବକ ଗୁରୁବାର ୮.୨୦ରୁ ସ୍ପର୍ଶ ହୋଇ ପୂର୍ବାହ୍ନ ୧୧ଟା ୨୮ ମିନି୍‌ଟରେ ଶେଷ ହେବ। ତେବେ ସକାଳ ୯ଟା ୪୬ ମିନିଟ୍‌ରେ ଓଡ଼ିଶାରେ ସର୍ବାଧିକ…

୪ର୍ଥ ଅଟଳ ସମ୍ମାନରେ ସମ୍ମାନିତ ହେଲେ…

ଭୁବନେଶ୍ବର: ୧୯୨୪ ଡିସେମ୍ବର ୨୫ ତାରିଖରେ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ଜନ୍ମଗ୍ରହଣ କରିଥିଲେ। କୃଷି, ବିଜ୍ଞାନ, ଜାତୀୟ ରାଜପଥର ଉନ୍ନତୀକରଣ ତଥା ପ୍ରଧାନମନ୍ତ୍ରୀ ଗ୍ରାମ ସଡକ ଯୋଜନା ଆଦି ଅନେକ କ୍ଷେତ୍ରରେ ବାଜପେୟୀଙ୍କ ଅବଦାନ ଅତୁଳନୀୟ। ସେଥିଲାଗି ପ୍ରତିବର୍ଷ ସାରାଭାରତରେ…

ଆଗକୁ ଇଂରାଜୀ ନବବର୍ଷ, ରାଜଧାନୀରେ…

ଭୁବନେଶ୍ବର: ଆଉ କିଛିଦିନ ପରେ ସାରା ବିଶ୍ବ ପାଳନ କରିବ ଇଂରାଜୀ ନବବର୍ଷ। ଏସମୟରେ ରାଜଧାନୀରେ ଦେଖିବାକୁ ମିଳୁଛନ୍ତି ବାଂଲାଦେଶୀ ରୂପଜୀବୀ। ବାଂଲାଦେଶୀ ଯୁବତୀଙ୍କୁ ଓଡିଶା ଆଣିବା ପଛରେ ଅଛନ୍ତି ଲେଡି ଦଲାଲ। ଅଫିସରେ କାମ ଦେବାକୁ କହି ଆଣିବା ପରେ ଏଠି ସେକ୍ସ୍ ବିଜନେସ୍‌ରେ ଲଗାଉଛନ୍ତି। ନୂଆବର୍ଷ…

ବାଜପେୟୀଙ୍କ ଓଡ଼ିଶା ଗସ୍ତର ପୁରୁଣା ଫଟୋ…

ଭୁବନେଶ୍ବର: ଅଟଳ ଜୀଙ୍କର ଓଡିଶା ପ୍ରତି ସ୍ନେହ ଓ ମୋହ ଅତୁଟ ଥିଲା। ସ୍ୱର୍ଗତ ଅଟଳ ବିହାରୀ ବାଜପେୟୀଙ୍କ ଜୟନ୍ତୀ ଅବସରରେ ତାଙ୍କର ୧୯୯୧-୧୯୯୨ ମସିହାର ଓଡିଶା ଗସ୍ତର ପୁରୁଣା ଫୋଟ ଟ୍ୱିଟ୍ କରି ଇତିହାସର ସ୍ମୃତିକୁ ଉଜ୍ଜିବୀତ କରିବା ସହ ଏହା କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଶ୍ରୀ…

ବିଏସ୍‌ଏନ୍‌ଏଲ୍‌ର ନୂଆବର୍ଷ ଅଫର୍‌,…

ନୂଆଦିଲ୍ଲୀ: ନୂଆବର୍ଷକୁ ନଜରରେ ରଖି ରାଷ୍ଟ୍ରାୟତ୍ତ ଟେଲିକମ୍ କମ୍ପାନୀ ବିଏସ୍‌ଏନ୍‌ଏଲ୍‌ ଗ୍ରାହକଙ୍କ ପାଇଁ ଖ୍ରୀଷ୍ଟମାସ୍‌ ଓ ନ୍ୟୁ ଇଅର୍‌ ଅଫର୍‌ ପ୍ଲାନ୍‌ ଘୋଷଣା କରିଛି। ଏହି ପ୍ଲାନ୍‌ର ମୂଲ୍ୟ ୧୯୯୯ ଟଙ୍କା ରହିଛି। ଆଜିଠାରୁ ବଜାରରେ ଏହି ପ୍ଲାନ୍‌କୁ ଗ୍ରାହକମାନଙ୍କ ନିମନ୍ତେ ଉପଲବ୍ଧ କରାଯାଇଛି। କଣ…

ଓଡ଼ିଶାର ଖ୍ରୀଷ୍ଟିଆନଙ୍କୁ କାହିଁକି…

ଭୁବନେଶ୍ବର: ଓଡ଼ିଶାର ଖ୍ରୀଷ୍ଟିଆ ସଂପ୍ରଦାୟଙ୍କୁ ବଡ଼ଦିନର ଅଭିନନ୍ଦନ ଜଣାଇଛନ୍ତି ପାକିସ୍ତାନ ସେନାର ମୁଖପାତ୍ର ଆସିଫ୍‌ ଗଫୁର୍। ଆଜି ଟୁଇଟ୍‌ କରି ଆସିଫ୍‌ ପାକିସ୍ତାନର ଖ୍ରୀଷ୍ଟିଆନ୍, ବିଶ୍ବର ଖ୍ରୀଷ୍ଟିଆନ୍‌ ଓ ବିଶେଷ କରି ଓଡ଼ିଶାର ହିନ୍ଦୁତ୍ବ ପ୍ରଭାବୀ ପରିବେଶରେ ଥିବା ଖ୍ରୀଷ୍ଟିଆନ୍‌ ସଂପ୍ରଦାୟଙ୍କୁ…

ଓଡ଼ିଶା ଆୟୁଷ୍ମାନ ଯୋଜନା ଲାଗୁ କରୁ:…

ଭୁବନେଶ୍ବର: ଭୁବନେଶ୍ୱର ଏମ୍ସ ପରିସରରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ହର୍ଷ ବର୍ଦ୍ଧନ ଯୋଗ ଦେଇ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ପ୍ରତିମୂର୍ତ୍ତି ଅନାବରଣ କରିବା ସହ ଏମ୍ସରେ ଆଇସିୟୁ , ଓ.ଟି ଓ କ୍ୟାଥ ଲ୍ୟାବର ମଧ୍ୟ ଉଦଘାଟନ କରିଛନ୍ତି। ଏଥିସହିତ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ…

ଆଦିରତ୍ନ ଦାଦି ସନ୍ଦେଶୀଜୀଙ୍କର ୯୪ତମ…

ଭୁବନେଶ୍ବର : ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ବରୀୟ ବିଶ୍ବବିଦ୍ୟାଳୟ, ଓମ୍ ନିବାସ, ୟୁନିଟ୍ , ମୁଖ୍ୟ ସେବାକେନ୍ଦ୍ର , ଭୁବନେଶ୍ବର ଓ ରାଜ୍ୟର ଅନ୍ୟାନ୍ୟ ସେବାକେନ୍ଦ୍ର ପ୍ରତିଷ୍ଠା କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ଦାଦି ସନ୍ଦେଶୀଙ୍କ ଆଜି ଥିଲେ ୯୪ତମ ଜୟନ୍ତୀ । କାର୍ଯ୍ୟକ୍ରମ ଆରମ୍ଭରେ…

ବିଜେପିକୁ ଟ୍ରଲ୍‌ କଲା କଂଗ୍ରେସ, କହିଲା…

ନୂଆଦିଲ୍ଲୀ: ଆଜି ହେଉଛି ବଡ଼ଦିନ ବା ଖ୍ରୀଷ୍ଟମାସ। ଉତ୍ସବକୁ ସମସ୍ତେ ଆନନ୍ଦ ଉଲ୍ଲାସରେ ମନାଉଛନ୍ତି। ହେଲେ କଂଗ୍ରେସ ଏହି ଅବସରକୁ ଭିନ୍ନ ଉପାୟରେ ବ୍ୟବହାର କରିଛି। ମତାସୀନ ବିଜେପିକୁ ଟ୍ରଲ୍‌ କରିବା ପାଇଁ ଖ୍ରୀଷ୍ଟମାସ ଷ୍ଟାଇଲ୍‌କୁ ବ୍ୟବହାର କରିଛି। କଂଗ୍ରେସ ଏକ ଟ୍ୱିଟ୍‌ ଜରିଆରେ ବିଜେପିକୁ…

ସିଏଏ ଓ ଏନଆରସି ସମର୍ଥନରେ ଆମେରିକାରେ…

ୱାଶିଂଟନ: ନାଗରିକତା ସଂଶୋଧନ ଆଇନ(ସିଏଏ) ଓ ଜାତୀୟ ନାଗରିକତା ପଞ୍ଜିକା(ଏନଆରସି)କୁ ନେଇ ସାରା ଦେଶରେ ବିକ୍ଷୋଭ ପ୍ରଦର୍ଶିତ ହେଉଛି। ଅନ୍ୟପଟେ ସିଏଏ ଓ ଏନଆରସିକୁ ନେଇ ଆମେରିକାରେ ବିଭିନ୍ନ ସ୍ଥାନରେ ଶୋଭାଯାତ୍ରା କରାଯାଉଛି। ଆମେରିକାରେ ରହୁଥିବା ପ୍ରବାସୀ ଭାରତୀୟମାନେ ଏହି ଆଇନ ସମ୍ପର୍କରେ ଭୁଲ ସୂଚନା,…