Odisha Link
Bridging the Missing Links in Odisha
Browsing Tag

School

ପିଲାଙ୍କ ପାଠପଢ଼ାକୁ ନେଇ ଚିନ୍ତାରେ…

ଓଏଲ୍‌ ବ୍ୟୁରୋ: ଶେଷ ହୋଇଛି ଖରା ଛୁଟି। ଆଉ ପୂର୍ବ ନିର୍ଦ୍ଧାରିତ ସମୟ ଅନୁସାରେ, ସ୍କୁଲ ଖୋଲିବାକୁ ସ୍ଥିର ହୋଇଥିଲା। କିନ୍ତୁ ରାଜ୍ୟରେ ଗ୍ରୀଷ୍ମପ୍ରବାହ ଜାରି ରହିଥିବାରୁ ସ୍କୁଲ ଖୋଲିବ କି ନାହିଁ, ତାକୁ ନେଇ ଦ୍ୱନ୍ଦ୍ୱ ଦେଖାଦେଇଥିବାବେଳେ ଏନେଇ ଶିକ୍ଷାମନ୍ତ୍ରୀ ପ୍ରତିକ୍ରିୟା ରଖିଛନ୍ତି। ଏବେ ସ୍କୁଲ…

ବଡ଼ ଖବର: ସ୍କୁଲ ଖୋଲିବା ନିଷ୍ମତ୍ତି ନେବେ…

ଓଏଲ୍‌ ବ୍ୟୁରୋ: ଆଜି ଶେଷ ହେଉଛି ଖରା ଛୁଟି। ଆସନ୍ତାକାଲିଠୁ ରାଜ୍ୟରେ ଖୋଲିବ ସମସ୍ତ ସ୍କୁଲ। ତେବେ ଆସନ୍ତାକାଲିଠୁ ରାଜ୍ୟରେ ସ୍କୁଲ ଖୋଲିବ କି ନାଇଁ ଦ୍ବନ୍ଦ୍ବ ଲାଗି ରହିଥିଲା। ଏଥିରେ ଏବେ ପୂର୍ଣ୍ଣଚ୍ଛେଦ ପଡ଼ିଛି। ପ୍ରବଳ ଗୁଳୁଗୁଳିକୁ ଦେଖି ସ୍କୁଲ ଖୋଲିବା ନିଷ୍ପତ୍ତି ବଦଳିଲା। ପାଗକୁ ଦେଖି ସମ୍ପୃକ୍ତ…

କାଲିଠୁ ଖୋଲିବ କି ସ୍କୁଲ ? ଗଣଶିକ୍ଷା…

ଓଏଲ୍‌ ବ୍ୟୁରୋ: ଆଜି ଶେଷ ହେଉଛି ଖରା ଛୁଟି। ଆସନ୍ତାକାଲିଠୁ ରାଜ୍ୟରେ ଖୋଲିବ ସମସ୍ତ ସ୍କୁଲ। ତେବେ ଆସନ୍ତାକାଲିଠୁ ରାଜ୍ୟରେ ସକାଳୁଆ ସ୍କୁଲ ହୋଇପାରେ। ଅସହ୍ୟ ଖରା ଓ ଗୁଳୁଗୁଳି ପାଇଁ ସକାଳୁଆ ସ୍କୁଲ ହେବା ନେଇ ଗଣଶିକ୍ଷା ବିଭାଗର ବୈଠକରେ ନିଷ୍ପତ୍ତି ନିଆଯାଇଥିବା ସୂଚନା ରହିଛି। ହେଲେ ଏପର୍ଯ୍ୟନ୍ତ…

ଶନିବାର ସ୍କୁଲ, କଲେଜ ଛୁଟି ଘୋଷଣା କଲେ…

ଓଏଲ୍‌ ବ୍ୟୁରୋ: ଶନିବାର ଅର୍ଥାତ୍‌ ଆସନ୍ତା ୨୭ ତାରିଖରେ ରାଜ୍ୟ ସମସ୍ତ ସ୍କୁଲ, କଲେଜ ବନ୍ଦ ରହିବ। ସମ୍ବଲପୁରର ମା' ସମଲେଇ ପ୍ରକଳ୍ପର ଲୋକାର୍ପଣ ଉତ୍ସବ ପାଇଁ ଛୁଟି ଘୋଷଣା କରିଛନ୍ତି ଓଡ଼ିଶା ସରକାର। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ପ୍ରକଳ୍ପର ଲୋକାର୍ପଣ କରିବେ।ବିପୁଳ ଉତ୍ସାହ ଓ ଭକ୍ତି ଭାବନା ସହ…

ସ୍କୁଲରେ ମଦ୍ୟପର ଉନ୍ମତ୍ତକାଣ୍ଡ; ୫…

ଓଏଲ୍‌ ବ୍ୟୁରୋ: ସ୍କୁଲ ଭିତରେ ପଶି ମଦ୍ୟପଙ୍କ ଉନ୍ମତ୍ତ କାଣ୍ଡ। ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼ର ବଙ୍କେଲ ସରକାରୀ ପ୍ରାଥମିକ ସ୍କୁଲ ପରିସରରେ ଜଣେ ମଦ୍ୟପ ଆକ୍ରମଣ କରିଛନ୍ତି। ଯାହାଫଳରେ ଜଣ ଛାତ୍ର ଆହତ ହୋଇଛନ୍ତି। ବର୍ତ୍ତମାନ ଆହତ ହୋଇଥିବା ଛାତ୍ର ଟିଟିଲାଗଡ଼ ଡାକ୍ତରଖାନାରେ ଚକିତ୍ସିତ ହେଉଛନ୍ତି।…

୫-ଟି ପରେ ୫-ସି

ଓଏଲ୍‌ ବ୍ୟୁରୋ: ରାଜ୍ୟର ଶିକ୍ଷା କ୍ଷେତ୍ରର ହେବ ବିକାଶ। କାରଣ ୫-ଟି ପରେ ଏବେ ଲାଗୁ ହେବାକୁ ଯାଉଛି ୫-ସି। ଏହା ଏକ ଯୋଜନା ନୁହେଁ ମୋ ସ୍କୁଲ ଅଭିଯାନର ଏକ ଅଂଶବିଶେଷ। ୫-ସି କୌଣସି ନୂଆ ଯୋଜନା ନୁହେଁ ଏହା ଏକ ନୂତନ ଚିନ୍ତାଧାରା। ୫-ସିର ଅର୍ଥ ହେଉଛି କମ୍ୟୁନିଟି, କନେକ୍ଟ, କୋଲାବରେସନ, କ୍ରିଏଟ ଓ…

ଓସେପା ବହିକିଣା ଦୁର୍ନୀତି: ସାନି ଟେଣ୍ଡର…

ଭୁବନେଶ୍ବର: ଶିକ୍ଷା ବିଭାଗ ଅଧୀନରେ ଥିବା ଓଡ଼ିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ (ଓସେପା) ପକ୍ଷରୁ ବାର୍ଷିକ ବହିକିଣା ଯୋଜନାରେ ଦୁର୍ନୀତି ଓ ବେଆଇନ କାର୍ଯ୍ୟ ହୋଇଥିବା ଅଭିଯୋଗ କରିଛନ୍ତି ପ୍ରକାଶକ। ଏ ନେଇ ପ୍ରମୁଖ ପ୍ରକାଶନ ସଂସ୍ଥା ନିରୁପମା ବୁକ୍ସ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି…

ବଢ଼ୁଛି ତାତି, କାଲିଠୁ ଖରା ଛୁଟି

ଭୁବନେଶ୍ବର: ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ପ୍ରବାହ। ଏହାକୁ ନଜରରେ ରଖି ବଡ଼ ନିଷ୍ପତ୍ତି ନେଲେ ରାଜ୍ୟ ସରକାର। ବଢ଼ିଚାଲିିଥିବା ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଆସନ୍ତାକାଲିଠୁ ରାଜ୍ୟର ସବୁ ସ୍କୁଲ ଛୁଟି ଘୋଷଣା କରାଯାଇଛି। ଓଡ଼ିଶାରରେ ଥିବା ଯୁକ୍ତ୨ ପର୍ଯ୍ୟନ୍ତ ଶିକ୍ଷା ପ୍ରଦାନ କରୁଥିବା ସମସ୍ତ…

ଏପ୍ରିଲ ୧୯ ଓ ୨୦ରେ ସ୍କୁଲ ବନ୍ଦ,…

ଭୁବନେଶ୍ବର: ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଏହାକୁ ନଜରରେ ରଖି ସାରା ରାଜ୍ୟରେ ଆସନ୍ତା ଦୁଇ ଦିନ ବନ୍ଦ ରହିବ ସମସ୍ତ ସ୍କୁଲ। ୧୯ ଓ ୨୦ ତାରିଖ ଦୁଇ ଦିନ ବନ୍ଦ ରହିବ ରାଜ୍ୟର ସମସ୍ତ ସ୍କୁଲ। ଏନେଇ ଶିକ୍ଷା ବିଭାଗ ତରଫରୁ ସୂଚନା ଦିଆଯାଇଛି। ଗ୍ରୀଷ୍ମ ପ୍ରବାହ ପାଇଁ ରାଜ୍ୟ ସରକାର ଏହି…

ଆଜିଠୁ ସକାଳୁଆ ସ୍କୁଲ ଆରମ୍ଭ

ଓଏଲ୍‌ ବ୍ୟୁରୋ: ଆଜିଠୁ ରାଜ୍ୟରେ ସକାଳୁଆ ସ୍କୁଲ। ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ସୋମବାରଠାରୁ ରାଜ୍ୟର ସମସ୍ତ ସରକାରୀ ଓ ବେସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟଗୁଡ଼ିକରେ ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଠପଢ଼ା ସକାଳ ୬ଟା ୩୦ରୁ ଆରମ୍ଭ ହୋଇଛି। ଏହା ପୂର୍ବାହ୍ନ ୧୧ଟା ପର୍ଯ୍ୟନ୍ତ ଚାଲିବ।…