Odisha Link
Bridging the Missing Links in Odisha
Browsing Tag

Seized

ଜବତ ହେଲା ୧୦ ଲକ୍ଷ ଟଙ୍କାର ନକଲି…

ବାଲେଶ୍ୱର: ଜଳେଶ୍ୱର ଅଞ୍ଚଳରୁ ବିପୁଳ ପରିମାଣରେ ନକଲି ଜର୍ଦ୍ଦା ଜବତ ହୋଇଥିବା ଜଣାପଡ଼ିଛି। ଜଳେଶ୍ୱର ଥାନା ଅନ୍ତର୍ଗତ ରାଜପୁର ଓ ଷ୍ଟେସନ ବଜାରରୁ ଏହି ଜର୍ଦ୍ଦା ଜବତ ହୋଇଛି। ଜବତ ନକଲି ଜର୍ଦ୍ଦାର ମୂଲ୍ୟ ପ୍ରାୟ ୧୦ ଲକ୍ଷ ଟଙ୍କା ହେବ। ଏସଟିଏଫ ଟିମ ୨ ଜଣଙ୍କ ଠାରୁ ୨ କ୍ୱିଣ୍ଟାଲ ନକଲି ଜର୍ଦ୍ଦା ଜବତ…

ବିପୁଳ ପରିମାଣରେ ପିଡ଼ିଏସ‌ ଚାଉଳ ଓ ଗହମ…

ଭଞ୍ଜନଗର: ଗରିବ ଲୋକଙ୍କ ପାଇଁ ଆସୁଥିବା ପିଡ଼ିଏସ ଚାଉଳ ଓ ଗହମ ଚୋରା ଚାଲାଣ ବେଳେ ଜବତ କରାଯାଇଛି। ଏମିତି ଏକ ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ତାରାସିଂ ଥାନା ଗାୟାଗଣ୍ଡା ଗ୍ରାମରେ। ଲୋକଙ୍କଠାରୁ କମ୍‌ ମୂଲ୍ୟରେ ପିଡ଼ିଏସ ସାମଗ୍ରୀ କିଣିବା ପରେ ତାକୁ ପୁନଃ ପ୍ୟାକିଙ୍ଗ କରି ବଜାରରେ ବିକ୍ରି କରି ଖୁବ୍‌…

୫୦୦ ଲିଟର ଡିଜେଲ ଜବତ କଲା ପୁଲିସ

ଅନୁଗୋଳ : ୫୦୦ ଲିଟର ଡିଜେଲ ସହ ଚୋରି ପାଇଁ ବ୍ୟବହୃତ ୩ଟି ବଲେରୋ ଜବତ କରିଛି ପୁଲିସ। ତାଳଚେର ଏମସିଏଲ୍ ଲିଙ୍ଗରାଜ କୋଇଲା ଖଣିରୁ ତେଲ ଚୋରି କରୁଥିବାର ପୁଲିସ ସୂଚନା ପାଇଥିଲା। ପୁଲିସ ଏଥି ସହ ୬ ଜଣଙ୍କୁ ଗିରଫ ମଧ୍ୟ କରିଛି। ଗିରଫ ସମସ୍ତ ଅଭିଯୁକ୍ତମାନେ ପରଜଙ୍ଗ ଥାନା ଅଞ୍ଚଳର। ସେମାନେ ହେଲେ ଅଦେଇତ…

୮ ଟ୍ରକ୍ ବାଣ ଜବତ, ୩ ଗିରଫ

ଆସିକା: ଗଞ୍ଜାମ ଜିଲ୍ଲା ଆସିକା ଥାନା ନଳବଣ୍ଟା ଗାଁରୁ ପୋଲିସ ୮ ଟ୍ରକ୍ ବାଣ ଜବତ କରିଛି। ଟ୍ରକ୍ ଟ୍ରକ୍ ବାଣ ସହ ପୋଲିସ ୩ ଜଣଙ୍କୁ ଗିରଫ କରିଛି। କଟକଣା ସତ୍ତ୍ୱେ ଏମାନେ ବାଣ ତିଆରି କରି ବିକ୍ରି କରୁଥିଲେ। ଏନେଇ ସୂଚନା ପାଇବା ପରେ ପୋଲିସ ଚଢ଼ାଉ କରି ୮ ଟ୍ରକ୍ ବାଣ ଜବତ କରିଛି। ବର୍ଷ ତମାମ୍ ଆସିକା…

ନକଲି ଜର୍ଦ୍ଦା କାରଖାନାରେ ପୋଲିସର ଚଢ଼ାଉ

ଭଦ୍ରକ: ଭଦ୍ରକ ଜିଲ୍ଲା ପୁରୁଣାବଜାର ଥାନା ଅଧିକସ୍ଥ ପଠାମହାଲା ଠାରେ ଥିବା ନକଲି ଜର୍ଦ୍ଦା କାରଖାନାରେ ପୋଲିସ ପକ୍ଷରୁ ଚଢାଉ କରାଯାଇଛି। ଚଢାଉରେ ବିପୁଳ ପରିମାଣର ନକଲି ଜର୍ଦ୍ଦା ଠାବ ହେବା ସହ ଜଣଙ୍କୁ ଅଟକ ରଖିଛି ପୋଲିସ। ପ୍ରକାଶ ଯେ, ଭଦ୍ରକ ପୁରୁଣାବଜାର ଥାନା ପଠାନମହଲା ଠାରେ ଏକ ଘରେ ବିପୁଳ…

ଭୁବନେଶ୍ୱରରେ ଠାବ ହେଲା ନକଲି ଇଞ୍ଜିନ୍…

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ୱରରୁ ଠାବ ହେଲା ନକଲି ଇଞ୍ଜିନ୍ ଅଏଲ୍ କାରଖାନା। ମାଷ୍ଟର ମାଇଣ୍ଡ ସମେତ ୩ ଜଣଙ୍କୁ ଗିରଫ କରିଛି ପୁଲିସ୍। ପୋଡା ମୋବିଲ୍ ଓ କିରୋସିନରେ ପ୍ରସ୍ତୁତ ହେଉଥିଲା ନକଲି ଇଞ୍ଜିନ୍ଅଏଲ। ସୂଚନା ଅନୁସାରେ ବାବାଜୀ ସାହୁଙ୍କ ଇସାରା ଚାଲୁଥିବା ଏହି ପୁରା କାରବାର। ଭୁବନେଶ୍ୱର…

ଅମାନିଆଙ୍କୁ ପାହାର: ବାଇକ୍ ଉଠାଇ ନେଲା…

ଭୁବନେଶ୍ବର: ଲକ୍‌ଡାଉନ୍‌ ନିୟମ ଅବମାନନାକାରୀଙ୍କୁ ପୋଲିସର ପାହାର। ‘କରୋନା’ ମୁକାବିଲା ନେଇ ଲକ୍‌ଡାଉନ୍‌ ଚାଲିଥିବା ବେଳେ ବଜାରକୁ ଅତ୍ୟାବଶ୍ୟକ ସାମଗ୍ରୀ କିଣିବା ଲାଗି ବାଇକ୍‌ ଧରି ଆସିବାକୁ ମନା କରାଯାଇଛି। ଏହି ନିର୍ଦ୍ଦେଶ ସତ୍ତ୍ୱେ ଅନେକ ଗ୍ରାହକ ବାଇକ୍ ଧରି ବଜାରକୁ ପରିବା ଓ ମାଛ,ମାଂସ କିଣିବାକୁ…

ଦୁଇ ବର୍ଷରେ ୪୬.୦୬ କୋଟିର ନକଲି ନୋଟ୍‌…

ନୂଆଦିଲ୍ଲୀ : ଦୁର୍ନୀତି ଏବଂ ନକଲି ନୋଟ୍ ରୢାକେଟ୍‌ର ମୁକାବିଲା କରିବା ପାଇଁ ସରକାର ବିମୁଦ୍ରୀକରଣ ଘୋଷଣା କରି ପୁରୁଣା ୫୦୦ ଓ ୧୦୦୦ ଟଙ୍କିଆ ନୋଟ୍ ଅଚଳ କରି ଉନ୍ନତ ସୁରକ୍ଷା ବ୍ୟବସ୍ଥା ଥିବା ନୂଆ ୫୦୦ ଟଙ୍କିଆ ଓ ୨୦୦୦ ଟଙ୍କିଆ ନୋଟ୍ ଆଣିଥିଲେ। ସହଜରେ ଏହି ନୋଟ୍‌କୁ ନକଲ କରାଯାଇପାରିବ ନାହିଁ…

ଗୋଟିଏ ନମ୍ବର ୧୩ଟି ଗାଡ଼ି!

ଭୁବନେଶ୍ବର: ସାରା ଦେଶରେ ନୂଆ ମୋଟର ଯାନ ଆଇନ ଲାଗୁ ହୋଇଛି। ସେହିପରି ଓଡ଼ିଶାରେ ମଧ୍ୟ ଲାଗୁ ହୋଇଛି। ହେଲେ ଏହି ନିୟମକୁ ରାଜ୍ୟ ସରକାର ୩ମାସ କୋହଳ କରିଛନ୍ତି ଅର୍ଥାତ ଡିସେମ୍ବର ମାସ ପର୍ଯ୍ୟନ୍ତ ଏହି ନିୟମ ରାଜ୍ୟରେ କୋହଳ ହୋଇଛି। ହେଲେ ଏହାରି ମଧ୍ୟରେ ଦେଖିବାୁ ମିଳିଛି ଏକ ଘଟଣା। ଟ୍ରାଫିକ୍‌ ନିୟମକୁ…