Odisha Link
Bridging the Missing Links in Odisha
Daily Archives

September 5, 2019

ସରକାରୀ ଗାଡ଼ିକୁ ୧୫ ହଜାର ଜୋରିମାନା

ଭୁବନେଶ୍ୱର: ସେପ୍ଟେମ୍ବର ୧ରୁ ଦେଶବ୍ୟାପୀ ଲାଗୁ ହୋଇଛି ନୂଆ ମୋଟର ଯାନ ଆଇନ। ନୂଆ ଆଇନ କାର୍ଯ୍ୟକାରୀ ହେବା ପରେ ଚାରିଆଡେ଼ ଚାଲିଛି ଧରପଗଡ଼। ଆଇନ ଭାଙ୍ଗିଲେ ଆଦାୟ ହେଉଛି ୧୦ ଗୁଣ ଅଧିକ ଜୋରିମାନା। ତେବେ ଏହି ଜୋରିମାନାରୁ ବର୍ତ୍ତିପାରିନାହିଁ ସରକାରୀ ଗାଡ଼ି। ଏକ ସରକାରୀ ଗାଡ଼ିରୁ ୧୫ ହଜାର ଟଙ୍କାର…

୫୭ ନମ୍ବର ଜାତୀୟ ରାଜପଥରେ ଛାତିଥରା…

ନୟାଗଡ଼: ୫୭ ନମ୍ବର ଜାତୀୟ ରାଜପଥରେ ଘଟିଛି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଏହି ଦୁର୍ଘଟଣା ଘଟିଛି ନୟାଗଡ଼ ଜିଲ୍ଲା ନୂଆଗାଁ ଥାନା ସମ୍ମୁଖରେ। ଦୁର୍ଘଟଣାର ଭିଡ଼ିଓ ଏବେ ଚାରିଆଡ଼େ ବୁଲୁଛି। ଏହି ଭିଡିଓଟିରେ ୨ଟି ବାଇକ୍‌ ପରସ୍ପରକୁ ବିପରୀତ ଦିଗରୁ ଧକ୍କା ଦେଇଥିଲେ। ଏହି ଦୁର୍ଘଟଣାରେ ୫ଜଣ ଯୁବକ ଆହାତ ହୋଇଥିବା…

ଫେରସ୍ତ ମିଳିବ ଜୋରିମାନା ଟଙ୍କା

ଭୁବନେଶ୍ୱର: ସେପ୍ଟେମ୍ବର ୧ରୁ ଦେଶବ୍ୟାପୀ ଲାଗୁ ହୋଇଛି ନୂଆ ମୋଟର ଯାନ ଆଇନ। ନୂଆ ଆଇନ କାର୍ଯ୍ୟକାରୀ ହେବା ପରେ ଚାରିଆଡେ଼ ଚାଲିଛି ଧରପଗଡ଼। ଆଇନ ଭାଙ୍ଗିଲେ ଆଦାୟ ହେଉଛି ୧୦ ଗୁଣ ଅଧିକ ଜୋରିମାନା। ଇଚ୍ଛା ନଥିଲେ ବି ଲୋକେ ତଣ୍ଡ ଗଣିବାକୁ ବାଧ୍ୟ ହେଉଛନ୍ତି। ତେବେ ମୋଟର ଯାନ ଆଇନ ଅନୁସାରେ ବର୍ଦ୍ଧିତ…

ମଦ ଦୋକାନରେ ମରୁଡି

ଭୁବନେଶ୍ବର: ନୂଆ ମୋଟରଯାନ ଆଇନ ଲାଗୁ ପରେ ମଦ ଦୋକାନରେ ଚଡକ ଯାଇଛି। ଆଉ ଆଗ ଭଳି ମଦ ଦୋକାନ ଆଗରେ ଦେଖିବାକୁ ମିଳିନୁ ଗହଳି। ଟ୍ରାଫିକ ବ୍ୟବସ୍ଥା ଟାଇଟ ହେବା ପରେ ମଦ ଦୋକାନରେ ଦେଖାଦେଇଛି ମରୁଡି ପରିସ୍ଥିତି। ପୂର୍ବରୁ ମଦ ଦୋକାନ, ବିୟର ବାର୍ ଏବଂ ରେଷ୍ଟୁରାଣ୍ଡରେ ଯେଉଁ ଗହଳି ଲାଗୁଥିଲା ନୂଆ ନିୟମ…

ଚିଦାମ୍ୱରମଙ୍କୁ ଝଟକା, ଅଗ୍ରୀମ ଜାମିନ୍…

ନୂଆଦିଲ୍ଲୀ: ପୁଣିଥରେ ନିରାଶ ହେଲେ ପୂର୍ବତନ ଅର୍ଥମନ୍ତ୍ରୀ ପି.ଚିଦାମ୍ବରମ୍। ଆଜି ଇଡି ମାମଲାରେ ଶୁଣାଣି କରି ସୁପ୍ରିମକୋର୍ଟ ଚିଦାମ୍ୱରମଙ୍କ ଅଗ୍ରୀମ ଜାମିନ୍ ଆବେଦନକୁ ଖାରଜ କରି ଦେଇଛନ୍ତି। ଆଇଏନଏକ୍ସ ମିଡିଆ ଦୁର୍ନୀତି ମାମଲାରେ ଗିରଫ ହୋଇଥିବା ଦେଶର ପୂର୍ବତନ ଅର୍ଥମନ୍ତ୍ରୀ ପି. ଚିଦାମ୍ୱରମ…

ନୟାଗଡ଼ ଚିକିତ୍ସାଳୟରେ ପ୍ରସୂତିଙ୍କ ଠାରୁ…

ନୟାଗଡ଼: ପୁଣିଥରେ ଚର୍ଚ୍ଚାରେ ନୟାଗଡ଼ ମେଡିକାଲ। କାରଣ ଜଣେ ନର୍ସ ଲାଞ୍ଚ ନେଇଥିବାର ଭିଡିଓ ଏବେ ଚର୍ଚ୍ଚାର ବିଷୟ। ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଷ୍ଟିଚ୍‌ ଖୋଲିବା ପାଇଁ ନର୍ସ ୨୦୦ଟଙ୍କା ନେଇଥିବାର ଭିଡିଓ ଭାଇରାଲ ହେବା ଘଟଣାରେ ବୁଧବାର ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ଶ୍ବେତ ମହାପାତ୍ର…

ରାଜ୍ୟର ବିଭିନ୍ନ ସ୍ଥାନରେ ଆଜି ପ୍ରବଳ…

ଭୁବନେଶ୍ୱର: ରାଜ୍ୟର ଅଧିକାଂଶ ସ୍ଥାନରେ ଆଜି ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି। ଏଥିସହିତ କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ମଧ୍ୟ ହୋଇପାରେ। ଏହି ଜିଲ୍ଲା ଗୁଡ଼ିକ ହେଲା- କଳାହାଣ୍ଡି, ବରଗଡ଼, ବଲାଙ୍ଗିରି। ସେହିପରି ଜଗତସିଂହପୁର, କେନ୍ଦ୍ରାପଡ଼ା, କଟକ, ଅନୁଗୁଳ, ଢେଙ୍କାନାଳ,…

୪ ଦିନ ପରେ ପୁରୀରେ ଉଚ୍ଛେଦ ପ୍ରକ୍ରିୟା…

ପୁରୀ: ପୁରୀରେ ପୁଣି ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହୋଇଛି। ଚାରି ଦିନ ବନ୍ଦ ରହିବା ପରେ ଆଜି ପୁଣି ଆରମ୍ଭ ହୋଇଛି ଉଛେଦ ଅଭିଯାନ ଚାଲିଛି। ଏମାର ମଠରେ ଥିବା ଅବଶିଷ୍ଟ ଦୋକାନ ଘରଭଙ୍ଗାଯାଉଛି। କଡା ସୁରକ୍ଷା ଭିତରେ ଚାଲିଛି ଉଚ୍ଛେଦ କାର୍ଯ୍ୟ। ଉଚ୍ଛେଦ ସ୍ଥଳରେ ଉପଜିଲ୍ଲାପାଳ, ଅତିରିକ୍ତ ଜିଲ୍ଲାପାଳ…

ଟ୍ରକ ଧକ୍କାରେ ବାପା ମୃତ, ପୁଅ ଗୁରୁତର

ପୁରୀ: ପୁରୀ ଖେଲାର-ବଳଙ୍ଗା ରାସ୍ତା ବାଣିଶ୍ରୀ କଲେଜ ଛକରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ବାଇକକୁ ଏକ ଟ୍ରକ ଧକ୍କା ଦେବା ଫଳରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ହୋଇପଡ଼ିଛନ୍ତି। ଆଜି ଭୋରୁ ପୁରୀ ଜିଲ୍ଲା କୋଣାର୍କ ଖେଲାର-ବଳଙ୍ଗା ରାସ୍ତା ବାଣିଶ୍ରୀ କଲେଜ ଛକରେ ଏକ ବାଇକ…

ଗଣେଶ ଭସାଣି ଉତ୍ସବ ବେଳେ ଦୁଇ ଗୋଷ୍ଠୀ…

ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲା ଅନ୍ତର୍ଗତ ବୀରମହାରାଜପୁର ମୁର୍ଷୁଣ୍ଢି ଗ୍ରାମରେ ଗଣେଶ ଭସାଣି ଉତ୍ସବ ବେଳେ ୨ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହେବାଫଳରେ ଉଭୟ ଗୋଷ୍ଠୀର ୫ଜଣ ଲେଖାଏଁ ଆହତ ହୋଇଥିବାର ଖବର ମିଳିଛି। ସୂଚନା ଅନୁଯାୟୀ ସୁବର୍ଣ୍ଣପୁର ଜିଲ୍ଲା ଅନ୍ତର୍ଗତ ବୀରମହାରାଜପୁରର ମୁର୍ଷୁଣ୍ଢି ଗ୍ରାମର…