Odisha Link
Bridging the Missing Links in Odisha
Browsing Tag

Christmas

ରାଜ୍ୟବାସୀଙ୍କୁ ବଡ଼ଦିନର ଶୁଭେଚ୍ଛା…

ଭୁବନେଶ୍ୱର: ଆଜି ପବିତ୍ର ବଡ଼ଦିନ। ମଧ୍ୟରାତ୍ରୀରେ ଧରାପୃଷ୍ଠକୁ ଅବତରଣ କରିଛନ୍ତି ପ୍ରଭୁ ଯୀଶୁ। ଚଳିତ ବର୍ଷ କରୋନା କଟକଣା ପାଇଁ ବଡ଼ଦିନ ଉତ୍ସବ ଫିକା ପଡିଛି। ଚର୍ଚ୍ଚରେ ନାହିଁ ଆଗ ପରି ଭିଡ଼। କରୋନା କଟକଣା ମଧ୍ୟରେ ସିମୀତ ବ୍ୟକ୍ତିଙ୍କୁ ନେଇ ଚର୍ଚ୍ଚରେ ଖ୍ରୀଷ୍ଟଧର୍ମାମ୍ବଲମ୍ବୀ ମାନେପାଳନ କରୁଛନ୍ତି…

ଫିକା ପଡିବ ବଡ଼ଦିନ, ପାଳନ ହେବନି…

ଭୁବନେଶ୍ୱର: ଆସନ୍ତା କାଲି ବଡ଼ଦିନ। ଧରାବତରଣ କରିବେ ପ୍ରଭୁ ଯୀଶୁ। ହେଲେ କରୋନା ମହାମାରୀ କାରଣରୁ ଚର୍ଚ୍ଚରେ ପୂର୍ବ ଭଳି ସାଜସଜ୍ଜା କି ରଙ୍ଗୀନ ଆଲୋକମାଳା ଦେ‌ଖିବାକୁ ମିଳୁନି। ଏଥିସହ ପାଳନ ହେବନି ପ୍ରଭୁ ଯୀଶୁଙ୍କ ମଧ୍ୟରାତ୍ରୀ ଜନ୍ମୋତ୍ସବ ଓ ପ୍ରାର୍ଥନା ସଭା। ୨୪ ତାରିଖ ମଧ୍ୟରାତ୍ରୀରେ କୌଣସି…

ଧର୍ମକୁ ନେଇ ଏହି ସେଲିବ୍ରିଟିଙ୍କ…

ମୁମ୍ବାଇ: ବଲିଉଡ୍‌ର ୩ ସେଲେବ୍ରିଟିଙ୍କ ବିରୋଧରେ ରୁଜୁ ହୋଇଛି ଧର୍ମ ବିରୋଧୀ ମାମଲା। ଅଭିନେତ୍ରୀ ରବୀନା ଟଣ୍ଡନ୍‌, ଫରାହ ଖାନ୍‌ ଓ କମେଡିଆନ୍‌ ଭାରତୀ ସିଂଙ୍କ ବିରୋଧରେ ଏହି ମାମଲା ରୁଜୁ ହୋଇଛି। ଏହି ୩ ସେଲେବ୍ରିଟିଙ୍କ ବିବାଦୀୟ ମନ୍ତବ୍ୟକୁ ନେଇ ରୁଜୁ ହୋଇଛି ମାମଲା। ଏକ କାର୍ଯ୍ୟକ୍ରମରେ ରବୀନା,…

ଓଡ଼ିଶାର ଖ୍ରୀଷ୍ଟିଆନଙ୍କୁ କାହିଁକି…

ଭୁବନେଶ୍ବର: ଓଡ଼ିଶାର ଖ୍ରୀଷ୍ଟିଆ ସଂପ୍ରଦାୟଙ୍କୁ ବଡ଼ଦିନର ଅଭିନନ୍ଦନ ଜଣାଇଛନ୍ତି ପାକିସ୍ତାନ ସେନାର ମୁଖପାତ୍ର ଆସିଫ୍‌ ଗଫୁର୍। ଆଜି ଟୁଇଟ୍‌ କରି ଆସିଫ୍‌ ପାକିସ୍ତାନର ଖ୍ରୀଷ୍ଟିଆନ୍, ବିଶ୍ବର ଖ୍ରୀଷ୍ଟିଆନ୍‌ ଓ ବିଶେଷ କରି ଓଡ଼ିଶାର ହିନ୍ଦୁତ୍ବ ପ୍ରଭାବୀ ପରିବେଶରେ ଥିବା ଖ୍ରୀଷ୍ଟିଆନ୍‌ ସଂପ୍ରଦାୟଙ୍କୁ…

କନ୍ଧମାଳରେ କଡ଼ାକଡ଼ି ହେଲା ସୁରକ୍ଷା…

ଫୁଲବାଣୀ : ବଡ଼ ଦିନ ପାଇଁ କନ୍ଧମାଳରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ା କରାଯାଇଛି । ଜିଲ୍ଲାପୋଲିସ୍ ସହ ଅଧିକ ୨୧ ପ୍ଳାଟୁନ ଫୋର୍ସ, ସିଆରପିଏଫ୍ ମୁତୟନ କରାଯାଇଛି । ସିଆରପିଏଫ୍ ଙ୍କୁ ନକ୍ସଲ ପ୍ରବଣ ସ୍ଥାନମାନଙ୍କରେ ମୁତୟନ କରାଯାଇଛି । ବାରଖମାରେ କୁଇ ସମନ୍ବୟ ସମିତି ପକ୍ଷରୁ ସହିଦ ଦିବସ ପାଳନ ହେତୁ…

ଦିନକ ପରେ ବଡ ଦିନ, ସବୁଆଡେ ଉତ୍ସବର…

ଭୁବନେଶ୍ୱର: ଆଉ ଦିନକ ପରେ ପବିତ୍ର ବଡଦିନ। ଧରାପୃଷ୍ଠକୁ ଅବତରଣ କରିବେ ପ୍ରଭୁ ଯୀଶୁ। ସେଥିପାଇଁ ଏବେ ଠାରୁ ଚଳଚଞ୍ଚଳ ହୋଇ ପଡିଛି ଗୀର୍ଜାଘରଗୁଡିକ। ସୁନ୍ଦର ଆଲୋକମାଳାରେ ଝଲସୁଛି ଚର୍ଚ୍ଚ ଗୁଡିକ। ଏଥିପାଇଁ ରାଜ୍ୟର ବିଭିନ୍ନ ସ୍ଥାନରେ ବଡଦିନରେ ପ୍ରଭୁ ଯୀଶୁଙ୍କ ସ୍ବାଗତ ପାଇଁ ସ୍ୱତନ୍ତ୍ର କାର୍ଯ୍ୟକ୍ରମର…

ସେଣ୍ଟ୍‌ ଜାଭିୟର ହାଇସ୍କୁଲରେ…

ଭୁବନେଶ୍ବର: ସାମନ୍ତରାପୁର ସ୍ଥିିିତ ସେଣ୍ଟ ଜାଭିୟର ହାଇସ୍କୁଲରେ ଖ୍ରୀଷ୍ଟପର୍ବ ମହାସମାରୋହରେ ପାଳିତ ହୋଇଯାଇଛି। ଏହି ଅବସରରେ ବିଦ୍ୟାଳୟର ଛାତ୍ରଛାତୀମାନେ ମଦର ମେରୀ, ମେଷପାଳକ, ଯୋସେଫ୍, ସାନ୍ତାକ୍ରୁଜ, ପରୀ ଆଦି ବେଶରେ ଯୀଶୁ ଖ୍ରୀଷ୍ଟଙ୍କ ଜନ୍ମ ଉତ୍ସବ ପାଳନ କରିଥିଲେ। ସାନ୍ତକ୍ରୁଜ ବିଭିନ୍ନ ଉପହାର…

କଳାଭୂମି ଠାରେ ଘରସଜ୍ଜା ଜିନିଷ ପ୍ରସ୍ତୁତ

ଭୁବନେଶ୍ୱର : ଓଡ଼ିଶା ହସ୍ତଶିଳ୍ପ ସଂଗ୍ରହାଳୟ-କଳାଭୂମି ପରିସରରେ ପ୍ରଥମଥର ପାଇଁ ରବିବାର ଦିନ ୧୧ଟାରୁ ୧ଟା ୩୦ ମିନିଟ୍‌ ପର୍ଯ୍ୟନ୍ତ ବଡ଼ଦିନ ଉପଲକ୍ଷେ ଘରସଜ୍ଜା ଜିନିଷ ତିଆରି କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଏହି ଜିନିଷ ପ୍ରସ୍ତୁତି କର୍ମଶାଳାରେ ୨୦ ଜଣ ପର୍ଯ୍ୟଟକ ଅଂଶଗ୍ରହଣ କରିଥିଲେ । ସେମାନେ…