Odisha Link
Bridging the Missing Links in Odisha

୫୭ ନମ୍ବର ଜାତୀୟ ରାଜପଥରେ ଛାତିଥରା ଦୁର୍ଘଟଣା, ଦେଖନ୍ତୁ ଭିଡିଓ

ନୟାଗଡ଼: ୫୭ ନମ୍ବର ଜାତୀୟ ରାଜପଥରେ ଘଟିଛି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଏହି ଦୁର୍ଘଟଣା ଘଟିଛି ନୟାଗଡ଼ ଜିଲ୍ଲା ନୂଆଗାଁ ଥାନା ସମ୍ମୁଖରେ। ଦୁର୍ଘଟଣାର ଭିଡ଼ିଓ ଏବେ ଚାରିଆଡ଼େ ବୁଲୁଛି। ଏହି ଭିଡିଓଟିରେ ୨ଟି ବାଇକ୍‌ ପରସ୍ପରକୁ ବିପରୀତ ଦିଗରୁ ଧକ୍କା ଦେଇଥିଲେ। ଏହି ଦୁର୍ଘଟଣାରେ ୫ଜଣ ଯୁବକ ଆହାତ ହୋଇଥିବା ସୂଚନା ମିଳିଛି। ପରେ ନୂଆଗାଁ ପୁଲିସ୍‌ ଉଦ୍ୟମରେ ସମସ୍ତ ଗୁରୁତରଙ୍କୁ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

ଦେଖନ୍ତୁ ଭିଡିଓ:

Comments are closed.