Odisha Link
Bridging the Missing Links in Odisha
Daily Archives

September 5, 2019

କଳିଙ୍ଗନଗର କାରଖାନାରେ ଝୁଲିଲା ତାଲା:…

ଯାଜପୁର: ଇସ୍ପାତ ରାଜଧାନୀ କଳିଙ୍ଗନଗର ସ୍ଥିତି ଏବେ ସାଂଘାତିକ ହୋଇପଡ଼ିଛି। ଗୋଟିଏ ପରେ ଗୋଟିଏ କାରଖାନାରେ ତାଲାରେ ତାଲା ପଡ଼ିଇବାରେ ଲାଗିଛି। ଏକମାତ୍ର ରାଷ୍ଟ୍ରାୟତ୍ତ ଉଦ୍ୟୋଗ ନୀଳାଚଳ ଇସ୍ପାତ୍‌ରୁ ଏମଏମଟିସି ପୁଞ୍ଜି ପ୍ରତ୍ୟାହାର ନେଇ ଘୋଷଣା କରିବାରୁ ସ୍ଥିତି ଆହୁରି ଦୟନୀୟ ହୋଇପଡ଼ିଛି। କେଉଁଠି…

ଦୁଇ ଯୁବକଙ୍କ ଉପରେ ବସ୍‌ ଚଢ଼ିଯିବାରୁ ଜଣେ…

ବାଙ୍କୀ: କଟକ ଜିଲ୍ଲା ବାଙ୍କୀ ଥାନା ଅନ୍ତର୍ଗତ ଅଂଶୁପା ହ୍ରଦ ନିକଟରେ ଏକ ଯାତ୍ରୀବାହୀ ବସ୍‌ ଓ ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଆଉ ଜଣେ ଗୁରୁତର ଆହତ ହୋଇଛନ୍ତି। ମୃତକ ଜଣକ ହେଉଛନ୍ତି ବିସ୍ମୟ କୁମାର ନନ୍ଦ। ତାଙ୍କ ଘର ଆଠଗଡ଼ର ଅଶୋକ ନଗରରେ ବୋଲି ଜଣା…

ଡିସେମ୍ବର ସୁଦ୍ଧା ସହରର ସବୁ ରାସ୍ତା…

ଭୁବନେଶ୍ବର: ରାଜ୍ୟରେ ସବୁ ସହରକୁ ଏଲଇଡି ଲାଇଟରେ ଝଲସାଇବା ପାଇଁ ଗତ ବର୍ଷ ନିଷ୍ପତ୍ତି ନେଇଥିଲେ ରାଜ୍ୟ ସରକାର। ସେହି ଅନୁଯାୟୀ କାମ ବି ଆରମ୍ଭ ହୋଇଛି। ଆସନ୍ତା ଅକ୍ଟୋବର ୩୧ ତାରିଖ ସୁଦ୍ଧା ୧୧୪ ପୌରାଞ୍ଚଳରେ ସବୁ ପୁରୁଣା ବଲବ ଖୋଲାଯାଇ ନୂଆ ଏଲଇଡି ଲାଇଟ୍ ଲାଗିବ। ସେହିପରି ସବୁ ସହରାଞ୍ଚଳରେ…

ରାଜଧାନୀରେ ପୁଣି ଏନ୍‌କାଉଣ୍ଟର

ଭୁବନେଶ୍ବର: ପୁଣି ପୋଲିସର ରାଜଧାନୀରେ ଏନକାଉଣ୍ଟର କରିଛି। ଗତକାଲି ବିଳମ୍ବିତ ରାତିରେ କଳିଙ୍ଗନଗର ଅଞ୍ଚଳରେ କମିଶନରେଟ ପୋଲିସ ଏନକାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ସୁଶାନ୍ତ ମାଝୀ ଆହତ ହୋଇଛି। ସୁଶାନ୍ତର ଗୋଡରେ ଗୁଳି ବାଜିଛି। ଗୁରୁତର ଅବସ୍ଥାରେ ପ୍ରଥମେ ତାକୁ କ୍ୟାପିଟାଲ ହସ୍ପିଟାଲ ଓ ପରେ କଟକ ବଡ଼…

ଆଜି ଗୁରୁ ଦିବସ, ଜାଣନ୍ତୁ କିଛି ଅଜଣା…

ଭୁବନେଶ୍ବର: ଆଜି ହେଉଛି ପବିତ୍ର ଗୁରୁ ଦିବସ। ସାରା ଦେଶ ଆଜି ସେପ୍ଟମ୍ବର ୫କୁ ଗୁରୁଦିବସ ରୂପେ ପାଳନ କରୁଛି। ସିଏ ହିଁ ଗୁରୁ, ଯିଏ ଆମକୁ ଅଜ୍ଞାନ ରୂପକ ଅନ୍ଧକାରରୁ ବାଟ କଢ଼େଇ ଜ୍ଞାନ ରୂପକ ଆଲୋକର ରାସ୍ତା ଦେଖାନ୍ତି। ଯାହାଙ୍କ ପ୍ରଦତ୍ତ ଜ୍ଞାନରେ ଆମେ ଜୀବନର ପ୍ରକୃତ ଉଦ୍ଦେଶ୍ୟ ବୁଝିପାରୁ, ସେ ହିଁ…

ଖୋର୍ଦ୍ଧାରେ ଏନ୍‌କାଉଣ୍ଟର

ଖୋର୍ଦ୍ଧା: ଗତକାଲି ବିଳମ୍ବିତ ରାତିରେ ଖୋର୍ଦ୍ଧା ଜିଲ୍ଲାରେ ଏକ ଏନ୍‌କାଉଣ୍ଟର ହୋଇଛି। ଏହି ଏନ୍‌କାଉଣ୍ଟର ଖୋର୍ଦ୍ଧା ଜିଲ୍ଲା ରାମେଶ୍ବର ନିକଟରେ ହୋଇଛି। ଏଥିରେ ଦୁର୍ଦ୍ଦାନ୍ତ ଅପରାଧୀ ଜାମସେଦ ଖାଁ ଆହତ ହୋଇଛି। ତାର ବାମ ଗୋଡ଼ରେ ଗୁଳି ବାଜିଛି। ପ୍ରଥମେ ତାକୁ ଖୋର୍ଦ୍ଧା ଡାକ୍ତରଖାନାରେ ଭର୍ତ୍ତି…

ନିର୍ବାଚନ ପରେ ବଦଳିଗଲେ…

ଭୁବନେଶ୍ବର: ନିର୍ବାଚନ ପୂର୍ବରୁ ପୁନରୁଦ୍ଧାର ପାଇଁ ହୋଇଥିଲା ଆଲୋଚନା। ହେଲେ ବିଜୟ ଲାଭ ପରେ ବଦଳିଗଲା ସରକାରଙ୍କ ଆଭିମୁଖ୍ଯ। ପୁରୀରେ ପୁରାତନ ମଠ ଭଙ୍ଗାଯିବା ନେଇ ସରକାରଙ୍କ ଦୋମୁହାଁ ଚେହେରା ଏବେ ସାମନାକୁ ଆସିଥିବା ବେଳେ ଗଜପତିଙ୍କ ନିରବତା ନାନାଦି ପ୍ରଶ୍ନବାଚୀ ସୃଷ୍ଟି କରିଛି। ୨୦୧୮ ମାର୍ଚ୍ଚ…