Odisha Link
Bridging the Missing Links in Odisha
Browsing Tag

Marriage

୬୦ ବର୍ଷରେ ଦ୍ବିତୀୟ ବିବାହ କଲେ ଆଶିଷ…

ଓଏଲ୍‌ ବ୍ୟୁରୋ: ୬୦ ବର୍ଷ ବୟସରେ ବିବାହ କଲେ ଭେଟରାନ ଅଭିନେତା ଆଶିଷ ବିଦ୍ୟାର୍ଥୀ। ସେ ଆସାମର ରୂପାଲି ବରୁଆଙ୍କୁ ଆଜି ବିବାହ କରିଛନ୍ତିି। ଆଶିଷ ବିଦ୍ୟାର୍ଥୀ ହିନ୍ଦୀ, ତେଲୁଗୁ, ତାମିଲ, କନ୍ନଡ, ଓଡ଼ିଆ ଓ ଅନେକ ଆଞ୍ଚଳି ଫିଲ୍ମରେ ଅଭିନୟ କରି ଆଶିଷ ବିଦ୍ୟାର୍ଥୀ ଘରେଘରେ ପରିଚିତ ହୋଇ ପାରିଛନ୍ତି। ଆଶିଷ…

ଦ୍ୱିତୀୟ ବିବାହ କରିବେ ଆଉ ୨ ଜିଲ୍ଲାପାଳ

ଓଏଲ୍‌ ବ୍ୟୁରୋ: ନିକଟରେ ବଲାଙ୍ଗୀର ଜିଲ୍ଲାପାଳ ଚଞ୍ଚଳ ରାଣା ଓ ସମ୍ବଲପୁର ଜିଲ୍ଲାପାଳ ଅନନ୍ୟା ଦାସ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ଦୁଇ ଜିଲ୍ଲାପାଳଙ୍କ ଦ୍ବିତୀୟ ବିବାହ କଥା ଚର୍ଚ୍ଚା ଥମିନଥିବା ବେଳେ ଏବେ ଆଉ ଦୁଇଜଣ ଜିଲ୍ଲାପାଳ ଜୀବନ ସାଥୀ ହେବାକୁ ଯାଉଛନ୍ତି। ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା…

ମୃତ୍ୟୁର କୂଅ! ଚାଲିଗଲା ୧୩ ଜୀବନ

ଓଏଲ୍‌ ବ୍ୟୁରୋ: ଧୁମଧାମରେ ଚାଲିଥିଲା ବାହାଘର। ବିବାହ ଉତ୍ସବରେ ମସଗୁଲ ଥିଲେ ସମସ୍ତେ। ହେଲେ ହଠାତ୍‌ ସବୁ ପଡ଼ିଗଲା ଫିକା। ମଉଳିଗଲା ଖୁସି ଆଉ ଶୁଭିଲା କାନ୍ଦ ବୋବାଳିର ଚିତ୍କାାର। ଅସାବଧାନତା ଯୋଗୁଁ କୂଅରେ ଖସିପଡ଼ି ଚାଲିଗଲା ୧୩ ଜଣଙ୍କ ଜୀବନ। ଉତ୍ତର ପ୍ରଦେଶର କୁଶିନଗରରେ ଘଟିଛି ବଡ଼ ଅଘଟଣ। କୂଅରେ…

ବ୍ରହ୍ମପୁର ବିବାହ ବିବାଦ: ସୁମିତଙ୍କ ଘରେ…

ବ୍ରହ୍ମପୁର: ବ୍ରହ୍ମୁପର ବିବାହ ବିବାଦରେ ପଡ଼ିଲା ଯବନିକା। ବହୁ ଚର୍ଚ୍ଚା, ବାଦ ବିବାଦ ସହ ୪୪ ଦିନ ଧରି ଚାଲିଥିବା ଆଇନ୍‌ଗତ ଲଢ଼େଇରେ ପଡ଼ିଲା ପୂର୍ଣ୍ଣଚ୍ଛେଦ। ଦୀର୍ଘଦିନ ପରେ ସଫଳ ହୋଇଛି ତପସ୍ବିନୀଙ୍କ ତପସ୍ୟା। ସ୍ବାମୀ ଡାକ୍ତର ସୁମିତ୍‌ ସାହୁ ଅର୍ଥାତ୍‌ ଶାଶୁ ଘରେ ରହିବେ ତପସ୍ବିନୀ। ଏନେଇ ଆଜି ରାୟ…

ଆସୁଛି ନୂଆ ବିଲ୍: ଧର୍ମ ବଦଳାଇଲେ…

ନୂଆଦିଲ୍ଲୀ: ଧର୍ମ ପରିବର୍ତ୍ତନକୁ ରୋକିବା ପାଇଁ ସରକାର ଆଣୁଛନ୍ତି ନିୟମ। କାରଣ ଅନେକ ସ୍ଥାନରେ ଧର୍ମ ପରିବର୍ତ୍ତନ କରିବା ପ୍ରସଙ୍ଗକୁ ନେଇ ଦଙ୍ଗା ଭଳି ସ୍ଥିତି ଦେଖିବାକୁ ମିଳିଥାଏ। ଆଉ କିଛି ସ୍ଥାନରେ ମହିଳାଙ୍କ ଧର୍ମ ବଦଳାଇ ବିବାହ କରାଯାଉଥିବାର ଖବର ଆପଣ ନିଶ୍ଚୟ ଶୁଣିଥିବେ। ଏବେ ଏସବୁରେ ଲଗାମ…

ଆଜି ବାଜିବ ଶାହାନାଇ, ଜନ୍ମ ଜନ୍ମର ସାଥୀ…

ଭୁବନେଶ୍ବର: ଆଜି ବାଜିବ ଶାହାନାଇ। ପଡ଼ିବ ହାତଗଣ୍ଠି। ସାତଫେରା ନେଇ ଜନ୍ମ ଜନ୍ମର ସାଥୀ ପାଲଟିଯିବେ ବଲିଉଡର ଲଭ୍‌ ବାର୍ଡ। ଆଜି ହାତକୁ ଦି ହାତ ହେବେ ବଲିଉଡର ଚର୍ଚ୍ଚିତ ଲଭ ବାର୍ଡ। ଆଜି ବିବାହ ବନ୍ଧନରେ ବାନ୍ଧି ହେବେ ବଲିଉଡର ଚିକନି ଚମେଲି କ୍ୟ୍ୟାଟ୍ରିନା କୈଫ୍‌ ଓ ଉରି ଷ୍ଟାର ଭିକି କୌଶଲ୍। ନିଜଠୁ ୫…

ବାହାଘର ପାଇଁ ‘ଟସ୍’

ବେଙ୍ଗାଲୁରୁ: କୌଣସି ମ୍ୟାଚ୍‌ ପୂର୍ବରୁ ଟସ୍‌ ପଡ଼ିଥାଏ। ଆପଣମାନେ ନିଶ୍ଚୟ ଜାଣିଥିବେ। ସେ କ୍ରିକେଟ ହେଉ ବା ଫୁଟବଲ୍‌ ଟସ୍‌ ବହୁତ ଗୁରୁତ୍ବପୂର୍ଣ୍ଣ ହୋଇଥାଏ। ହେଲେ କେବେ ବାହାଘର ପାଇଁ ଟସ୍‌ ପଡ଼ିଥିବାର ଦେଖିଛନ୍ତି କିମ୍ବା ଶୁଣିଛନ୍ତି କି? ହେଲେ କର୍ଣ୍ଣାଟକର ଅଲୁରର ଏକ ଗାଁରେ ଦେଖିବାକୁ ମିଳିଛି। ଦୁଇ…

ଶାଶୁଘର ଯିବା ବାଟରେ ପ୍ରେମିକ ସହ ଚମ୍ପଟ…

ଉତ୍ତରପ୍ରଦେଶ: ଧୂମଧାମରେ ସରିଲା ବିବାହ। ଅଗ୍ନିକୁ ସାକ୍ଷୀ ରଖି ସାତ ଜନମର ସାଥୀ ହେବାକୁ ନେଇଥିଲେ ଶପଥ। ହେଲେ ଅଧା ରାସ୍ତାରେ ବରକୁ ଛାଡି ଚମ୍ପଟ ମାରିଲା କନ୍ୟା। କଥାଟା ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ। ଉତ୍ତରପ୍ରଦେଶର ଦେବାରିଆ ଜିଲ୍ଲାରେ ଏକ ଏପରି ଘଟଣା ଦେଖିବାକୁ ମଳିଛି। ସୂଚନା ମୁତବକ,…

ବିବାହ ବନ୍ଧନରେ ବାନ୍ଧି ହେଲେ ରାହୁଲ ଓ…

ମୁମ୍ବାଇ: ବିବାହ ବନ୍ଧନରେ ବାନ୍ଧି ହେଲେ ବିଗ୍ ବସ୍ ୧୪ ଫେମ୍‌ ରାହୁଲ ବୈଦ୍ୟ ଏବଂ ଦିଶା ପରମାର। ବହୁ ଦିନର ଅପେକ୍ଷା ପରେ ଦୁହେଁ ଆଜି ବିବାହ କରିଛନ୍ତି। ଦୁଇଜଣଙ୍କ ବିବାହର ପ୍ରଥମ ଫଟୋ ସାମ୍ନାକୁ ଆସିଛି। ରାହୁଲ୍ ବର ବେଶ ସାଜି ମଣ୍ଡପରେ ପହଞ୍ଚି ଥିବା ବେଳେ ଦିଶା ମଧ୍ୟ କନିଆ ବେଶରେ ଖୁବ୍ ସୁନ୍ଦର…

ଭିଡିଓ ଭାଙ୍ଗିଦେଲା ବାହାଘର

ବନ୍ତଳା: ଭିଡିଓ ଭାଙ୍ଗିଦେଲା ବାହାଘର। ରାତି ପାହିଥିଲେ ହୋଇଥାନ୍ତା ବାହାଘର ପଡ଼ିଥା’ନ୍ତା ହାତଗଣ୍ଠି। ହେଲେ ପ୍ରେମିକର ଖଳବୁଦ୍ଧି ଯୋଗୁଁ ଭାଙ୍ଗିଗଲା ଯୁବତୀଙ୍କ ସ୍ବପ୍ନ। ଥାନାରେ ଅଭିଯୋଗ ପରେ ତଥାକଥିତ ପ୍ରେମିକକୁ ପୁଲିସ ଗିରଫ କରିଛି। ସୂଚନା ମୁତାବକ, ଅନୁଗୁଳ ଜିଲ୍ଲା ବନ୍ତଳା ଥାନା ଅଞ୍ଚଳର ଜଣେ…