Odisha Link
Bridging the Missing Links in Odisha
Browsing Tag

Vaccination

ଓଡ଼ିଶାରେ ଫେବୃଆରୀ ପ୍ରଥମ ସପ୍ତାହରେ…

ଭୁବନେଶ୍ବର: ଫେବୃଆରୀ ପ୍ରଥମ ସପ୍ତାହରେ ଟିକାକରଣ। ଟିକାକରଣ ନେଇ ଆଶା ବ୍ୟକ୍ତ କରିଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ। ଏନେଇ ସ୍ବାସ୍ଥ୍ୟମନ୍ତ୍ରୀ କହିଛନ୍ତି, ଜାନୁଆରୀ ୨ରେ ଓଡ଼ିଶା ଡ୍ରାଏରନ୍‌ କରିସାରିଥିଲା। କେନ୍ଦ୍ର ସରକାରଙ୍କର ନିର୍ଦ୍ଦେଶରେ ଆଜି ଦ୍ବିତୀୟଥର ଡ୍ରାଏରନ୍‌ କରାଯାଇଛି। ଏଥିପାଇଁ ପ୍ରତି…

ଟିକାକରଣ ପାଇଁ ଆଜି କେନ୍ଦ୍ର…

ନୂଆଦିଲ୍ଲୀ: କରୋନା ଟିକାକରଣର ପୂର୍ବରୁ ଆଜି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ। ଆଜି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡାକ୍ତର ହର୍ଷବର୍ଦ୍ଧନ ସବୁ ରାଜ୍ୟ ଓ କେନ୍ଦ୍ରଶାାସିତ ଅଂଚଳର ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବେ। ଟିକାକରଣ କିଭଳି ସୁରୁଖୁରୁରେ ହେବ ସେନେଇ ବୈଠକରେ…

କରୋନା: ୧୦ ଦିନ ଭିତରେ ଆରମ୍ଭ ହେବ…

ନୂଆଦିଲ୍ଲୀ: ନୂଆ ବର୍ଷରେ ଆସିଲା ଖୁସି ଖବର। ଆଗମୀ ୧୦ ଦିନ ଭିତରେ ଆରମ୍ଭ ହୋଇପାରେ ଟିକାକରଣ। ସାରା ଦେଶରେ ଆଗାମୀ ୧୦ ଦିନ ଭିତରେ ଟିକାକରଣ କରାଯିବ। ଏନେଇ ପ୍ରେସମିଟରେ ସୂଚନା ଦେଇଛନ୍ତି କେନ୍ଦ୍ର ସ୍ବାସ୍ଥ ସଚିବ ରାଜେଶ ଭୂଷଣ। ରାଜେଶ ଭୂଷଣ କହିଛନ୍ତି ଯେ, ଦେଶରେ ଉପଲବ୍ଧ ଟିକାଗୁଡ଼ିକ ଶରୀରରେ…

ଟିକାକରଣ ପାଇଁ ପ୍ରସ୍ତୁତ ରହିବାକୁ ସମସ୍ତ…

ଭୁବନେଶ୍ବର: ରାଜ୍ୟରେ ଟିକାକରଣ ପାଇଁ ପ୍ରସ୍ତୁତ ରହିବାକୁ ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଏନେଇ ଜିଲ୍ଲାପାଳଙ୍କୁ ଅତିରିକ୍ତ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି। ଟିକାକରଣ ପାଇଁ ସମସ୍ତ ଜିଲ୍ଲା ଓ ବ୍ଲକ ସ୍ତରରେ ବ୍ୟବସ୍ଥା କରାଯିବ। ଏନେଇ କର୍ମଚାରୀଙ୍କୁ ଠିକ ଭାବେ ତାଲିମ ଦେବାକୁ…

ଟିକାକରଣ ପାଇଁ ୪ ମାସ ତଳୁ ହୋଇଛି…

ନୂଆଦିଲ୍ଲୀ: ଆସନ୍ତା ଜାନୁଆରୀ ପ୍ରଥମ ସପ୍ତାହରୁ ଭାରତରେ ଆରମ୍ଭ ହୋଇପାରେ ଟିକାକରଣ। ଭାରତରେ ଟିକାକରଣ ପାଇଁ ୪ ମାସ ତଳକୁ କେନ୍ଦ୍ର ଓ ରାଜ୍ୟ ସରକାର ମିଳିତ ଭାବେ ସବୁ ପ୍ରକାରର ଯୋଜନା ଆରମ୍ଭ କରିଥିଲେ। ଏବେ ସବୁ କିଛି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ବିଶେଷଜ୍ଞ ଟିମ୍‌ ଟିକାକୁ ଅନୁମତି ଦେବା ପରେ…

କରୋନା ଯୋଦ୍ଧାଙ୍କୁ ମାଗଣାରେ ମିଳିବ…

ଭୁବନେଶ୍ୱର: କରୋନା ଟିକାକରଣ ପାଇଁ ରାଜ୍ୟ ସରକାର ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ଟିକାକରଣ ନେଇ ଆଜି ଏକ ବଡ଼ ଘୋଷଣା କରିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ। ରାଜ୍ୟର କରୋନା ଯୋଦ୍ଧାଙ୍କୁ ମାଗଣାରେ ଟିକା ପ୍ରଦାନ କରାଯିବ। ମାଗଣା ଟିକା ମିଳିବା ନେଇ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ ସୂଚନା ଦେଇଛନ୍ତି ।…

ଟିକାକରଣ ନେଇ ରାଜ୍ୟ ସରକାର କେତେ…

ଭୁବନେଶ୍ୱର: କରୋନା ଟିକାକରଣ ପାଇଁ ରାଜ୍ୟ ସରକାର ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ଟିକାକରଣ ପ୍ରସ୍ତୁତି ନେଇ ଆଜି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ସୂଚନା ଦେଇଛନ୍ତି। ବିଜୟ ପାଣିଗ୍ରାହୀ ସୂଚନା ମୁତାବକ, ପ୍ରଥମ ପର୍ଯ୍ୟାୟରେ ରାଜ୍ୟରେ ୩ ଲକ୍ଷ ୨୦ ହଜାର ଲୋକଙ୍କୁ ଟିକା ଦିଆଯିବ।…