Odisha Link
Bridging the Missing Links in Odisha
Browsing Tag

Price

ପୁଣି ବଢ଼ିଲା ତୈଳ ଦର

ନୂଆଦିଲ୍ଲୀ: ଦେଶରେ କିଛିଦିନ ହେଲା ଲଗାତାର ପେଟ୍ରୋଲ ଏବଂ ଡିଜେଲ ଦର ବୃଦ୍ଧି ପାଇବାରେ ଲାଗିଛି। ଆଜି ପୁଣି ତୈଳ ଦର ବଢିଛି। ସରକାରୀ ତେଲ କମ୍ପାନୀମାନେ ଘରୋଇ ବଜାରରେ ତୈଳ ଦର ବୃଦ୍ଧି କରିଛନ୍ତି। ଫଳରେ ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ୩୫ ପଇସା ଏବଂ ଡିଜେଲ ଲିଟର ପିଛା ୧୮ ପଇସା ବୃଦ୍ଧି କରାଯାଇଛି।…

ଘରୋଇ ହସ୍ପିଟାଲ ପାଇଁ ଟିକା ଦର ଧାର୍ଯ୍ୟ…

ନୂଆଦିଲ୍ଲୀ: ଘରୋଇ ହସ୍ପିଟାଲ ପାଇଁ ଧାର୍ଯ୍ୟ ହେଲା ଟିକା ଦର। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଟିକା ଦର ଧାର୍ଯ୍ୟ କରାଯାଇଛି। କୋଭାକ୍ସିନ ଟିକା ଦର ୧୪୧୦ ଟଙ୍କା ଧାର୍ଯ୍ୟ ହୋଇଛି। ଏଥିସହ କୋଭିସିଲ୍ଡ ଟିକା ଦର ୭୮୦ ଟଙ୍କା ଧାର୍ଯ୍ୟ ହୋଇଛି। ସ୍ପୁଟନିକ ଟିକା ଦର ୧୧୪୫ ଟଙ୍କା ଧାର୍ଯ୍ୟ ହୋଇଛି।…

ଶସ୍ତା ହେଲା ଏଲ୍‌ପିଜି ସିଲିଣ୍ଡର ଦର

ନୂଆଦିଲ୍ଲୀ: ଶସ୍ତା ହେଲା ଏଲ୍‌ପିଜି ସିଲିଣ୍ଡର ଦର। ଦେଶର ତୈଳ ଓ ରନ୍ଧନ ଗ୍ୟାସ (ଏଲପିଜି) ମାର୍କେଟିଂ କମ୍ପାନିଗୁଡିକ ଆଜି ୧୯ କିଲୋଗ୍ରାମର ବ୍ୟବସାୟିକ ଏଲପିଜି ସିଲିଣ୍ଡରର ମୂଲ୍ୟ ହ୍ରାସ କରିଛନ୍ତି। ସିଲିଣ୍ଡର ପିଛା ୧୨୨ ଟଙ୍କା ହ୍ରାସ କରାଯାଇଛି। ଏହି ଘୋଷଣା ପରେ ଏବେ ଦିଲ୍ଲୀରେ ଏକ ସିଲିଣ୍ଡରର…

ପୁଣି ବଢିଲା ତୈଳ ଦର, କେତେ…

ନୂଆଦିଲ୍ଲୀ: ଆଜି ପୁଣି ବଢିଲା ତୈଳ ଦର। ପେଟ୍ରୋଲ ଏବଂ ଡିଜେଲ ଦର ଲଗାତାର ହୁହୁ ବଢ଼ିବାରେ ଲାଗୁଛି। କରୋନା ମହାମାରୀ ମଧ୍ୟରେ ଲଗାତାର ଭାବେ ତୈଳ ଦର ବୃଦ୍ଧି ବୋଝ ଉପରେ ନଳୀତା ବିଡା ସଦୃଶ। ରାଜସ୍ଥାନ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ଓଡିଶାର କିଛି ସ୍ଥାନରେ ପେଟ୍ରୋଲ ଦର ଶହେ ଟଙ୍କା ଛୁଇଁଛି। ଏହାରି…

ସ୍ଫୁଟନିକ-ଭି ଟିକା ଦର ଘୋଷଣା

ନୂଆଦିଲ୍ଲୀ: ଦେଶରେ ଅଣାୟତ୍ତ ହେଲାଣି କରୋନା ସ୍ଥିତି। ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ଓ ମୃତ୍ୟୁ ସଂଖ୍ୟା ବଢି ଚାଲିଛି। କରୋନାକୁ ମାତ ଦେବା ପାଇଁ ଏବେ  ସାରା ଦେଶରେ ଟିକାକରଣ ଅଭିଯାନ ଚାଲିଥିବା ବେଳେ ରୁଷୀୟ ଟିକା ସ୍ଫୁଟନିକ -ଭି ଦର ପ୍ରକାଶ କରିଛି ଡ. ରେଡ୍ଡୀ ଲ୍ୟାବ। ସ୍ଫୁଟନିକ -ଭି ଡୋଜ…

ଏହି ସ୍ଥାନରେ ପାଣି ଠୁ ବି ଶସ୍ତା…

ନୂଆଦିଲ୍ଲୀ: ଦିନକୁ ଦିନ ଆକାଶ ଛୁଆଁ ହେବାରେ ଲାଗିଛି ପେଟ୍ରୋଲ ଦର। ଲଗାତାର ତୈଳ‌ ଦର ବୃଦ୍ଧି ସାଧାରଣ ଖାଉଟିଙ୍କ ମୁଣ୍ଡ ବିନ୍ଧାର କାରଣ ପାଲଟିଛି। ଦେଶରେ ପେଟ୍ରୋଲ ଓ ଡିଜେଲ୍‌ ଦର ୮୦ରୁ ୯୦ ଟଙ୍କା ରହିଛି। କାତ୍ର ଏପରି ଏକ ଦେଶ ରହିଛି ଯେଉଁଠି ପାଣି ଠୁ ବି ଶସ୍ତାରେ ମିଳେ ପେଟ୍ରୋଲ। ସାରା ବିଶ୍ୱରେ…

ମେଣ୍ଢାର ମୂଲ୍ୟ ଦେଢ କୋଟି

ମହାରାଷ୍ଟ୍ର: ସାଧାରଣତଃ ଗୋଟିଏ ମେଣ୍ଢାର ମୂଲ୍ୟ ଅତିବେଶିରେ ୧୦ ରୁ ୧୫ ହଜାର ଟଙ୍କା ହୋଇଥାଏ। ହେଲେ ଆମେ ଯେଉଁ ମେଣ୍ଢା କଥା କହୁଛୁ ସେହି ମେଣ୍ଢାର ମୂଲ୍ୟ ୧.୫ କୋଟି ଟଙ୍କା। ଏହି ମେଣ୍ଢାକୁ କିଣିବାକୁ ବେପାରୀ ମାନେ ୭୦ ଲକ୍ଷ ଟଙ୍କା ଦର କରିଥିଲେ ବି ମେଣ୍ଢା ମାଲିକ ଜଣଙ୍କ କିନ୍ତୁ ୧.୫ କୋଟି ଟଙ୍କା…

ଡାଲିରେ ରିହାତି ଦେବେ ସରକାର!

ନୂଆଦିଲ୍ଲୀ : ଆଗାମୀ ଦିନରେ ହ୍ରାସ ପାଇପାରେ ଡାଲି ଦର। ଡାଲି ଦର କାମ କରିବାକୁ ସରକାର ଓପନ ମାର୍କେଟ ସେଲ ସ୍କିମରେ ରିହାତି ଦେଇପାରନ୍ତି। ସୂତ୍ର ଅନୁଯାୟୀ, ପ୍ରାଇସ ମନିଟରିଂ କମିଟି ଡାଲି ଦର କିଲୋ ପ୍ରତି ୧୦ ରୁ ୧୫ ଟଙ୍କା ରିହାତି ଦେବାକୁ ସୁପାରିଶ କରିଛି। ଏଥିପାଇଁ ସରକାର ୨୦ ଲକ୍ଷ ଟନର ବଫର ଷ୍ଟକ…

ବେଲଗାମ ତେଲ ଦର, ୧୩ ଦିନରେ ବଢ଼ିଲାଣି…

ଭୁବନେଶ୍ବର: ଗୋଟିଏ ମହାମାରୀ କରୋନା ସଙ୍କଟ। ଆଉ ଅନ୍ୟପଟେ ଦେଶରେ କ୍ରମାଗତ ଭାବେ ତୈଳ ଦର ବୃଦ୍ଧି ପାଇବା ଜନସାଧାରଣଙ୍କ ଜୀବନକୁ ଅସ୍ତବ୍ୟସ୍ତ କରି ଦେଇଛି। କ୍ରମାଗତ ୧୩ ଦିନ ପାଇଁ ଦେଶରେ ବଢିଛି ପେଟ୍ରୋଲ ଓ ଡିଜେଲ ଦର। ଏହି ବର୍ଦ୍ଧିତ ଦର ସହ ଭୁବନେଶ୍ୱରରେ ପେଟ୍ରୋଲ ଦର ପଖାପାଖି ୮୦ ଟଙ୍କାରେ…

୯ମ ଦିନ ପାଇଁ ବଢ଼ିଲା ପେଟ୍ରୋଲ ଓ ଡିଜେଲ…

ନୂଆଦିଲ୍ଲୀ: କ୍ରମାଗତ ନବମ ଦିନ ପାଇଁ ଦେଶରେ ବଢ଼ିଛି ତୈଳ ଦର। ପେଟ୍ରୋଲ ଲିଟର ପିଛା ୪୮ ପଇସା ବଢିଥିବା ବେଳେ ଡିଜେଲ୍ ଲିଟର ପିଛା ୫୯ ପଇସା ବୃଦ୍ଧି ପାଇଛି। ଏହାପରେ ଏବେ ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ଦର ପହଞ୍ଚିଛି ୭୬ ଟଙ୍କା ୨୬ ପଇସାରେ। ସେହିପରି ଦିଲ୍ଲୀରେ ଡିଜେଲ ଲିଟର ପିଛା ଦର…