Odisha Link
Bridging the Missing Links in Odisha
Browsing Tag

Naygarh

ଗଞ୍ଜେଇ ବେପାରକୁ ବିରୋଧ କରିବାରୁ…

ନୟାଗଡ଼: ଦିନକୁ ଦିନ ରାଜ୍ୟରେ ଗଞ୍ଜେଇ ବେପାର ବୃଦ୍ଧି ପାଉଛି। ଆଉ ଏହାର କବଳରୁ ମୁକୁଳି ପାରୁନାହାନ୍ତି ଯୁବ ଗୋଷ୍ଠୀ। ଜଣେ ଛାତ୍ର ଗଞ୍ଜେଇ ବେପାରୀଙ୍କୁ ବିରୋଧ କରିବା ମହଙ୍ଗା ପଡ଼ିଲା। ଏଥିଯୋଗୁ ଜଣେ ଛାତ୍ରଙ୍କୁ ଆକ୍ରାଶର ଶିକାର ହେବାକୁ ପଡ଼ିଛି। ଗଞ୍ଜେଇ ବେପାରୀଙ୍କ ମାରଣାସ୍ତ୍ର ଆକ୍ରମଣରେ ଗୁରୁତର ହୋଇ…

ଠାକୁର ଅନୁକୂଳ ଚନ୍ଦ୍ରଙ୍କ ଜନ୍ମଦିବସ…

ନୟାଗଡ଼: ସତସଙ୍ଗ ବିହାର ପରିସର ମଧ୍ୟରେ ଶ୍ରୀ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ରଙ୍କର ପବିତ୍ର ୧୩୨ତମ ଶୁଭ ଜନ୍ମ ଦିବସ ଅନୁଷ୍ଠିତ ହୋଇଯାଇଛି। ପ୍ରତୁଶରେ ବେଦ ମାଙ୍ଗଳିକ, ଉଷା କୀର୍ତ୍ତନ, ପ୍ରାଥନା, ସଦ ଗ୍ରନ୍ଥ ପାଠ, ମାତୃ ସମିଳନୀ, ସଂଗତାଞ୍ଜଳି, ହୋଇଥିଲା ପରେ ଠାକୁରଙ୍କ ଦିବ୍ୟ ଜୀବନୀ ଉପରେ ଆଲୋଚନା…

ଯବାନଙ୍କ ମୃତ ଦେହ ପହଞ୍ଚିଲା ଗାଁରେ

ନୟାଗଡ଼: ନନ୍ଦିଘୋର ଅଞ୍ଚଳରେ ଶୋକାକୁଳ ପରିବେଶ ଦେଖିବାକୁ ମିଳିଛି। ଗତକାଲି ମାଲକାନଗିରିରେ ବିଦ୍ୟୁତ୍ ଆଘାତରେ ମୃତ୍ୟୁ ହୋଇଥିବା ଯବାନଙ୍କ ମୃତ ଦେହ ଆଜି ନିଜ ଗାଁ’ରେ ପହଞ୍ଚିଛି। ଓଏସ୍‍ଏପି ଯବାନ ରାହୁଲ ବେହେରାଙ୍କ ମୃତ ଦେହ ଆଜି ନିଜ ଗାଁ’ ନୟାଗଡ଼ ନନ୍ଦିଘୋରରେ ପହଞ୍ଚିବା ପରେ ଅଞ୍ଚଳରେ ଶୋକାକୁଳ…

ମୁଣ୍ଡ ଉପରେ ମରଣ: ଫଟା ଛାତ ତଳେ ୧୪୦…

ନୟାଗଡ଼: ଗୋଟିଏ ପଟେ ସରକାର ଶିକ୍ଷାର ଉନ୍ନତି ନିମନ୍ତେ ଆପଣଉଛନ୍ତି ବହୁତ ଯୋଜନା। ଅପରପକ୍ଷେ ଛାତ୍ରଛାତ୍ରୀ ମାନେ ପାଠ ପଢ଼ୁଛନ୍ତି ବିପଦ ସଙ୍କୁଳ ଅବସ୍ଥାରେ। ଏପରି ଏକ ଘଟଣା ସାମ୍ନାକୁ ଆସିଛି। ବିପଦ ସଙ୍କୁଳ ସ୍କୁଲ ଶ୍ରେଣୀ ଗୃହ ନେଇ ତାତିଲେ ଛାତ୍ରଛାତ୍ରୀ ଓ ଅଭିଭାବକ। ଏଥିସହିତ ସ୍କୁଲ ଆଗରେ ଦେଲେ…

୫୭ ନମ୍ବର ଜାତୀୟ ରାଜପଥରେ ଛାତିଥରା…

ନୟାଗଡ଼: ୫୭ ନମ୍ବର ଜାତୀୟ ରାଜପଥରେ ଘଟିଛି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଏହି ଦୁର୍ଘଟଣା ଘଟିଛି ନୟାଗଡ଼ ଜିଲ୍ଲା ନୂଆଗାଁ ଥାନା ସମ୍ମୁଖରେ। ଦୁର୍ଘଟଣାର ଭିଡ଼ିଓ ଏବେ ଚାରିଆଡ଼େ ବୁଲୁଛି। ଏହି ଭିଡିଓଟିରେ ୨ଟି ବାଇକ୍‌ ପରସ୍ପରକୁ ବିପରୀତ ଦିଗରୁ ଧକ୍କା ଦେଇଥିଲେ। ଏହି ଦୁର୍ଘଟଣାରେ ୫ଜଣ ଯୁବକ ଆହାତ ହୋଇଥିବା…

ଦେବୀ ନଦୀରୁ ଅଜଣା ମହିଳାଙ୍କ ମୃତ ଦେହ…

ଜଗତସିଂହପୁର: ଆଜି ଜଗତସିଂହପୁର ଜିଲ୍ଲାର ସଦର ବ୍ଲକ୍‌ ଅନ୍ତର୍ଗତ ପୋହଳ ଉପକଣ୍ଠ ଦେବୀ ନଦୀରେ ଏକ ଅଜଣା ମୃତ ଶରୀର ପୁଲିସ୍‌ ଉଦ୍ଧାର କରିଛି। ଦେବୀ ନଦୀରେ ଉକ୍ତ ମୃତ ଶରୀରଟି ପାଣି ସଢି ଦୁର୍ଗନ୍ଧ ହେବା ସହିତ ଉଲଗ୍ନ ଅବସ୍ଥାରେ ଭାଶୁଥିବା ଅବସ୍ଥାରେ ପୁଲିସ ଉଦ୍ଧାର କରଛି। ପ୍ରଥମେ ବଳତ୍କାର କରାଯାଇ ପରେ…

ଚୋରକୁ ନିର୍ଧୂମ ଛେଚିଲେ ଗ୍ରାମବାସୀ

ନୟାଗଡ଼: ନୟାଗଡ଼ ଜିଲ୍ଲା ଫତେଗଡ଼ ଥାନା ଅନ୍ତର୍ଗତ ବାଇଗୁଣିଆ ଗାଁରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା। ଚୋରି କରୁଥିବା ଅବସ୍ଥାରେ ଜଣେ ଚୋରଙ୍କୁ ଧରି ନିର୍ଧୂମ ଛେଚିଛନ୍ତି ଦେଇଛନ୍ତି ଗ୍ରାମବାସୀ। ଅନ୍ୟ ୩ଜଣ ଚୋର ମଉକା ଦେଖି ଫେରାର ହୋଇଯିବାରେ ସଫଳ ହୋଇଛନ୍ତି। ଜଣେ ଚୋରଙ୍କୁ ଗ୍ରାମବାସୀ ପୁଲିସ…