ଉତ୍ସବ ମୁଖର ରଥଦାଣ୍ଡ, ନୀଳକନ୍ଦରକୁ…
ଓଏଲ୍ ବ୍ୟୁରୋ: ବିଶ୍ୱପ୍ରସିଦ୍ଧ ରଥଯାତ୍ରାକୁ ନେଇ ଉତ୍ସବ ମୁଖର ରଥଦାଣ୍ଡ। ଜନ୍ମବେଦୀରେ ସରି ସରି ଆସୁଛି ମହାପ୍ରଭୁଙ୍କ ଲୀଳାଖେଳା। ଏବେ ବାହୁଡ଼ିବାର ବେଳ। ହେରାପଞ୍ଚମୀ ନୀତି ପରେ ପ୍ରଭୁଙ୍କ ବାହୁଡ଼ା ଯାତ୍ରା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ତିନି ରଥ ଦକ୍ଷିଣ ମୋଡ଼ ନେଇଛି।
ମହାପ୍ରଭୁଙ୍କଠାରୁ…