Odisha Link
Bridging the Missing Links in Odisha
Daily Archives

September 5, 2019

୪୭,୫୦୦ ଟଙ୍କା ତଣ୍ଡ ଗଣିଥିବା ଅଟୋ…

ନୂଆଦିଲ୍ଲୀ: ଆଜି କେନ୍ଦ୍ର ସଡ଼କ ଓ ପରିବହନ ମନ୍ତ୍ରୀ ନୀତୀନ ଗଡ଼କରୀ ଏସ୍‌ଆଇମ୍‌ ବାର୍ଷିକ ସମ୍ମିଳନୀରେ ଯୋଗ ଦେଇଥିଲେ। ଏହି ସମ୍ମିଳନୀରେ ଯୋଗ ଦେଇ ଗଡ଼କରୀ ନୂଆ ଟ୍ରାଫିକ ନିୟମ ବିଷୟରେ କହିଛନ୍ତି। ସେ କହିଛନ୍ତି ଯେ, “ଟ୍ରାଫିକ ଉଲ୍ଲଙ୍ଘନ ଜୋରିମାନା ସୀମାକୁ ବୃଦ୍ଧି କରିବାକୁ ସରକାରଙ୍କ ଇଚ୍ଛା ନାହିଁ।…

ଟ୍ରାଫିକ ନିୟମ ଉଲ୍ଲଙ୍ଘନ ଜୋରିମାନା…

ନୂଆଦିଲ୍ଲୀ: ନୂଆ ଟ୍ରାଫିକ୍‌ ନିୟମକୁ ନେଇ ସାରା ଦେଶରେ ହାହାକାର ପରିସ୍ଥିତି ସୃଷ୍ଟି ହୋଇଛି। ସେପ୍ଟେମ୍ବର ୧ ଠାରୁ ଦେଶରେ ଲାଗୁ ହୋଇଛି ନୂଆ ଟ୍ରାଫିକ ନିୟମ। ଏହାକୁ ନେଇ ସାରା ଦେଶରେ ଚର୍ଚ୍ଚା ଚାଲିଛି। ପ୍ରଥମଥର ପାଇଁ ଏ ବାବଦରେ ମନ୍ତବ୍ୟ ଦେଇଛନ୍ତି କେନ୍ଦ୍ର ସଡ଼କ ଓ ପରିବହନ ମନ୍ତ୍ରୀ ନୀତୀନ ଗଡ଼କରୀ।…

ପୁଣି ତଣ୍ଡ ଗଣିଲେ ଅଟୋ ଚାଳକ

ଭୁବନେଶ୍ୱର: ଟ୍ରାଫିକ ନିୟମ ଭାଙ୍ଗି ପୁଣି ରାଜଧାନୀରେ ଫସିଲେ ଆଉ ଜଣେ ଅଟୋ ଚାଳକ। ଅଟୋ ଚାଳକଙ୍କୁ ତ୍ରାହି ନାହିଁ। ନିଜ ପକେଟରୁ ଗଣିଲେ ୨୭ ହଜାର ଟଙ୍କା ଫାଇନ୍। ଗତକାଲି ଅଟୋ ଡ୍ରାଇଭର ଉପରେ ୪୭ ହଜାର ୫୦୦ଟଙ୍କା ଫାଇନ ହୋଇଥିବା ବେଳେ ଆଜି ଆଉ ଏକ ଅଟୋ ଡ୍ରାଇଭର ଉପରେ ଚଡ଼କ ପଡିଛି। ବାଣୀବିହାର ଫ୍ଲାଏ ଓଭର…

ସରକାରଙ୍କ ଉପରେ ପଡ଼ିବ ସାଧୁଙ୍କ ଅଭିଶାପ!

ଭୁବନେଶ୍ୱର: ବିଜୟ ମହାପାତ୍ର, ବ୍ରଜ ତ୍ରିପାଠୀଙ୍କ ପରେ ପୁରୀ ମଠ ଭଙ୍ଗା ପ୍ରସଙ୍ଗରେ ମୁହଁ ଖୋଲିଛନ୍ତି କଂଗ୍ରେସ ବିଧାୟକ ସୁର ରାଉତରାୟ। ଶ୍ରୀମନ୍ଦିର ଚତୁଃପାର୍ଶ୍ବର ଉଚ୍ଛେଦ ପ୍ରସଙ୍ଗରେ ଜଣକ ପରେ ଜଣେ ବିରୋଧୀ ରାଜ୍ୟ ସରକାରଙ୍କ ବିରୋଧରେ ବିଷୋଦଗାର କରୁଛନ୍ତି। ପୁରୀରେ ଉଚ୍ଛେଦକୁ ନେଇ ଗୁରୁବାର…

ବଦଳୁଛି ପୁରୀର ରୂପ

ପୁରୀ: ଉଚ୍ଛେଦ ପ୍ରକ୍ରିୟାର କି ସୁଫଳ ପଡ଼ିବ, ତାହା ଧୀରେ ଧୀରେ ପରିଲକ୍ଷିତ ହେବାରେ ଲାଗିଛି। ଯାହାର ଝଲକ ମଧ୍ୟ ସାଧାରଣ ଜନତା ଦେଖିବାକୁ ପାଉଛନ୍ତି। ଫଳରେ ସରକାରଙ୍କ ଏହି ନିଷ୍ପତ୍ତିକୁ ଧିରେ ଧିରେ ସମର୍ଥନ ମିଳୁଥିବା ଦେଖାଯାଉଛି। ରୂପାନ୍ତରିତ ପୁରୀର ନୂଆ ରୂପ। ଏବେ ମାତ୍ର କିଛି ଅଞ୍ଚଳକୁ ସଫା…

ରାଜଧାନୀ ରାସ୍ତାରେ ଜଳିଗଲା ଭ୍ୟାନ

ଭୁବନେଶ୍ୱର: ପଟିଆସ୍ଥିତ କିମ୍ସ ହସ୍ପିଟାଲ ପଛପଟେ ଆଜି ଅପରାହ୍ନରେ ଏକ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଯାଇଛି। ଏହି ଅଗ୍ନିକାଣ୍ଡରେ ଏକ ମାଲବାହୀ ଭ୍ୟାନ ଜଳି ଯାଇଛି । ମିଳିଥିବା ସୂଚନା ଅନୁସାରେ, ମାଲବାହୀ ଭ୍ୟାନଟି କିଛି ରାସାୟନିକ ପଦାର୍ଥ ନେଇ ଯାଉଥିଲା। ଭ୍ୟାନଟି ରାସ୍ତାରେ ଯାଉଥିବା ସମୟରେ ହଠତ୍ ନିଆଁ…

ଜରୁରୀ ପରିସ୍ଥିତିକୁ ବଳିଗଲା ମଠ ଭଙ୍ଗା:…

ଭୁବନେଶ୍ବର: ରାଜ୍ୟର ସବୁଠି ଚର୍ଚ୍ଚାରେ ପୁରୀର ମଠ ଭଙ୍ଗା ଘଟଣା। ପ୍ରଥମେ ବିଜେପି ବରିଷ୍ଠ ନେତା ବିଜୟ ମହାପାତ୍ର ଏନେଇ ମୁହଁ ଖୋଲିଥିବା ବେଳେ ଏବେ ମୁହଁ ଖୋଲିଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ବ୍ରଜ କିଶୋର ତ୍ରିପାଠୀ। ସେ କହିଛନ୍ତି ଯେ, ପୁରୀରେ ଚାଲିଛି ଅମଲାତାନ୍ତ୍ରିକ ଆତଙ୍କବାଦ। ପୁରୀକୁ ଏକ…

ଭଦ୍ରକରେ ରାତି

ଭଦ୍ରକରେ ରାତି 🔵 ଶୁଭ୍ରାଂଶୁ ପଣ୍ଡା ••••••••••••••••••••••••••••••• https://www.youtube.com/watch?v=fYDucWsynY8&feature=youtu.be ଭଦ୍ରକରେ ଅଧରାତି ଶବ ଆସେ, ଦୂରୁ ଶୁଭେ ସାଇରନ୍ କରୁଣ କାନ୍ଦଣା ବସ ଷ୍ଟାଣ୍ଡ ଭିଡ଼ ଭାଙ୍ଗେ ରାତି ବଢ଼େ, ଅବେଳରେ କେଉଁଠାରେ ଚାଲିଛି…

ବିଦ୍ୟୁତ୍ ଚୋରି ରୋକିବାକୁ ସେସୁର ମାଷ୍ଟର…

ଭୁବନେଶ୍ବର: ବିଦ୍ୟୁତ୍ ଚୋରି ରୋକିବାକୁ ବଡ଼ ପଦକ୍ଷେପ ନେଇଛି ସେସୁ। ବିଜୁଳି ଚୋରି ବିଷୟରେ ସଂକ୍ରାନ୍ତରେ ଖବର ଦେଲେ ନାମ ଗୋପନ ରଖି ପୁରସ୍କାର ଦେବେ ସେସୁ କର୍ତ୍ତୁପକ୍ଷ। ଏପରିକି ଖବରଦାତାଙ୍କୁ ଆଦାୟ ଜରିମାନାର ୧୦ ପ୍ରତିଶତ ଅର୍ଥ ପୁରସ୍କାର ଭାବେ ପ୍ରଦାନ କରାଯିବ ବୋଲି ସମୀକ୍ଷା ବୈଠକ ପରେ କହିଛନ୍ତି…

୫୦ ହଜାର ଟପିଲା ରୂପା ଦର

ନୂଆଦିଲ୍ଲୀ: ବଜାରରେ ସୁନା ଓ ରୂପାଦର ଆକାଶ ଛୁଆଁ। ଗୋଟିଏ ପଟେ ସୁନାଦର ହୁ ହୁ ହୋଇ ବଢୁଥିବା ବେଳେ ଅନ୍ୟପଟେ ରୂପାଦର ଆକାଶଛୁଆଁ। ଦେଶରେ ରୂପା ଦାମ ୫୦ ହଜାର ଟଙ୍କାପ ଟପିଛି। ଦେଶରେ ରୂପା ଦରରେ ବୃଦ୍ଧିର ଧାରା ଜାରି ରହିଛି। ରୂପାର କିଲୋ ପିଛା ଦରରେ ବଡ ଧରଣର ବୃଦ୍ଧି ଦେଖିବାକୁ ମିଳିଛି। ରୂପା ଦାମ ୨…