Odisha Link
Bridging the Missing Links in Odisha
Browsing Tag

MLA

ବିଜେଡି ସାଂସଦ-ବିଧାୟକ ମୁହାଁମୁହିଁ,…

ଢେଙ୍କାନାଳ: ମୁହାଁମୁହିଁ ହେଲେ ବିଜେଡି ନେତା। କରୋନା କାଳରେ ବିଜେଡି ସାଂସଦ ଓ ବିଧାୟକ ମୁହାଁମୁହିଁ ହୋଇଛନ୍ତି। କୋଭିଡ କେୟାର ସେଣ୍ଟର ଉଦଘାଟନକୁ ନେଇ ଉଭୟ ମୁହାଁମୁହିଁ ହୋଇଛନ୍ତି । କୋଭିଡ୍‌ କେୟାର ସେଣ୍ଟର ଉଦ୍‌ଘାଟନ ନେଇ ବିଜେଡିର ୨ ନେତା ଢେଙ୍କାନାଳ ସାଂସଦ ଓ ପାଲଲହଡ଼ା ବିଧାୟକ ମୁହାଁମୁହିଁ।…

୩.୫ କୋଟି ହଡ଼ପ ମସୁଧା: କଂକ୍ରିଟ୍‌ ବଦଳରେ…

ବୌଦ୍ଧ: ସରକାର ଲୋକଙ୍କ ପାଇଁ ମାଳମାଳ ଯୋଜନା ପ୍ରସ୍ତୁତ କରୁଛନ୍ତି। ମାତ୍ର ତୃଣମୂଳ ସ୍ତରରେ ତାହା କାର୍ଯ୍ୟକାରୀ ହେବା ପୂର୍ବରୁ ହୋଇଯାଉଛି ବାଟମାରଣ। ବୌଦ୍ଧ ଭଳି ଏକ ପଛୁଆ ଜିଲ୍ଲାରେ ଏଭଳି ଏକାଧିକ ମହାଦୁର୍ନୀତି ସାଧାରଣରେ ଉଦ୍‌ବେଗ ସୃଷ୍ଟି କରୁଛି। ବୌଦ୍ଧ ଜିଲ୍ଲୋ ପ୍ରତିବର୍ଷ ବନ୍ୟା ପରିସ୍ଥିତି…

ଶିବସେନା ବିଧାୟକ ପ୍ରତାପ ସରନାଏକଙ୍କ ଘରେ…

ମୁମ୍ବାଇ: ଆଜି ସକାଳୁ ଶିବସେନା ବିଧାୟକ ପ୍ରତାପ ସରନାଏକଙ୍କ ବାସଭବନ ଓ ଅଫିସରେ ଅତର୍କିତ ଭାବେ ଇଡି ରେଡ୍ କରିଛି। ଗୋଟିଏ ମନିଲଣ୍ଡରିଂ କେସ୍‌ରେ ପ୍ରତାପଙ୍କ ସଂପୃକ୍ତି ଥିବା ଅଭିଯୋଗ ହୋଇଥିଲା।‌ ତାଙ୍କର ଏକାଧିକ ଠିକଣାରେ ରେଡ୍‌ ହୋଇଥିବା ଜଣାପଡ଼ିଛି। ଥାନେ ଅନ୍ତର୍ଗତ ଓଭାଲା-ମାଜିୱାଦା…

ମୁଣ୍ଡ ପିଟିଲେ ତାରା

ଭୁବନେଶ୍ବର: ସ୍କୁଲ୍‌ ବନ୍ଦ ପ୍ରସଙ୍ଗରେ ମୁଣ୍ଡ ପିଟିଲେ କଂଗ୍ରେସ ବିଧାୟକ ତାରା ବାହିନୀପତି। ସ୍କୁଲ ବନ୍ଦ ପ୍ରସଙ୍ଗ ନେଇ ଅପରାହ୍ଣ ଅଧିବେଶନରେ ଗୃହରେ ପ୍ରବଳ ହଟ୍ଟଗୋଳ। ବିରୋଧୀ ଦଳ ପକ୍ଷରୁ ଗୃହରେ ହୋହାଲ୍ଲା ଓ ପାଟିତୁଣ୍ଡ। ବାଚସ୍ପତିଙ୍କ ସମ୍ମୁଖ ଫାଇଭରରେ ମୁଣ୍ଡ ପିଟିଲେ କଂଗ୍ରେସ ବିଧାୟକ ତାରା…

ବିଧାୟକଙ୍କ କୋଭିଡ ରିପୋର୍ଟ ଦ୍ୱନ୍ଦ୍ୱରେ

ଭୁବନେଶ୍ୱର: ବିଧାନସଭା ଶୀତଅଧିବେଶନର ଆଜି ଦ୍ବିତୀୟ ଦିନ। କରୋନା ମହାମାରୀକୁ ଦୃଷ୍ଟିରେ ରଖି ଚଳିତ ଶୀତଅଧିବେଶନ ପାଇଁ ବିଧାୟକଙ୍କ ସମେତ ଅନ୍ୟ କର୍ମଚାରୀଙ୍କ କୋଭିଡ ଟେଷ୍ଟ କରାଯାଇଥିଲା। ନେଗେଟିଭ ରିପୋର୍ଟ ଆସିଥିବା ବିଧାୟକମାନେ ହିଁ ଗୃହ କାର୍ଯ୍ୟରେ ଅଂଶ ଗ୍ରହଣ କରୁଛନ୍ତି। ତେବେ କୋଭିଡ ଟେଷ୍ଟ…

ପୂଜା କରୁଥିବା ବେଳେ ମୃତ୍ୟୁ ବରଣ କଲେ…

ବୈତୁଲ: ମନ୍ଦିରରେ ପୂଜା କରୁଥିବା ସମୟରେ ପୂର୍ବତନ ବିଧାୟକଙ୍କ ହୃଦଘାତରେ ମୃତ୍ୟୁ ବରଣ କରିଛନ୍ତି। ମୃତ୍ୟୁ ବରଣ କରିଥିବା ବିଧାୟକ ହେଲେ ବିନୋଦ ଡାଗା। ସୂଚନା ଅନୁସାରେ, ପୂର୍ବତନ ବିଧାୟକ ପ୍ରତିଦିନ ଭଳି ଧନତେରାସ ଦିନ ମନ୍ଦିରକୁ ପୂଜା କରିବାକୁ ଯାଇଥିଲେ। ମନ୍ଦିରରେ ସେ ସର୍ବପ୍ରଥମେ ଭଗବାନ…

ବିଧାୟକ ଅତନୁ ସବ୍ୟସାଚୀଙ୍କୁ କରୋନା

ଭୁବନେଶ୍ୱର: କରୋନା କବଳରେ ଆଉ ଜଣେ ବିଧାୟକ। ମହାକାଳପଡା ବିଧାୟକ ଅତନୁ ସବ୍ୟସାଚୀ ନାୟକ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏ ନେଇ ସେ ନିଜେ ସୂଚନା ଦେଇଛନ୍ତି। ବିଧାୟକ ସୂଚନା ଦେଇ କହିଛନ୍ତି ଯେ, ବିଧାନସଭା ପକ୍ଷରୁ ହୋଇଥିବା କୋଭିଡ଼ ପରୀକ୍ଷାରେ ତାଙ୍କର ରିପୋର୍ଟ ପଜିଟିଭ ଆସିଛି। କରୋନାର କୌଣସି…

କରୋନା ଆକ୍ରାନ୍ତ ହେଲେ ନବରଙ୍ଗପୁର…

ନବରଙ୍ଗପୁର: କରୋନା ଆକ୍ରାନ୍ତ ହେଲେ ନବରଙ୍ଗପୁର ବିଧାୟକ ସଦାଶିବ ପ୍ରଧାନୀ। ବିଧାୟକଙ୍କ ପତ୍ନୀ ମଧ୍ୟ କରୋନା ଆକ୍ରାନ୍ତ ‌ହୋଇଥିବା ଜଣା ପଡ଼ିଛି। ଏ ନେଇ ବିଧାୟକ ସଦାଶିବ ପ୍ରଧାନୀ ନିଜ ଫେସବୁକ ଆକାଉଣ୍ଟ ଜରିଆରେ ସୂଚନା ଦେଇଛନ୍ତି। ବିଧାୟକ ସଦାଶିବ ପ୍ରଧାନୀ ନିଜ ଫେସ୍ବୁକ୍‌ ପୋଷ୍ଟରେ କହିଛନ୍ତି ଯେ,…

ପରଲୋକରେ ବାଲେଶ୍ବରର ସଦର ବିଧାୟକ ମଦନ…

ଭୁବନେଶ୍ବର: ପରଲୋକରେ ବାଲେଶ୍ବରର ସଦର ବିଧାୟକ ମଦନ ମୋହନ ଦତ୍ତ। ସେ ଭାରତୀୟ ଜନତା ଦଳର ବିଧାୟକ ଥିଲେ। ମଦନ ମୋହନ ଦତ୍ତଙ୍କ ଆଜି ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୬୧ ବର୍ଷ ବୟସ ହୋଇଥିବା ତାଙ୍କ ପୁଅ ମାନସ ଦତ୍ତ ସୂଚନା ଦେଇଛନ୍ତି। ପ୍ରାୟ ଦେଢ଼ମାସ ହେବ ସେ…

ଗୁଜୁରାଟ କଂଗ୍ରେସରେ ମହାନାଟକ, ୬୫…

ନୂଆଦିଲ୍ଲୀ: ସାରା ଦେଶ ମହାମାରୀ କରୋନା ସଙ୍କଟ ମଧ୍ୟରେ ଗତି କରୁଥିବା ସମୟରେ ଜୁନ୍‌ ୧୯ରେ ହେବ ରାଜ୍ୟସଭା ନିର୍ବାଚନ। ଯାହାକୁ ନେଇ ପୁଣିଥରେ ରାଜନୀତିରେ ଅଦଳବଦଳ ନୀତି ଆପଣେଇଛନ୍ତି ନେତା। ସେହିପରି ରାଜ୍ୟସଭା ନିର୍ବାଚନ ପୂର୍ବରୁ ଗୁଜୁରାଟ କଂଗ୍ରେସରେ ଦେଖିବାକୁ ମିଳୁଛି ମହାନାଟକ। ଗୁଜୁରାଟ କଂଗ୍ରେସ…