Odisha Link
Bridging the Missing Links in Odisha
Browsing Tag

Minister

ବଡ଼ଚଣା: ହଠାତ କଲେଜରେ ପହଞ୍ଚିଲେ…

ଯାଜପୁର: ଅଧ୍ୟକ୍ଷ, ଅଧ୍ୟାପକ, କର୍ମଚାରୀ ଓ ଛାତ୍ରଛାତ୍ରୀଙ୍କୁ ଚକିତ କରି ଅଚାନକ ଆଜି ମହାବିଦ୍ୟାଳୟ ପରିସରରେ ପହଞ୍ଚି ଯାଇଥିଲେ ଉଚ୍ଚଶିକ୍ଷା ମନ୍ତ୍ରୀ ଡକ୍ଟର ଅରୁଣ କୁମାର ସାହୁ। କୌଣସି ପୂର୍ବସୂଚନା ନ ଦେଇ ମନ୍ତ୍ରୀ ଶ୍ରୀ ସାହୁ ଆଜି ପୂର୍ବାହ୍ନରେ ଯାଜପୁର ଜିଲ୍ଲା ବଡ଼ଚଣାରେ ଥିବା ବିଷ୍ଣୁ ସାମନ୍ତରାୟ…

ପାଟକୁରାରେ ଚେସ୍‌ ଖେଳିଲେ ଅରୁଣ

କେନ୍ଦ୍ରାପଡ଼ା: ପାଟକୁରାରେ ଦଳୀୟ ପ୍ରାର୍ଥୀ ସାବିତ୍ରୀ ଅଗ୍ରଓ୍ବାଲଙ୍କ ପାଇଁ ପ୍ରଚାର ଅବସରରେ ବିଜୁ ଜନତା ଦଳ (ବିଜେଡି) ବରିଷ୍ଠ ନେତା ତଥା କୃଷି ଓ ଉଚ୍ଚଶିକ୍ଷା ମନ୍ତ୍ରୀ ଡକ୍ଟର ଅରୁଣ କୁମାର ସାହୁ ଡେରାକୁଣ୍ଡି ଗ୍ରାମରେ ପହଞ୍ଚିଥିଲେ। ଗ୍ରାମର ବୟୋଜ୍ୟେଷ୍ଠ ବ୍ୟକ୍ତିମାନେ ସେତେବେଳେ ଚେସ୍‌ ଖେଳରେ…

୧୩ ଜିଲ୍ଲାକୁ ମିଳିଲାନି ମନ୍ତ୍ରୀପଦ,…

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ତାଙ୍କ ୨୦ ଜଣିଆ ମନ୍ତ୍ରୀ ପରିଷଦ ଆଜି ଶପଥ ଗ୍ରହଣ କରିଛନ୍ତି। ମନ୍ତ୍ରୀ ତାଲିକା ଓ ବିଭିନ୍ନ ଜିଲ୍ଲାରୁ ପ୍ରତିନିଧିତ୍ବ ନେଇ ଏବେ ରାଜନୈତିକ ଚର୍ଚ୍ଚା ଜୋର୍‌ ଧରିଛି। ଦୁଇଟି ଜିଲ୍ଲାରୁ ଦୁଇ ଜଣ ଲେଖାଏ ମନ୍ତ୍ରୀ ହୋଇଥିଲା ବେଳେ ମନ୍ତ୍ରିମଣ୍ଡଳରେ ଏଥର…

୨୯ରେ ଶପଥ ନେବେ ନବୀନ, ମନ୍ତ୍ରୀ ପଦ ପାଇଁ…

ଭୁବନେଶ୍ୱର: ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ନୂତନ ସରକାର ଆସନ୍ତା ୨୯ ତାରିଖ ଦିନ ଶପଥ ନେବାକୁ ଯାଉଛନ୍ତି। ତାଙ୍କ ମନ୍ତ୍ରିମଣ୍ଡଳରେ କିଏ ସ୍ଥାନ ପାଇବେ ସେଥିନେଇ ଲବି ଆରମ୍ଭ ହୋଇଯାଇଛି। ନବୀନଙ୍କ ବାସଭବନ ନବୀନ ନିବାସରେ ଏଥିପାଇଁ ନେତାଙ୍କ ଭିଡ଼ ଲାଗିଗଲାଣି। ନବୀନଙ୍କୁ ଛାଡ଼ିଦେଲେ…