Odisha Link
Bridging the Missing Links in Odisha
Browsing Tag

Price

ଓଡ଼ିଶାରେ ଆଳୁ ୩୦ ଛୁଇଁଲା

ଭୁବନେଶ୍ବର: କରୋନା ମହାମାରୀ ସଙ୍କଟ ସମୟରେ ରାଜ୍ୟରେ ବଢ଼ିଲା ଆଳୁ ଦର। କରୋନା ଓ ଲକ୍‌ଡାଉନ୍ କଟକଣା ଲାଗି ରହିଥିବାରୁ ଗରିବ ଲୋକେ ସମ୍ପୂର୍ଣ୍ଣ ରୋଜଗାରକ୍ଷମ ହୋଇ ପାରିନାହାନ୍ତି। ହେଲେ ଏଭଳି ସ୍ଥିତିରେ ରଜ୍ୟର ଖାଉଟି ବଜାରରେ ଆଳୁ ଦର ବୃଦ୍ଧି ପାଇଛି। ଗତ ସପ୍ତାହରେ ଖୁଚୁରା ବଜାରରେ କିଲୋ…

ଭଲ ଖବର: କମିଲା ଗ୍ୟାସ୍ ଦର

ନୂଆଦିଲ୍ଲୀ: ମହାମାରୀ କରୋନା ସଙ୍କଟ ଓ ଲକ୍‌ଡାଉନ୍‌ ମଧ୍ୟରେ ଜନସାଧାରଣଙ୍କ ପାଇଁ ଭଲ ଖବର। କାରଣ ଆଜିଠୁ ୧୯ କେଜି ସ ୧୪.୨ କିଲୋଗ୍ରାମ ବିନା-ସବସିଡିଯୁକ୍ତ ଏଲପିଜି ସିଲିଣ୍ଡରର ଦାମ କମିଛି। ଦେଶର ତୈଳ କମ୍ପାନୀ ମାନେ ପ୍ରତ୍ୟେକ ମାସର ଆରମ୍ଭରୁ ଏଲପିଜି ସିଲିଣ୍ଡରର ଦରଦାମ ସମୀକ୍ଷା କରିଥାନ୍ତି।…

ଇତିହାସରେ ପ୍ରଥମଥର: ଶୂନ ତଳକୁ ଖସିଲା…

ନୂଆଦିଲ୍ଲୀ: ମହାମାରୀ କରୋନା ଭାଇରସକୁ ନେଇ ବିଶ୍ବବାସୀ ଚିନ୍ତିତ। ଏଭଳିକି ଏହି ଭାଇରସର ମୁକାବିଲା କରିବା ପାଇଁ ଅନେକ ଦେଶ ଲକ୍‌ଡାଉନ୍‌ ପନ୍ଥା ଅବଲମ୍ବନ କରିଛନ୍ତି। ଯାହା ଫଳରେ ଅଶୋଧିତ ତେଲ ଦରରେ ଅହେତୁକ ହ୍ରାସ ପରିଲିକ୍ଷିତ ହୋଇଛି। ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲ ଦରରେ ରେକର୍ଡ ମାତ୍ରାର ହ୍ରାସ…

ଶସ୍ତା ହେଲା ରୋଷେଇ ଗ୍ୟାସ ସିଲିଣ୍ଡର ଦର

ନୂଆଦିଲ୍ଲୀ: ମହାମାରୀ କରୋନାର ମୁକାବିଲା ପାଇଁ ସାରା ଦେଶ ଲକଡାଉନ। ଏହି ସମୟରେ ଜରୁରୀ ସେବା ପ୍ରଦାନକାରୀ ସଂସ୍ଥା ଓ ସାମଗ୍ରୀକୁ ଛାଡ଼ିଦେଲେ ଆଉ ସବୁ ବନ୍ଦ ରହିଛି। ଏହାରି ଭିତରେ ଏଚପିସିଏଲ, ବିପିସିଏଲ ଓ ଆଇଓସି  ବିନା ସବସିଡି ଗ୍ୟାସର ଦର କମାଇଛନ୍ତି। ୧୪.୨ କିଲୋଗ୍ରାମର ଅଣ-ସବସିଡି ସିଲିଣ୍ଡରର…

ମଧ୍ୟପ୍ରାଚ୍ୟରେ କମୁଛି ଉତ୍ତେଜନା, ହ୍ରାସ…

ନୂଆଦିଲ୍ଲୀ: ମଧ୍ୟପ୍ରାଚ୍ୟରେ ଉତ୍ତେଜନା କମିବା ସହ ଯୁଦ୍ଧ ଆଶଙ୍କା ଧୀରେ ଧୀରେ ହ୍ରାସ ପାଉଛି। ଆଉ ଏହାର ପ୍ରଭାବ ମଧ୍ୟ ସୁନାଦରରେ ଦେଖିବାକୁ ମିଳିଛି। ହ୍ରାସ ପାଇଛି ସୁନା ଦର। କ୍ରମାଗତ ୩ୟ ଦିନ ପାଇଁ ସୁନାଦର ହ୍ରାସ ପାଇଛି।। କିଛି ଦିନ ତଳେ ୪୦ ହଜାର ଉପରକୁ ଚାଲିଯାଇଥିବା ସୁନା ଏବେ ୪୦ ହଜାର ତଳକୁ…

ଶସ୍ତା ହେବ କେବୁଲ ସେବା

ନୂଆଦିଲ୍ଲୀ: ଏବେ ଟିଭି ଦେଖିବା ହେବ ଶସ୍ତା। ଗ୍ରାହକମାନେ କମ୍ ଟଙ୍କାରେ ଅଧିକ ଚ୍ୟାନେଲ୍‌ ଦେଖି ପାରିବେ। ଭାରତୀୟ ଟେଲିକମ୍ ନିୟାମକ କର୍ତ୍ତୃପକ୍ଷ (ଟ୍ରାଇ) ପକ୍ଷରୁ ଟିଭି ଶୁଳ୍କ ନିୟମରେ ସଂଶୋଧନ କରାଯାଇଛି। ନୂଆ ନିୟମ ଅନୁସାରେ, ଯେକୌଣସି ପ୍ୟାକ୍ ବା ବୁକେରେ ରହୁଥିବା କୌଣସି ଚ୍ୟାନେଲ୍‌ର ଦାମ୍‌…

ପୁଣି ବଢ଼ିଲା ସୁନା ଦର

ମୁମ୍ବାଇ: ସୁନା ବଜାରରେ ନିଆଁ। କ୍ରମାଗତ ଭାବେ ସପ୍ତମ ଦିନ ପାଇଁ ବୃଦ୍ଧି ପାଇଛି ସୁନାଦର। ଆଜି ଏହାର ଦର ପ୍ରାୟ ୨୫ ପ୍ରତିଶତ ବୃଦ୍ଧି ପାଇ ୧୦ ଗ୍ରାମ ପ୍ରତି ୩୯,୧୯୬ ଟଙ୍କାରେ ପହଞ୍ଚିଛି। ଆମେରିକା ଓ ଚୀନ ମଧ୍ୟରେ ଲାଗି ରହିଥିବା ବାଣିଜ୍ୟ ଯୁଦ୍ଧର ପ୍ରଭାବ ଯୋଗୁଁ ସୁନା ଓ ରୁପାର ଦର ବୃଦ୍ଧି ପାଉଥିବା…