Odisha Link
Bridging the Missing Links in Odisha
Browsing Tag

Sri Jagannath Temple

ପୁରୀ ପରିକ୍ରମା ପ୍ରକଳ୍ପ ସମୀକ୍ଷା କଲେ…

ଓଏଲ୍‌ ବ୍ୟୁରୋ: ସକାଳୁ ସକାଳୁ ପୁରୀ ଗସ୍ତରେ ୫-ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନ୍‌। ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିବା ସହିତ ପରିକ୍ରମା ପ୍ରକଳ୍ପ କାମ ତ୍ବରାନ୍ବିତ କରି ୨୦୨୩ ଡିସେମ୍ବର ୧୫ ସୁଦ୍ଧା କାମ ଶେଷ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହି ସମୟରେ ତାଙ୍କ ସହିତ…

କାଲିଠୁ ଭକ୍ତଙ୍କ ପାଇଁ ଖୋଲିବ…

ପୁରୀ: କରୋନା ମହାମାରୀ କାରଣରୁ ଅନେକ ମାସ ହେବ ସମସ୍ତ ଧର୍ମାନୁଷ୍ଠାନ ବନ୍ଦ କରାଯାଇଥିଲା। ସର୍ବସାଧାରଣ ମାନଙ୍କ ପାଇଁ ଆସନ୍ତାକାଲିଠୁ ଖୋଲିବ ଶ୍ରୀମନ୍ଦିର। ପ୍ରତିଦିନ ୧୫ରୁ ୧୭ ହଜାର ଭକ୍ତ ଶ୍ରୀଜିଉଙ୍କୁ ଦର୍ଶନ କରିବେ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସୂଚନା ଦେଇଛନ୍ତି। ମହାପ୍ରଭୁଙ୍କ ଦର୍ଶନ ପାଇଁ…

ଏଏସଆଇ ଦ୍ବାରା ବାଇଶି ପାହାଚ ଯାଞ୍ଚ

ପୁରୀ: ଆଜି ଶ୍ରୀମନ୍ଦିର ବାଇଶି ପାହାଚକୁ ଏଏସଆଇର ସୁପରିଟେଣ୍ଡେଣ୍ଟ ଅନୁଧ୍ୟାନ କରିଛନ୍ତି। ବାଇଶି ପାହାଚର ଦୁର୍ବଳ ପଥର ଓ ଯୋଡେ଼ଇ ଆଦିକୁ ଯାଞ୍ଚ କରାଯାଇଛି। ଏଥିସହ ମହାଲକ୍ଷ୍ମୀ ମନ୍ଦିରରେ ପାଣି ଗଳୁଥିବା ବିମ୍ ଗୁଡ଼ିକୁ ମଧ୍ୟ ଯାଞ୍ଚ କରାଯାଇଛି। ଏଏସଆଇର ଯାଞ୍ଚ ପରେ ଏ ସମ୍ପର୍କିତ ରିପୋର୍ଟ…

ଶ୍ରୀଜିଉଙ୍କୁ ଦର୍ଶନ କଲେ ଅମିତ ଶାହ

ପୁରୀ: ଶ୍ରୀକ୍ଷେତ୍ର ପୁରୀରେ ଶ୍ରୀଜିଉଙ୍କୁ ଦର୍ଶନ କଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ। ସକାଳ ୯ଟାରେ ପୂଜାର୍ଚ୍ଚନା କରିଥିବେ ସୂଚନା ରହିଛି। ଶ୍ରୀମନ୍ଦିରକୁ ପ୍ରବେଶ ପୂର୍ବରୁ ଗୃହମନ୍ତ୍ରୀଙ୍କୁ ବିପୁଳ ସ୍ୱାଗତ କରାଯାଇଥିଲା। ଅମିତ ଶାହାଙ୍କ ପୁରୀ ଗସ୍ତ ପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା।…

ମୁଁ ଜଗନ୍ନାଥଙ୍କର ପରମ ଭକ୍ତ: ମମତା…

ଭୁବନେଶ୍ବର: ଓଡ଼ିଶା ଗସ୍ତରେ ଓଡ଼ିଶା ଆସିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ସେ ପୂର୍ବାଞ୍ଚଳ ଜୋନାଲ୍‌ ପରିଷଦରେ ଯୋଗଦେବା ପାଇଁ ଗତକାଲି ଓଡ଼ିଶାରେ ପହଁଞ୍ଚିଛନ୍ତି। ଆଜି ମମତା ମହାପ୍ରଭୁ ଜଗନ୍ନାଥଙ୍କ ଦର୍ଶନ ନିମନ୍ତ୍ରେ ଶ୍ରୀକ୍ଷେତ୍ର ପୁରୀ ଯାଇଥିଲେ। ଆଜି ମମତା ପୁରୀ ଯାଇଥିଲେ।…