Odisha Link
Bridging the Missing Links in Odisha
Browsing Tag

MADHYA PRADESH

ବିଜେପି ଶ୍ରେୟ ନେବା ପାଇ ରାଜନୀତି କରେ,…

ଭୋପାଲ: ପୁଣିଥରେ ସେନାର ପାରିବା ପଣିଆ ଉପରେ ପ୍ରଶ୍ନ ଉଠାଇଛନ୍ତି ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା କମଲନାଥ। ଛିନ୍ଦାଓ୍ୱାଡ଼ାରେ ଆୟୋଜି ଏକ ସଭାରେ ବିଜେପିକୁ ଟାର୍ଗେଟ କରିବାକୁ ଯାଇ ସେନାର ଦକ୍ଷତା ଓ ପରାକାଷ୍ଠା ଉପରେ ଅଙ୍ଗୁଳି ଉଠାଇଛନ୍ତି କମଲନାଥ। ଏହି ଅବସରରେ ସେ ଶିବରାଜ…

୮୦ ଦିନରେ ଗାଁ ହେଲା ପ୍ଲାଷ୍ଟିକ ମୁକ୍ତ

ଭୋପାଳ: ମହାତ୍ମା ଗାନ୍ଧୀଙ୍କ ୧୫୦ ତମ ଜୟନ୍ତୀ ପାଳନର ୮୦ ଦିନ ଭିତରେ ନିଜକୁ ପ୍ଲାଷ୍ଟିକ ମୁକ୍ତ ଗାଁ ଭାବେ ଘୋଷଣା କରିଛି ମଧ୍ୟପ୍ରଦେଶର ସିନ୍ଦୋଡା ଗାଁ। ଏହି ଗାଁଟି ମଧ୍ୟପ୍ରଦେଶର ବ୍ଲୁ ଭିଲେଜ ଭାବେ ଜଣାଶୁଣା। ମାତ୍ର ୮୦ ଦିନରେ ପ୍ଲାଷ୍ଟିକ ମୁକ୍ତ ହୋଇ ଅନ୍ୟମାନଙ୍କ ପାଇଁ ପାଲଟିଛି ଉଦାହରଣ।…

ସାବରକର ବିବାଦ: ଶିବସେନା କହିଲା ମହାନ,…

ନୂଆଦିଲ୍ଲୀ: କଂଗ୍ରେସକୁ ଟାର୍ଗେଟ କରିଛନ୍ତି କେନ୍ଦ୍ର ମନ୍ତ୍ରୀ ଗିରିରାଜ ସିଂହ। କାରଣ କଂଗ୍ରେସ ଦାବି କରିଛି ଯେ ହିନ୍ଦୁ ମହାସଭାର ସହ ସଂସ୍ଥାପକ ବିନାୟକ ଦାମୋଦର ସାବରକର ଏବଂ ମହାତ୍ମା ଗାନ୍ଧୀଙ୍କ ହତ୍ୟକାରୀ ନାଥୁରାମ ଗଡ଼ସେଙ୍କ ମଧ୍ୟରେ ଶାରୀରିକ ସମ୍ପର୍କ ଥିଲା। ଏହାକୁ ନେଇ ଶ୍ରୀ ସିଂହ କହିଛନ୍ତି…

ଗାଈର ସ୍ୱୟଂବର ଜାଣନ୍ତୁ ଖବର

ଭୋପାଲ : ସାଧାରଣତଃ ସ୍ୱୟଂବର ପୁଅ ଝିଅଙ୍କ ମଧ୍ୟରେ ହୋଇଥାଏ । କିନ୍ତୁ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ସ୍ୱୟଂବର ଖାଲି ମନୁଷ୍ୟ ମାନଙ୍କର ହୋଇନଥାଏ ଗାଇ ମାନଙ୍କର ମଧ୍ୟ ହୋଇଥାଏ । ଏହା ଆପଣ କେବେ ଶୁଣି ନଥିବେ । ହେଲେ ମଧ୍ୟପ୍ରଦେଶର ଭୋପାଲରେ ଗାଈମାନଙ୍କର ସ୍ୱୟଂବର ହୋଇଛି। ସେହି ସ୍ୱୟଂବରରେ ୨୦୦ଟି ଷଣ୍ଢ…

ପୁଲିସ୍‌ର ପ୍ରେମରେ ଫଶିଗଲା…

ଭୋପାଲ: କଥାରେ ଅଛି ସବୁ ଅସମ୍ଭବକୁ ପ୍ରେମ ସମ୍ଭବ କରିଥାଏ। ଏପରି ଏକ ଘଟଣା ମଧ୍ୟପ୍ରଦେଶରେ ଦେଖିବାକୁ ମିଳିଛି। ଯାହା ପୁଲିସ୍‌ କରି ପାରିଲା ନାହିଁ ତାହା ପ୍ରେମ କରି ଦେଖାଇଛି। ସତ କହିବାକୁ ଗଲେ ପୁଲିସ୍‌ କର୍ମଚାରୀଙ୍କ ହନିଟ୍ରାପ୍‌ରେ ଫଶିଗଲେ କୁଖ୍ୟାତ୍‌ ଗ୍ୟାଙ୍ଗଷ୍ଟାର। ପ୍ରେମର ସାହାରା ନେଇ ଜଣେ…

ଗଞ୍ଜେଇ ଚାଷକୁ ଅନୁମତି ଦେବେ ଏହି ରାଜ୍ୟ…

ଭୋପାଲ୍‌: ରାଜ୍ୟରେ ଗଞ୍ଜେଇ ଚାଷକୁ ଅନୁମତି ଦେଲେ ନାହିଁ ଓଡ଼ିଶା ସରକାର। ହେଲେ ଖୁବଶୀଘ୍ର ମଧ୍ୟପ୍ରଦେଶ ସରକାର ଗଞ୍ଜେଇ ଚାଷକୁ ବୈଧ ଘୋଷଣା କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି। କଂଗ୍ରେସ ନେତୃତ୍ୱାଧୀନ ମଧ୍ୟପ୍ରଦେଶ ସରକାରର ଆଇନ ବ୍ୟାପାର ମନ୍ତ୍ରୀ କହିଛନ୍ତି ଯେ, “ମଧ୍ୟପ୍ରଦେଶ ସରକାର ଗଞ୍ଜେଇ ଚାଷ ପାଇଁ…

କ୍ଷମା ମାଗନ୍ତୁ ରାହୁଲ ଗାନ୍ଧି: କଂଗ୍ରେସ…

ଭୋପାଳ: ରାଜ୍ୟବାସୀଙ୍କୁ କ୍ଷମା ମାଗନ୍ତୁ ରାହୁଲ ଗାନ୍ଧି। ଏପରି ମନ୍ତବ୍ୟ ଦେଇଛନ୍ତି ମଧ୍ୟ ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଦିଗବିଜୟ ସିଂହଙ୍କ ସାନ ଭାଇ ତଥା ବିଧାୟକ ଲକ୍ଷ୍ମଣ ସିଂହ। ମଧ୍ୟ ପ୍ରଦେଶରେ ବିଧାନସଭା ନିର୍ବାଚନ ବେଳେ ରାହୁଲ ଗାନ୍ଧି ଯେଉଁ ପ୍ରତିଶ୍ରୁତି ରାଜ୍ୟବାସୀଙ୍କୁ ଦେଇଥିଲେ ତାହା…

ମଧ୍ୟପ୍ରଦେଶରେ ପ୍ରବଳ ବର୍ଷା,…

ନୂଆଦିଲ୍ଲୀ: ବର୍ଷାରେ ବେହାଲ ମଧ୍ୟପ୍ରଦେଶ। ଦୁଇ ଦିନ ଧରି ଲଗାଣ ବର୍ଷା ଯୋଗୁ ମଧ୍ୟପ୍ରଦେଶର ଅବସ୍ଥା ଜଟିଳ ହୋଇପଡ଼ିଛି। ବିଭିନ୍ନ ନଦୀର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି। ଭୋପାଳ ଓ ଭିଦିସା ଅଞ୍ଚଳରେ ଲୋକଙ୍କ ଘର ଭିତରେ ପାଣି ପଶିଛି। ଏଥିସହିତ ମଣ୍ଡଳା ଜିଲ୍ଲାରେ ୧୩୪ ମିଲିମିଟର ବର୍ଷା ରେକର୍ଡ…

ମଧ୍ୟପ୍ରଦେଶ କଂଗ୍ରେସ କନ୍ଦଳରେ ମୁଣ୍ଡ…

ନୂଆଦିଲ୍ଲୀ: ମଧ୍ୟପ୍ରଦେଶ କଂଗ୍ରେସରେ ଲାଗି ରହିଥିବା ଦଳୀୟ କନ୍ଦଳରେ ହସ୍ତକ୍ଷେପ କରିଛନ୍ତି ସୋନିଆ ଗାନ୍ଧି। ବର୍ତ୍ତମାନର ସରକାରରେ ଦଳୀୟ ନେତାମାନେ ନିଜ ମଧ୍ୟରେ ଥିବା ତିକ୍ତତାକୁ ତୁରନ୍ତ ଶେଷ କରିବା ସହ ଜଣେ ଅନ୍ୟ ଜଣଙ୍କ ବିରୋଧରେ ମତ ନଦେବାକୁ ଦଳର ଅନ୍ତରୀଣ ଅଧ୍ୟକ୍ଷ ସୋନିଆ ସତର୍କ କରାଇଛନ୍ତି।…

ବିଜେପିର ଦବଙ୍ଗ ବିଧାୟକ ଆକାଶଙ୍କ ଆଚରଣକୁ…

ନୂଆଦିଲ୍ଲୀ: ସାରା ଦେଶରେ ବର୍ତ୍ତମାନ ବିଜେପିର ଦବଙ୍ଗ ବିଧାୟକ ଆକାଶ ବିଜୟଭର୍ଗିଆ। ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ମତ ରଖିଛନ୍ତି। ମଧ୍ୟପ୍ରଦେଶ ବିଜେପି ବିଧାୟକ ଆକାଶ ବିଜୟଭର୍ଗିଆ ନିକଟରେ ସରକାରୀ ଅଧିକାରୀଙ୍କୁ କ୍ରିକେଟ ବ୍ୟାଟରେ ବାଡ଼େଇବା ଘଟଣା ଚାରିଆଡ଼େ ଚର୍ଚ୍ଚାର ବିଷୟ ହୋଇଛି।…