Odisha Link
Bridging the Missing Links in Odisha
Browsing Tag

TEAM INDIA

କ୍ରିକେଟର୍‌ଙ୍କ ବାର୍ଷିକ ଚୁକ୍ତି ଘୋଷଣା…

ଓଏଲ୍‌ ବ୍ୟୁରୋ: ଖେଳାଳିଙ୍କ ବାର୍ଷିକ ଚୁକ୍ତିନାମା ଘୋଷଣା କଲା ଭାରତୀୟ କ୍ରିକେଟ୍ ନିୟନ୍ତ୍ରଣ ବୋର୍ଡ (ବିସିସିଆଇ)। ପୂର୍ବରୁ ମହିଳା ଦଳର ବାର୍ଷିକ ଚୁକ୍ତିନାମା ଘୋଷଣା ସରିଥିବା ବେଳେ ଆଜି ପୁରୁଷ ଦଳର ବାର୍ଷିକ ଚୁକ୍ତିନାମା ତାଲିକା ଘୋଷଣା କରିଛି ବିସିସିଆଇ। ସବୁଠୁ ବଡ଼କଥା ହେଲା ଟିମ୍‌ ଇଣ୍ଡିଆର ୨…

ରାଜକୋଟ୍‌ରେ କିଏ କରିିବ ରାଜ ? ୨ଟି…

ଓଏଲ୍‌ ବ୍ୟୁରୋ: ଆଉ ମାତ୍ର କିଛି ସମୟର ଅପେକ୍ଷା। ଟି-୨୦ ସିରିଜର ତୃତୀୟ ମ୍ୟାଚରେ ମୁହାଁମୁହିଁ ହେବେ ଭାରତ-ଇଂଲଣ୍ଡ। ରାଜକୋଟର ନିରଞ୍ଜନ ଶାହ ଷ୍ଟାଡିୟମରେ ଖେଳାଯିବ। ତୃତୀୟ ମ୍ୟାଚ୍ ଜିତି ସିରିଜ୍ କବଜା କରିବା ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇବ ସୂର୍ଯ୍ୟକୁମାର ଯାଦବଙ୍କ ନେତୃତ୍ଵାଧୀନ ଭାରତୀୟ ଦଳ। ତେବେ…

ରଣଜୀ ଟ୍ରଫିରେ ବି ଚାଲିଲାନି ରୋହିତଙ୍କ…

ଓଏଲ୍‌ ବ୍ୟୁରୋ: ନିକଟରେ ଅଷ୍ଟ୍ରେଲିଆରେ ଶେଷ ହୋଇଥିବା ବର୍ଡର-ଗାଭାସ୍କର ଟ୍ରଫିରେ ଭାରତୀୟ ଦଳ ନୈରାଶ୍ୟଜନକ ପ୍ରଦର୍ଶନ କରିଥିଲା। ତାହାକୁ ନଜରରେ ରଖି ବିସିସିଆଇ ଟିମ୍‌ ଇଣ୍ଡିଆର ଖେଳାଳିଙ୍କୁ ଘରୋଇ କ୍ରିକେଟ ଖେଳିବାକୁ କହିଥିଲା। ଆଜିଠୁ ଆରମ୍ଭ ହୋଇଥିବା ରଣଜୀ ଟ୍ରଫିର ୨ୟ ରାଉଣ୍ଡରେ ବହୁ ହେଭିଓ୍ବେଟ୍‌…

ଚମ୍ପିଆନ୍ସ ଟ୍ରଫି ପୂର୍ବରୁ ବିସିସିଆଇ…

ଓଏଲ୍‌ ବ୍ୟୁରୋ: ଆକ୍ସନ ମୁଡରେ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)। ବର୍ଡର-ଗାଭାସ୍କର ଟ୍ରଫି ହାରିବା ପରେ ବଡ଼ ନିଷ୍ପତ୍ତି ନେବାକୁ ଯାଉଛି ବିସିସିଆଇ। ଏଣିକି କ୍ରିକେଟରଙ୍କ ପରିବାରଜନଙ୍କ ପାଇଁ କଡ଼ା ନିୟମ ପ୍ରସ୍ତୁତ କରୁଛି ବିସିସିଆଇ। ଏନେଇ ବିଭିନ୍ନ ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ…

ଚମ୍ପିଆନ୍ସ ଟ୍ରଫି: କେବେ ଘୋଷଣା ହେବ…

ଓଏଲ‌ ବ୍ୟୁରୋ: ଫେବୃଆରୀ ୧୯ ତାରିଖରୁ ଆରମ୍ଭ ହେବ ଚମ୍ପିଆନ୍ସ ଟ୍ରଫି ୨୦୨୫। ଏଥିପାଇଁ ୮ଟି ଦଳ ମଧ୍ୟରୁ ୫ ଟି ଦଳ ନିଜର ଟିମ୍‌ ଘୋଷଣା କରି ସାରିଛନ୍ତି। କେବଳ ଆୟୋଜକ ପାକିସ୍ତାନ, ଦକ୍ଷିଣ ଆଫ୍ରିକା ଓ ଭାରତୀୟ କ୍ରିକେଟ ଦଳ ନିଜ ଟିମ୍‌ ଏପର୍ଯ୍ୟନ୍ତ ଘୋଷଣା କରିନାହାନ୍ତି। ଟିମ୍‌ ଘୋଷଣା ପାଇଁ ଶେଷ ତାରିଖ…

ବିିଜିଟି ହାରିବା ପରେ ଅଷ୍ଟ୍ରେଲିଆରେ…

ଓଏଲ୍‌ ବ୍ୟୁରୋ: ୧୦ ବର୍ଷ ପରେ ବର୍ଡର-ଗାଭାସ୍କର ଟ୍ରଫି ହାରିବା ପରେ ସମାଲୋଚନାର ଶିକାର ହେଉଛି ଭାରତୀୟ କ୍ରିିକେଟ ଦଳ। ଅନ୍ୟପଟେ ସିଡନୀ ଟେଷ୍ଟ ମ୍ୟାଚ ମାତ୍ର ୩ ଦିନରେ ଶେଷ ହୋଇଯିବାରୁ ଏବେ ଅଷ୍ଟ୍ରେଲିଆରେ ଫସି ରହିଛି ଟିମ୍‌ ଇଣ୍ଡିଆ। କାରଣ ୨ ମାସିଆ ଅଷ୍ଟ୍ରେଲିଆ ଗସ୍ତରେ ଭାରତୀୟ ଦଳ ଜାନୁଆରୀ ୮…

ଟିମ୍‌ ଇଣ୍ଡିଆର ନୂଆ ଜର୍ସି ଉନ୍ମୋଚିତ

ଓଏଲ୍‌ ବ୍ୟୁରୋ: ଭାରତୀୟ କ୍ରିକେଟ ଦଳର ନୂଆ ଦିନିକିଆ ଜର୍ସି ଉପରୁ ଉଠିଲା ପରଦା। ଭାରତୀୟ କ୍ରିିକେଟ ବୋର୍ଡର ସଚିବ ଜୟ ଶାହ ଓ ଭାରତୀୟ ମହିଳା ଦଳର ଅଧିନାୟକ ହରମନପ୍ରୀତ କୌର ନୂତନ ପୋଷାକର ଉନ୍ମୋଚନ କରିଛନ୍ତି। ମୁମ୍ବାଇରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ନୂଆ ଜର୍ସିର ଉନ୍ମୋଚନ ହୋଇଛି। ଟିମ୍‌ ଇଣ୍ଡିଆର…

ଗୌତମ କହିଲେ ଟିମ୍‌ ଇଣ୍ଡିଆର…

ଓଏଲ୍‌ ବ୍ୟୁରୋ: ନ୍ୟୁଜିଲାଣ୍ଡଠୁ ଟେଷ୍ଟ ସିରିଜ ହାରିବା ପରେ ସମାଲୋଚନାର ଶିକାର ହୋଇଥିଲେ ଟିମ୍‌ ଇଣ୍ଡିଆ ଖେଳାଳି ଓ କୋଚ୍‌ ଗୌତମ ଗମ୍ଭୀର। ଏବେ ଅଷ୍ଟ୍ରେଲିଆ ଗସ୍ତରେ ଯିବ ଟିମ୍‌ ଇଣ୍ଡିଆ। ଅଷ୍ଟ୍ରେଲିଆ ବିପକ୍ଷ ବର୍ଡର-ଗାଭସ୍କର ଟ୍ରଫି ପୂର୍ବରୁ ଟିମ୍‌ ଇଣ୍ଡିଆର ହେଡ୍‌ କୋଚ ଗୌତମ ଗମ୍ଭୀର ସାମ୍ବାଦିକ…

ଟେଷ୍ଟ କ୍ରିକେଟ: ଖସିଲେ ବିରାଟ-ରୋହିତ,…

ଓଏଲ୍‌ ବ୍ୟୁରୋ: ଅନ୍ତର୍ଜାତୀୟ କ୍ରିକେଟ ପରିଷଦ ପକ୍ଷରୁ ଆଜି ଜାରି କରାଯାଇଛି ଟେଷ୍ଟ କ୍ରିକେଟର ସଦ୍ୟତମ ରାଙ୍କିଙ୍ଗ। ଯେଉଁଥିରେ ଭାରତୀୟ ଖେଳାଳିଙ୍କ ଦବଦବା ଦେଖିବାକୁ ମିଳିଛି। ଟେଷ୍ଟ କ୍ରିକେଟର ୩ଟି ଯାକ ର‍ାଙ୍କିଙ୍ଗରେ ଭାରତୀୟ ଖେଳାଳି ଆଧିପତ୍ୟ ବିସ୍ତାର କରିଛନ୍ତି। ବ୍ୟାଟିଂ ରାଙ୍କିଙ୍ଗରେ ରୋହିତ…

୫ମ ଦେଶ ଭାବେ ଇତିହାସ ରଚିଲା ଭାରତ,…

ଓଏଲ୍‌ ବ୍ୟୁରୋ: ଚେନ୍ନାଇରେ ଖେଳାଯାଇଥିବା ପ୍ରଥମ ଟେଷ୍ଟ ମ୍ୟାଚକୁ ଭାରତୀୟ ଦଳ ୨୮୦ ରନ୍‌ରେ ବିଜୟ ହାସଲ କରିଥିଲା। ବ୍ୟାଟିଂ ଓ ବୋଲିଂରେ ଦମଦାର ପ୍ରଦର୍ଶନ କରି ବାଂଲାଦେଶ ବିପକ୍ଷରେ ସହଜ ବିଜୟ ହାସଲ କରିଥିଲା ଭାରତ। ଏଥିସହିତ ଟେଷ୍ଟ କ୍ରିକେଟରେ ନୂଆ ମାଇଲଖୁଣ୍ଟ ଛୁଇଁଛି ଭାରତୀୟ କ୍ରିକେଟ ଦଳ। ବିଶ୍ବର…