Odisha Link
Bridging the Missing Links in Odisha
Browsing Tag

Minister

ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ହେବେ…

ନୟାଗଡ଼: ବର୍ତ୍ତମାନ ରାଜ୍ୟର କୃଷି ଓ ଉଚ୍ଚଶିକ୍ଷା ମନ୍ତ୍ରୀ ଥିବା ନୟାଗଡ଼ ବିଧାୟକ ଅରୁଣ କୁମାର ସାହୁ କାଳେ ଆଗକୁ ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ହେବେ। ଏମିତି ଆଲୋଚନା ଏବେ ନୟାଗଡ଼ ରାଜନୈତିକ ଶିବିରରେ ମୁଖ୍ୟପ୍ରସଙ୍ଗ ପାଲଟିଛି। ମୁଖ୍ୟମନ୍ତ୍ରୀ ଖୁବ୍‌ ଶୀଘ୍ର ରାଜ୍ୟ ମନ୍ତ୍ରିମଣ୍ଡଳରେ ଏକ ବଡ଼ଧରଣର…

‘କରୋନା ଶେଷ ନହେବା ଯାଏଁ ଅନ୍ନ…

ଲକ୍ଷ୍ନୌ: ମନ୍ତ୍ରୀଙ୍କ ଭୀଷ୍ମ ପ୍ରତିଜ୍ଞା। ଦେଶରେ କରୋନା ମହାମାରୀ ଶେଷ ନହେବା ପର୍ଯ୍ୟନ୍ତ ଅନ୍ନ ଛୁଇଁବେ ନାହିଁ। ଏଥିସହିତ ବିଗତ ୫ ବର୍ଷ ଧରି ଅନ୍ନ ଗ୍ରହଣ କରି ନାହାନ୍ତି ବୋଲି ଦାବି ରଖିଛନ୍ତି ଉତ୍ତର ପ୍ରଦେଶର ବିକାଶ ରାଜ୍ୟମନ୍ତ୍ରୀ ମହେଶ ଗୁପ୍ତା। ଯାହାକୁ ନେଇ ସବୁଠି ଲାଗି ରହିଛି ଚର୍ଚ୍ଚା।…

ଭାରତର ମନ୍ତ୍ରୀ ହେଲେ ବାଂଲାଦେଶୀ!…

ନୂଆଦିଲ୍ଲୀ: ବୁଧବାର ହୋଇଥିଲା ଟିମ୍‌ ମୋଦୀର ନବକଳେବର। ଆଉ ସେଦିନ ମୋଦୀ କ୍ୟାବିନେଟରେ ସର୍ବକନିଷ୍ଠ ମନ୍ତ୍ରୀ ଭାବେ ଶପଥ ନେଇଥିଲେ ୩୫ ବର୍ଷୀିୟ ନିଶିଥ ପରମାଣିକ। ସେ ଗୃହ ମନ୍ତ୍ରଣାଳୟର ରାଷ୍ଟ୍ରମନ୍ତ୍ରୀ ଭାବେ ଶପଥ ନେଇଥିଲେ। ଯାହାକୁ ନେଇ ଜୋରଦାର ଚର୍ଚ୍ଚା ହୋଇଥିଲା। ମନ୍ତ୍ରୀ ପଦ ପାଇବା ପରେ ନିଶିତ…

ମୋଦୀଙ୍କ ଟିମର ସର୍ବକନିଷ୍ଠ ମନ୍ତ୍ରୀ,…

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କ୍ୟାବିନେଟ୍ ବିସ୍ତାରରେ ଅନେକ ନୂତନ ଚେହେରା ସାମିଲ ହୋଇଛନ୍ତି। ବୁଧବାର ମୋଟ୍‌ ୪୩ ଜଣ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ପଶ୍ଚିମବଙ୍ଗର କୁଚ୍ ବିହାରି ଆସନରୁ ସାଂସଦ ନିଶିଥ ପ୍ରମାଣିକ ମଧ୍ୟ ମୋଦୀଙ୍କ କ୍ୟାବିନେଟରେ ମନ୍ତ୍ରୀ ପଦ ହାତେଇଛନ୍ତି। ଏହା…

ଭଲ ହେବ ମରିଯାଅ: ଏଭଳି କହି କ୍ଷମାମାଗିଲେ…

ବେଙ୍ଗାଲୁରୁ: ସାରା ଦେଶରେ ଦିନକୁ ଦିନ ବଢ଼ିବାରେ ଲାଗିଛି କରୋନା ସଂକ୍ରମଣ। ଦେଶରେ ଦୈନିକ କରୋନା ଜନିତ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି। ଏସବୁ ମଧ୍ୟରେ ଦେଶର ବିଭିନ୍ନ ସ୍ଥାନରେ ଲକ୍‌ଡାଉନ୍‌ ଓ ସଟ୍‌ଡାଉନ୍‌ ଭଳି କଟକଣା ଲଗାଉଛନ୍ତି ସରକାର। ଏସବୁ ମଧ୍ୟରେ କର୍ଣ୍ଣାଟକର କରୋନା ମାମଲା ବଢ଼ିବାର ଲାଗିଛି।…

ଖବରକାଗଜ ବାଣ୍ଟିଲେ ମନ୍ତ୍ରୀ…

ବାଲେଶ୍ୱର: ବାଲେଶ୍ୱର ସଦର ଉପନିର୍ବାଚନ ପ୍ରଚାରରେ ମାତିଛନ୍ତି ନେତା ଓ ମନ୍ତ୍ରୀ। ବାଲେଶ୍ୱର ସହରରେ ଆଜି ସକାଳେ ଏକ ଭିନ୍ନ ଦୃଶ୍ୟ ଦେଖିବାକୁ ମିଳିଛି। ସକାଳ ପ୍ରାୟ ସାଢେ ୬ଟା ସମୟରେ ରାଜ୍ୟ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ସାଇକେଲରେ ଘର ଘର ବୁଲି ଖବରକାଗଜ ବାଣ୍ଟିଛନ୍ତି।…

କ୍ବାରାଣ୍ଟିନରେ ରହିଲେ ପ୍ରତାପ ନନା

ଭୁବନେଶ୍ବର: ହୋମ କ୍ବାରାଣ୍ଟନିରେ ରହିଲେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ। ଏନେଇ ନିଜେ ଟୁଇଟ କରି ସୂଚନା ଦେଇଛନ୍ତି ଶ୍ରୀ ଷଡ଼ଙ୍ଗୀ। ଗତ ୨ ଓ ୩ ତାରିଖରେ ଏକ ସରକାରୀ କାର୍ଯ୍ୟକ୍ରମରେ ନୀଳଗିରି ବିଧାୟକ ସୁକାନ୍ତ ନାୟକଙ୍କ ସହ ସେ ମଧ୍ୟ ଯୋଗ ଦେଇଥିଲେ। ତେଣୁ ସୁକାନ୍ତ କୋଭିଡ୍ ପଜିଟିଭ୍ ଥିବା ସ୍ପଷ୍ଟ…

କରୋନା ଲଢ଼େଇ: ମାସ୍କ ସିଲେଇ କରୁଛନ୍ତି…

ନୂଆଦିଲ୍ଲୀ: ଲକ୍‌ଡାଉନ୍‌ ସମୟରେ କରୋନା ସଂକ୍ରମଣ ନିୟନ୍ତ୍ରଣ କରିବା ପାଇଁ ଶ୍ରମଦାନ କରି ଅନ୍ୟମାନଙ୍କ ପାଇଁ ଉଦାହରଣ ସାଜିଛନ୍ତି କେନ୍ଦ୍ରମନ୍ତ୍ରୀଙ୍କ ପତ୍ନୀ। କେନ୍ଦ୍ର ଜଳଶକ୍ତି ମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାଓ୍ବତଙ୍କ ପତ୍ନୀ ନୌନନ୍ଦ କନଓ୍ବର ଘରେ ପିଲାମାନଙ୍କ ସହ ମିଶି ମାସ୍କ ପ୍ରସ୍ତୁତିରେ…

ଏଣିକି ବିଦେଶ ଗସ୍ତ ପୂର୍ବରୁ ଅର୍ଥ…

ଭୁବନେଶ୍ବର: ଏଣିକି ବିଦେଶ ଗସ୍ତରେ ଯିବା ପୂର୍ବରୁ ଅର୍ଥ ବିଭାଗକୁ ଅବଗତ କରାଇବେ ମନ୍ତ୍ରୀ,ସାଂସଦ ଓ ବିଧାୟକ। ଏଥିସହିତ ସରକାରୀ ଅଫିସର୍ ମଧ୍ୟ ଏଥିରୁ ବାଦ ପଡ଼ିବେନି। ଗସ୍ତର ତିନି ସପ୍ତାହ ପୂର୍ବରୁ ଏସମ୍ପର୍କରେ ବିଧିବଦ୍ଧ ବିବରଣୀ ଅର୍ଥ ବିଭାଗକୁ ଜଣାଇବାକୁ ଆଜି ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର…

ନିରଞ୍ଜନ ପୂଜାରୀଙ୍କ ନାଁରେ ଅଭିଯୋଗ…

ଭୁବନେଶ୍ୱର: ମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କ ନାଁରେ ବିଜେପି ଆଣିଛି ସାଂଘାତିକ ଅଭିଯୋଗ। ମନ୍ତ୍ରୀ ନିରଞ୍ଜନ ପୂଜାରୀ ବିଧାନସଭାରେ ବିଭ୍ରାନ୍ତିକର ତଥ୍ୟ ଦେଉଥିବା ଅଭିଯୋଗ କରିଛନ୍ତି ବିଜେପି ବିଧାୟକ ଜୟନାରାୟଣ ମିଶ୍ର। ଏନେଇ ମନ୍ତ୍ରୀଙ୍କ ବିରୋଧରେ ଜୟନାରାୟଣ ମିଶ୍ର ସ୍ୱାଧୀକାର ଭଙ୍ଗ ନୋଟିସ୍ ଆଣିଛନ୍ତି।…