Odisha Link
Bridging the Missing Links in Odisha
Browsing Tag

MADHYA PRADESH

ଇସ୍ତଫା ଦେଲେ କମଲନାଥ, ଶିବରାଜ ଓ…

ଭୋପାଳ: ମଧ୍ୟପ୍ରଦେଶର ଲାଗି ରହିଥିବା ରାଜନୈତିକ ସଙ୍କଟ ମଧ୍ୟରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି କମଲନାଥ। ୧୭ ଦିନର ରାଜନୈତିକ ନାଟକ ପରେ ଇସ୍ତଫା ଦେଲେ କମଲନାଥ। କଂଗ୍ରେସ ସରକାର ଭାଙ୍ଗିବା ପରେ ମୁହଁ ଖୋଲିଛନ୍ତି କଂଗ୍ରେସ ଛାଡ଼ି ବିଜେପିରେ ମିଶିଥିବା ଜ୍ୟୋତିରାଦିତ୍ୟ ସିନ୍ଧିଆ। ଜନତାଙ୍କ ବିଜୟ…

ମଧ୍ୟପ୍ରଦେଶ ରାଜନୀତି: ବିଜେପି ପରେ…

ନୂଆଦିଲ୍ଲୀ: ମଧ୍ୟପ୍ରଦେଶରେ ଲାଗି ରହିଛି ରାଜନୈତିକ ସଙ୍କଟ। ଗତକାଲି ବିଜେପି ସୁପ୍ରିମକୋର୍ଟର ଦ୍ବାରସ୍ଥ ହୋଇଥିବା ବେଳେ ଆଜି କଂଗ୍ରେସ ମଧ୍ୟ ସୁପ୍ରିମକୋର୍ଟର ଦ୍ବାରସ୍ଥ ହୋଇଛି। ମଧ୍ୟପ୍ରଦେଶ କଂଗ୍ରେସ ସୁପ୍ରିମକୋର୍ଟରେ ଏକ ପିଟିସନ ଦାଖଲ କରିଛି। ପିଟିସନରେ ବିଜେପି ଉପରେ ଦୋଷ ଲଦିଛି କଂଗ୍ରେସ।…

ସିନ୍ଧିଆ ଆମ ନେତା: କଂଗ୍ରେସ ବିଦ୍ରୋହୀ…

ବେଙ୍ଗାଲୁରୁ: ମଧ୍ୟପ୍ରଦେଶ ରାଜନୀତିରେ ନୂଆମୋଡ଼। କିଛିଦିନ ବେଙ୍ଗାଲୁରୁର ଏକ ହୋଟଲେରେ ରହୁଥିବା କଂଗ୍ରେସ ବିଦ୍ରୋହୀ ବିଧାୟକ ଆଜି ଗଣମାଧ୍ୟମ ସାମ୍ନାକୁ ଆସିଛନ୍ତି। ଗଣମାଧ୍ୟମକୁ ବିଦ୍ରୋହୀ ବିଧାୟକ କହିଛନ୍ତି ଯେ, ଆମ ନେତା ହେଉଛନ୍ତି ଜୋତିରାଦିତ୍ୟ ସିନ୍ଧିଆ। ଆମେ ତାଙ୍କ ସହ ସର୍ବଦା ରହିବୁ। ଆମେ ଏବେ…

ମଧ୍ୟପ୍ରଦେଶ ରାଜନୀତି: ସୁପ୍ରିମକୋର୍ଟ…

ଭୋପାଳ: କମଲନାଥ ସରକାରଙ୍କୁ ମିଳିଲା ସାମୟିକ ଆଶ୍ବସ୍ତି। କାରଣ ଆଜି ହେବାର ଥିଲା ମଧ୍ୟପ୍ରଦେଶ ସରକାରଙ୍କ ଶକ୍ତି ପରୀକ୍ଷା ହେଲେ ବାଚସ୍ପତି ମାର୍ଚ୍ଚ ୨୬ ଯାଏଁ ଗୃହ ମୁଲତବି ଘୋଷଣା କରିଛନ୍ତି। ଯାହାଫଳରେ ଫ୍ଲୋର ଟେଷ୍ଟକୁ ନେଇ ସୁପ୍ରିମକୋର୍ଟର ଦ୍ବାରସ୍ଥ ହୋଇଛନ୍ତି ବିଜେପି ନେତା ଶିବରାଜ ସିଂହ ଚୌହାନ।…

ମଧ୍ୟପ୍ରଦେଶ: ମାର୍ଚ୍ଚ ୨୬ ଯାଏଁ ସ୍ଥଗିତ…

ଭୋପାଳ: ମଧ୍ୟପ୍ରଦେଶରେ ଲାଗି ରହିଥିବା ରାଜନୈତିକ ସଙ୍କଟ ମଧ୍ୟରେ ଆଜି ଆରମ୍ଭ ହୋଇଛି ମଧ୍ୟପ୍ରଦେଶ ବିଧାନସଭା ଅଧିବେଶନ। ରାଜ୍ୟପାଳ ଲାଲାଜୀ ଟଣ୍ଡନ ବିଧାନସଭାରେ ନିଜର ଅଭିଭାଷଣ ଆରମ୍ଭ କରିଥିଲେ। ହେଲେ ସମ୍ପୂର୍ଣ୍ଣ କରିନଥିଲେ ଅଭିଭାଷଣ। ବିଧାୟକଙ୍କୁ ଶାନ୍ତପୂର୍ଣ୍ଣ ଭାବେ ନିୟମ ପାଳନ କରିବାକୁ ପରାମର୍ଶ…

ରାଜ୍ୟସଭା ନାମାଙ୍କନ ଭରିଲେ ଦିଗବିଜୟ…

ଭୋପାଲ: ଭାରତୀୟ ଜନତା ପାର୍ଟିରେ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ସାମିଲ ଓ ୨୨ କଂଗ୍ରେସ ନେତାଙ୍କ ଇସ୍ତଫା କମଲନାଥଙ୍କ ସରକାରକୁ ସଙ୍କଟରେ ପକାଇଛି। ମଧ୍ୟପ୍ରଦେଶ ରାଜନୀତିରେ ଚାଲିଥିବା ସଙ୍କଟ ଭିତରେ ଆଜି କଂଗ୍ରେସର ବରିଷ୍ଠ ନେତା ଦିଗବିଜୟ ସିଂହ ରାଜ୍ୟସଭା ପାଇଁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି।…

ରାଜ୍ୟସଭା: ସିନ୍ଧିଆଙ୍କୁ ଟିକେଟ ଦେଲା…

ନୂଆଦିଲ୍ଲୀ: ଭାରତୀୟ ଜନତା ପାର୍ଟିରେ ସାମିଲ ହେବାର ଘଣ୍ଟାଏ ନପୂରୁଣୁ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ପୁରସ୍କାର ଦେଲା ବିଜେପି। ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ରାଜ୍ୟସଭା ଟିକେଟ୍ ଦେଇଛି ବିଜେପି। ସିନ୍ଧିଆଙ୍କ ବ୍ୟତୀତ ହର୍ଷ ଚୌହ୍ୱାନଙ୍କୁ ମଧ୍ୟ ବିଜେପି ରାଜ୍ୟସଭା ପ୍ରାର୍ଥୀ କରିଛି। ମଧ୍ୟପ୍ରଦେଶରେ…

ରାହୁଲ ଗାନ୍ଧୀଙ୍କୁ ସିନ୍ଧିଆଙ୍କ ଇସ୍ତଫା…

ନୂଆଦିଲ୍ଲୀ: ରଙ୍ଗର ପର୍ବ ହୋଲିକୁ ବାଦ ଦେଲା ମଧ୍ୟ ପ୍ରଦେଶ ରାଜନୀତିରେ ଇସ୍ତଫା ପର୍ବ। ରବିବାର ମଧ୍ୟ ପ୍ରଦେଶ କଂଗ୍ରେସର ଟାଣୁଆ ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆ କଂଗ୍ରେସର ଇସ୍ତଫା ଦେଇଛନ୍ତି। ସିନ୍ଧିଆଙ୍କ ପାର୍ଟି ଛାଡ଼ିବା ନେଇ କିଛି ମନ୍ତବ୍ୟ ଦେବାକୁ ମନା କରିଛନ୍ତି ରାହୁଲ ଗାନ୍ଧୀ। ହେଲେ…

୨୨ ବିଧାୟକଙ୍କ ସହ ବିଜେପିରେ ମିଶିବେ…

ଭୋପାଳ: ଚଳିତ ମାସ ୧୩ ତାରିଖରେ ରାଜ୍ୟସଭା ନିର୍ବାଚନ ପାଇଁ ନାମାଙ୍କନର ଶେଷ ତାରିଖ ଥିବା ବେଳେ ତା' ପୂର୍ବରୁ ମଧ୍ୟପ୍ରଦେଶ ବିଧାନସଭାରେ ଦେଖାଦେଇଥିବା ରାଜନୈତିକ ଅସ୍ଥିରତାରେ ଭଟ୍ଟା ପଡ଼ିବାକୁ ଯାଉଛି। କଂଗ୍ରେସରୁ ଇସ୍ତଫା ଦେଇଥିବା ଜ୍ୟୋତିରାଦିତ୍ୟ ସିନ୍ଦିଅ ନିଜର ୨୨ ସମର୍ଥକ ବିଧାୟକଙ୍କୁ ନେଇ ଆଜି ବା…

ମଧ୍ୟପ୍ରଦେଶ ରାଜନୀତି: ରାତି ଅଧରେ…

ଗୁରୁଗ୍ରାମ: ମଧ୍ୟପ୍ରଦେଶରେ ପୁଣିଥରେ ଆରମ୍ଭ ହେଲା ରାଜନୈତିକ ହଟଚମଟ। ରାତିଅଧରେ ଚାଲିଲା ହାଇଭୋଲଟେଜ ଡ୍ରାମା। ଏପରିକି ବିଜେପି ମଧ୍ୟରାତ୍ରିରେ କଂଗ୍ରେସ ବିଧାୟକ ଓ ବିଏସପି ବିଧାୟକଙ୍କୁ ନେଇ ଗୁରୁଗ୍ରାମର ଏକ ହୋଟଲେରେ ଅଟକ ରଖିଥିବା ନେଇ କଂଗ୍ରେସ ଅଭିଯୋଗ କରିଛି। ଏଥିସହିତ କଂଗ୍ରେସ ଅଭିଯୋଗ କରିଛି…