Odisha Link
Bridging the Missing Links in Odisha
Browsing Tag

MLA

ବିଜେଡି ବିଧାୟକ ପ୍ରଫୁଲ୍ଲ ସାମଲ ଓ ତାଙ୍କ…

ଓଏଲ୍‌ ବ୍ୟୁରୋ: ୨୦୨୪ ନିର୍ବାଚନ ପାଖେଇ ଆସୁଥିବା ବେଳେ ତା ଠିକ୍‌ ପୁର୍ବରୁ ପୂର୍ବତନ ମନ୍ତ୍ରୀ ତଥା ଭଣ୍ଡାରିପୋଖରୀ ବିଧାୟକ ପ୍ରଫୁଲ୍ଲ ସାମଲ ଓ ତାଙ୍କ ପୁଅଙ୍କ ଅଡ଼ୁଆ ବଢ଼ିବାରେ ଲାଗିଛି। ଇଡି ଦୁଇ ଦିନ ତଳେ ପ୍ରଫୁଲ ସାମଲଙ୍କ ଘରେ ରେଡ୍‌ କରିଥିବା ବେଳେ ଆଜି ବିଧାୟକ ପ୍ରଫୁଲ୍ଲ ସାମଲ ଓ ତାଙ୍କ ପୁଅକୁ ଇଡି…

ଓଡ଼ିଶାର ୫ ବିଜେପି ସାଂସଦ ଲଢ଼ିପାରନ୍ତି…

ଓଏଲ୍‌ ବ୍ୟୁରୋ: ଦିନ ପରେ ଦିନ ଗଡ଼ୁଛି। ଆଉ ୨୦୨୪ ସାଧାରଣ ନିର୍ବାଚନ ପାଖେଇ ଆସୁଛି। ବିଭିନ୍ନ ରାଜନୈତିକ ଦଳ ମଧ୍ୟ ନିର୍ବାଚନକୁ ଆଖି ଆଗରେ ରଖି ଅଙ୍କକଷା ଆରମ୍ଭ କରି ସାରିଲେଣି। ଓଡ଼ିଶା ରାଜନୈତିକ ମାହୋଲ ମଧ୍ୟ ଉଷ୍ମ ହେବାରେ ଲାଗିଛି। ତିନି ଛାମୁଆ ଦଳ ବିଜୁ ଜନତା ଦଳ, ଭାରତୀୟ ଜନତା ପାର୍ଟି ଓ କଂଗ୍ରେସ…

ବୋହୂର ଦ୍ୱିତୀୟ ବିବାହ କରାଇଲେ ନବୀନ…

ଓଏଲ୍‌ ବ୍ୟୁରୋ : ପ୍ରତିବର୍ଷ ଜାନୁଆରୀ ୨୪ ତାରିଖରେ ପାଳନ ହେଉଛି ଜାତୀୟ କନ୍ୟା ଦିବସ। ଏହି ଦିବସରେ ଏକ ଉଦାହରଣ ସୃଷ୍ଟି କରିଛନ୍ତି ଗଁଦିଆର ପୂର୍ବତନ ବିଧାୟକ ନବୀନ ନନ୍ଦ। ପୁଅଙ୍କ ମୃତ୍ୟୁ ପରେ ନିଜ ବୋହୂର କରାଇଛନ୍ତି ଦ୍ୱିତୀୟ ବିବାହ। ସୂଚନା ଅନୁସାରେ, ପୂର୍ବତନ ବିଧାୟକ ନବୀନ ନନ୍ଦଙ୍କ ପୁଅ ସମ୍ବିତ…

ଏସ୍‌ଏଚଜି ପାଚେରୀ ଭାଙ୍ଗିଦେଲେ ବିଜେପି…

ଓଏଲ୍‌ ବ୍ୟୁରୋ: ଭାରତୀୟ ଜନତା ପାର୍ଟି ବିଧାୟକ ସୁବାଷ ପାଣିଗ୍ରାହୀଙ୍କ କାର୍ଯ୍ୟକଳାପକୁ ନେଇ ଦେବଗଡ଼ ରାଜନୀତି ସରଗରମ। ଅଭିଯୋଗ ମୁତାବିକ, ମହିଳା ସଶକ୍ତିକରଣ କାର୍ଯ୍ୟକୁ ଖୁଲମଖୁଲା ବିରୋଧ କରୁଛନ୍ତି ବିଧାୟକ ଶ୍ରୀ ପାଣିଗ୍ରାହୀ। ସୂଚନା ଅନୁଯାୟୀ, ଦେବଗଡ଼ ପୌର ପରିଷଦ ପକ୍ଷରୁ ମୁକ୍ତା ଯୋଜନାରେ ମିଶନ…

୩ମାସର ଶିଶୁ କନ୍ୟାଙ୍କୁ ଧରି ବିଧାନସଭାରେ…

ଓଏଲ୍‌ ବ୍ୟୁରୋ : ମହାରାଷ୍ଟ୍ରରୁ ମହିଳା ସଶକ୍ତିକରଣର ଏକ ନିଆରା ଉଦାହରଣ ସାମ୍ନାକୁ ଆସିଛି। ମହାରାଷ୍ଟ୍ର ବିଧାନସଭାର ଶୀତ ଅଧିବେଶନରେ ଏନସିପି ବିଧାୟିକା ସରୋଜ ବାବୁଲାଲ ଅହିରା ପହଞ୍ଚିଥିଲେ। ବିଧାୟିକା ବିଧାନସଭାରେ ସୋମବାର ତାଙ୍କର ତିନି ମାସର ଶିଶୁକୁ କୋଳରେ ଧରି ପହଞ୍ଚିବା ସହ ଗୃହ ପ୍ରକ୍ରିୟାରେ…

ବୃଦ୍ଧି ହୋଇପାରେ ବିଧାୟକଙ୍କ ଦରମା

ଓଏଲ୍ ବ୍ୟୁରୋ : ବଢିପାରେ ବିଧାୟକଙ୍କ ଦରମା। ବିଧାନସଭାର ବୈଠକରେ ବିଧାୟକଙ୍କ ଦରମା ବୃଦ୍ଧି ପାଇଁ ଆଲୋଚନା ଶେଷ ହୋଇଛି। ବିଧାୟକଙ୍କ ଦରମା ବୃଦ୍ଧି ନେଇ ଖୁବଶୀଘ୍ର ବାଚସ୍ପତିଙ୍କୁ ଉପଦେଷ୍ଟା କମିଟିର ରିପୋର୍ଟ ଦିଆଯିବ। ରାଜ୍ୟସରକାର ଏହାପରେ ଚୂଡାନ୍ତ ନିଷ୍ପତ୍ତି ନେବେ। ପୂର୍ବରୁ ବିଧାନସଭା ଅଧିବେଶନରେ…

ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ମାରିବା…

ଓଏଲ୍ ବ୍ୟୁରୋ: ଷଡଯନ୍ତ୍ର ହେଉଛି ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ମାରିବାକୁ । ଏହି କଥା ନିଜେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ଗଣମାଧ୍ୟମ ଆଗରେ କହିଛନ୍ତି । ସେ ମଧ୍ୟ କହିଛନ୍ତି ଯେଉଁ ରାଜ୍ୟରେ ଆଇନ ନାହିଁ, ସେ ରାଜ୍ୟରେ କାହାକୁ ଭରସା କରି କରିହେବନି । ବିଧାୟକଙ୍କୁ ସିଧାସଳଖ ଧମକ…

ଚିଠିରେ ମୋଦିଙ୍କୁ…

ନୂଆଦିଲ୍ଲୀ: ପ୍ରଧାନମନ୍ତୀ ନରେନ୍ଦ୍ର ମୋଦିଙ୍କୁ “ମ୍ୟାଡାମ’ ସମ୍ବୋଧନ କରି ଚିଠି ଲେଖିଛନ୍ତି ପୁରୁଲିଆ ରଘୁନାଥପୁର ବିଜେପି ବିଧାୟକ ବିବେକାନନ୍ଦ ବାଉରି। ଏଥର ସେ ପ୍ରଥମ କରି ଏଠାରୁ ବିଧାୟକ ହୋଇଛନ୍ତି। ଅଗଷ୍ଟ ୯ ସୋମବାର ପ୍ରଧାନମନ୍ତ୍ରୀଙ୍କ ଦିଲ୍ଲୀ କାର୍ଯ୍ୟାଳୟକୁ ଚିଠି ଲେଖିଛନ୍ତି ବିବେକାନନ୍ଦ।…

ଦିଲ୍ଲୀରେ ବିଧାୟକଙ୍କ ଦରମା ବୃଦ୍ଧି…

ନୂଆଦିଲ୍ଲୀ: ଦିଲ୍ଲୀ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ମଞ୍ଜୁରୀ। ବିଧାୟକଙ୍କ ଦରମା ଓ ଭତ୍ତା ବୃଦ୍ଧି ପ୍ରସ୍ତାବକୁ କ୍ୟାବିନେଟରେ ମଞ୍ଜୁରୀ ପ୍ରଦାନ କରାଯାଇଛି। କ୍ୟାବିନେଟର ପ୍ରସ୍ତାବ ମୁତାବକ, ଏବେ ଦିଲ୍ଲୀର ବିଧାୟକମାନଙ୍କୁ ମାସିକ ବେତନ ଆକାରରେ ୩୦ ହଜାର ଟଙ୍କା ମିଳିବ। ଦିଲ୍ଲୀ ବିଧାୟକଙ୍କୁ ମାସିକ ୧୨…

ନେତୃତ୍ୱ ନେବାରେ ରାହୁଲ ବିଫଳ କହି…

ଗୌହାଟି: ଆସାମରେ ଦେଖିବାକୁ ମିଳିଛି କଂଗ୍ରେସ କନ୍ଦଳ। କଂଗ୍ରେସ ନେତୃତ୍ୱ ତଥା ଗାନ୍ଧୀ ପରିବାରର ନେତୃତ୍ୱ ଉପରେ ପ୍ରଶ୍ନ ଉଠାଇ ଜଣେ କଂଗ୍ରେସ ବିଧାୟକ ଦଳରୁ ଇସ୍ତଫା ଦେଇଛନ୍ତି। ଯାହାକି ଦଳ ଭିତରେ ନେତୃତ୍ୱକୁ ନେଇ ଥିବା ଅସନ୍ତୋଷ ଜଳ ଜଳ କରି ସ୍ପଷ୍ଟ ହୋଇଛି। ଆସାମ ବିଧାନସଭାକୁ କଂଗ୍ରେସ ଟିକେଟ ପାଇ…